ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଗୋଟିଏ ସ୍ତରକୁ ଯାଇ ପାଖାପାଖି ସେଇଠି ରହି ଯାଇଛି। ଏହା କହିଛନ୍ତି ଡିଏମ୍ଇଟି ସିବିକେ ମହାନ୍ତି । ଡିଏମ୍ଇଟିଙ୍କ ଅନୁସାରେ ରାଜ୍ୟରେ କରୋନା ସଂକ୍ରମଣ ଏବେ ଦ୍ରୁତ ଗତିରେ ବଢୁ ନାହିଁ । ଆକ୍ରାନ୍ତଙ୍କ ସଂଖ୍ୟା…
ନୂଆଦିଲ୍ଲୀ: ବିଶ୍ୱରେ ସବୁରି ପାଖରେ ପରିଚିତ ନାମ ‘କରୋନା ଭାଇରସ’। ବିଭିନ୍ନ ଭାରିଏଣ୍ଟ ଅନୁସାରେ ଏହାର ବିଭିନ୍ନ ନାମ ରଖାଯାଇଥିଲା । ଏବେ ଏହି ଭାଇରସର ନୂଆ ନାମକରଣ କରିଛି WHO। ପ୍ରଥମେ କରୋନା ଭାଇରସର ବିଭିନ୍ନ ଭାରିଏଣ୍ଟର ନାମକରଣ ସେହି…
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଓ ପଶ୍ଚିମବଙ୍ଗ ମଧ୍ୟରେ ଚାଲିଥିବା ବିବାଦ ଥମିବାର ନାଁ ନେଉନି। ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟ ଶାସନ ସଚିବ ଆଲାପନ ବନ୍ଦୋପାଧ୍ୟାୟଙ୍କୁ ଏବେ କେନ୍ଦ୍ର ସରକାର ନୋଟିସ ଜାରି କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଡାକିଥିବା ବୈଠକରେ ସେ…
ହାଇଦ୍ରାବାଦ୍: ଦିନେ ବନ୍ଧୁକ, ଲାଲ ପତାକା ଥିଲା ତାଙ୍କର ପରିଚୟ। ହେଲେ ଏବେ ସେ ଜନ ପ୍ରତିନିଧି। ଜନତାଙ୍କ ସୁଖ ଦୁଃଖର ସାଥୀ। ଖାଲି ଯେ ତାଙ୍କର ପରିଚୟ ବଦଳିଛି ତା ନୁହେଁ, କାମ ବି ବଦଳିଛି। ନକ୍ସଲଙ୍କ ସହ ୧୧…
ଭୁବନେଶ୍ୱର: ରାଜ୍ୟରେ ଚିନ୍ତା ବଢାଇଛି କରୋନା ଦୈନିକ ମୃତ୍ୟୁ ହାର। ସଂକ୍ରମିତଙ୍କ ସଂଖ୍ୟା ଧୀରେଧୀରେ କମୁଥିବାବେଳେ ମୃତ୍ୟୁ ସଂଖ୍ୟାରେ ରୋକ ଲାଗି ପାରୁନି। ଆଜି ରାଜ୍ୟରେ ପୁଣି ବଢିଛି କରୋନା ମୃତ୍ୟୁ ସଂଖ୍ୟା । ଗତକାଲି ୩୫ ଜଣ କରୋନା ରୋଗୀ…
ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଲକଡାଉନ୍। ଆସନ୍ତା ୧୭ ତାରିଖ ଯାଏ ଲକ୍ଡାଉନ୍ ବଢ଼ିବା ପରେ ଆଜିଠୁ ଆହୁରି କଡ଼ାକଡ଼ି ହେବ କଟକଣା। କରୋନା ସଂକ୍ରମଣକୁ ନିୟନ୍ତ୍ରଣରେ ଆଣିବାକୁ ଲକ୍ଡାଉନକୁ ବଢ଼ାଯାଇଛି। ରାଜଧାନୀ ଭୁବନେଶ୍ୱର, କଟକ, ବ୍ରହ୍ମପୁର,…
ଭୁବନେଶ୍ୱର: ଆଜିର ତାଲିକାକୁ ଦେଖିଲା ପରେ ଖୋର୍ଦ୍ଧା ଜିଲ୍ଲାକୁ ନେଇ ପୁଣି ଚିନ୍ତା ବଢିଛି। ଆଜି ବି ଖୋର୍ଦ୍ଧା ଉପରେ ରହିଛି ଏବଂ ସଂକ୍ରମିତଙ୍କ ତାଲିକା ୧୦୦୦ରୁ ଅଧିକ ରହିଛି। ଆଜି ଏହି ଜିଲ୍ଲାରୁ ୧,୨୨୨ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।…
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କଡାକଡି ହେଲା କୋଭିଡ କଟକଣା। ସଂକ୍ରମଣ ହାର କମୁ ନ ଥିବାରୁ ଆଜିଠୁ ଆରମ୍ଭ ହୋଇଛି ୩ୟ ପର୍ଯ୍ୟାୟ ଲକ୍ ଡାଉନ। ଏଥିସହିତ ସପ୍ତାହାନ୍ତ ଲକ୍ ଡାଉନ ମଧ୍ୟ ଜାରି ରହିଛି। ଏବେ ବିମାନଯାତ୍ରୀଙ୍କ ପାଇଁ ଲାଗୁ…
-ବିଶିଷ୍ଟ ଫୁଟବଲ କୋଚ୍ ନନ୍ଦ ପଟ୍ଟନାୟକଙ୍କ ପରଲୋକ -କରୋନା ଆକ୍ରାନ୍ତ ହୋଇ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ -ବିଳମ୍ବିତ ରାତିରେ ପରଲୋକ ନେଇ ସାନ ଭାଇ ଦେଲେ ସୂଚନା -ନନ୍ଦ କିଶୋର ରାଜ୍ୟ ପାଇଁ ଅନେକ ଅନ୍ତର୍ଜାତୀୟ ଖେଳାଳି ସୃଷ୍ଟି କରିଥିଲେ…
କୋରାପୁଟ: କୋରାପୁଟ ଗସ୍ତରେ ଯାଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଜିଲ୍ଲାର କୋଭିଡ୍ ସ୍ଥିତି ଉପରେ ସମୀକ୍ଷା କରିଛନ୍ତି। ସ୍ୱାସ୍ଥ୍ୟ ବିଭାଗ ACSଙ୍କ ସହ କୋରାପୁଟରେ କୋଭିଡ୍ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । କୋଭିଡ୍ ହସ୍ପିଟାଲ…
ଭୁବନେଶ୍ୱର: ରାଜଧାନୀରେ କମୁନି କରୋନା ସଂକ୍ରମଣ । ଦୈନିକ ସଂକ୍ରମଣ ତାଲିକାର ସବୁଠାରୁ ଉପରେ ରହିଛି ଖୋର୍ଦ୍ଧା ଜିଲ୍ଲା। ଜିଲ୍ଲା ଭିତରେ ସବୁଠାରୁ ଅଧିକ ରୋଗୀ ବାହାରୁଛନ୍ତି ରାଜଧାନୀ ଭୁବନେଶ୍ୱରରୁ। ଏ ନେଇ ରାଜାଧାନୀରେ ଟିକାକରଣକୁ ଜୋରଦାର କରାଯାଇଛି। ଆଜିଠୁ ରାଜଧାନୀରେ…