• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

rathakhala
ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା: ସମ୍ପନ୍ନ ହେବ ଚକ, ଅଖ ଡ଼େରା ନୀତି

ପୁରୀ: ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା । ପରମ୍ପରା ଅନୁଯାୟୀ ଆଜି ତିନି ରଥର ଚକ, ଅଖ ଡ଼େରା ନୀତି ସମ୍ପନ୍ନ ହେବ। ତିନି ରଥର ମୋଟ ୪୨ଟି ଚକରୁ ବର୍ତ୍ତମାନ ସୁଦ୍ଧା ୨୦ରୁ ଊର୍ଦ୍ଧ୍ୱ ଚକ ନିର୍ମାଣ କାମ ସରିଛି…

corona patient
ରାଜ୍ୟରେ ୨୪ ଘଣ୍ଟାରେ ଆଖି ବୁଜିଲେ ୪୨ କରୋନା ରୋଗୀ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢୁଛି କରୋନାଜନିତ ମୃତ୍ୟୁ ସଂଖ୍ୟା। ମେ’ ୩୧ ତାରିଖରେ ୩୭ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବାବେଳେ ଜୁନ୍ ୧ ତାରିଖ ସର୍ବାଧିକ ୪୦ ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଥିଲା। ଜୁନ୍‌ ୨ ତାରିଖ ୪୨ ଜଣ…

corona test
୮ ହଜାର ତଳକୁ ଖସୁନି କରୋନା ସଂକ୍ରମଣ, ଆଜି ବାହାରିଲେ ୮,୮୩୯ ରୋଗୀ

ଭୁବନେଶ୍ୱର: ରାଜ୍ୟରେ ଆଜି ବି ୮ ହଜାରରୁ ଅଧିକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଗତକାଲି ତୁଳନାରେ ଆଜି ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଗତକାଲି ରାଜ୍ୟରୁ ୮୩୯୯ କରୋନା ସଂକ୍ରମିତ ବାହାରିଥିବାବେଳେ ଆଜି ଚିହ୍ନଟ ହୋଇଛନ୍ତି  ୮,୮୩୯ ରୋଗୀ।…

vaccine for children
ପିଲାଙ୍କ ଠାରେ ଆରମ୍ଭ ହେଲା କୋଭାକ୍ସିନର କ୍ଲିନିକାଲ୍ ଟ୍ରାଏଲ୍

ନୂଆଦିଲ୍ଲୀ: ପିଲାଙ୍କ ଠାରେ ଆରମ୍ଭ ହୋଇଛି କୋଭାକ୍ସିନର କ୍ଲିନିକାଲ୍ ଟ୍ରାଏଲ୍ । ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କରୋନା ଟିକା କୋଭାକ୍ସିନକୁ ପାଟନା ଏମ୍ସରେ ପିଲାମାନଙ୍କ ଶରୀରରେ ପ୍ରୟୋଗ କରାଯାଇଥିବା ସୂଚନା ମିଳିଛି । ଏଥିରେ ୨ରୁ ୧୮ ବର୍ଷର ପିଲାମାନେ…

murder
ପ୍ରେମ ନିଶାରେ ଅନ୍ଧ ହୋଇଗଲେ ମହିଳା, ସ୍ୱାମୀଙ୍କୁ ହତ୍ୟା କରିବା ପରେ...

ମୁମ୍ବାଇ: ପ୍ରେମ ପାଇଁ ମଣିଷ ସବୁକିଛି ତ୍ୟାଗ କରିପାରେ। ଘର, ପରିବାର..ଏପରିକି ନିଜ ଜୀବନ ବି । ସେଇ ପ୍ରେମ ବି ମଣିଷକୁ କରିପାରେ ବର୍ବର, ରାକ୍ଷସ..। ପ୍ରେମରେ ପାଗଳ ମଣିଷଟିଏ ବି ନେଇ ପାରେ ଜୀବନ। ଯାହା ଦେଖିବାକୁ ମିଳିଛି…

covid doctor
ଦେଶରେ ୫୯୪ ଡାକ୍ତରଙ୍କ ଜୀବନ ନେଲାଣି କରୋନାର ୨ୟ ଲହର

ନୂଆଦିଲ୍ଲୀ: ଘାତକ ହେଉଛି କୋଭିଡ୍‌ର ଦ୍ୱିତୀୟ ଲହର । କୋଭିଡର ଏଇ ଦ୍ୱିତୀୟ ଲହର ଅନେକ ଲୋକଙ୍କୁ ତା’ର କବ୍‌ଜାକୁ ନେଇଗଲାଣି।  ବିଶେଷକରି କରୋନାର ଶିକାର ହେଉଛନ୍ତି କରୋନା ସମ୍ମୁଖ ଯୋଦ୍ଧା । କରୋନା ରୋଗୀଙ୍କ ଚିକିତ୍ସା କରୁ କରୁ ନିଜ…

ambulance
ସ୍ତ୍ରୀଙ୍କ ଶବ ଧରି ଫେରୁଥିଲେ, ଅଧାବାଟରେ ଚାଲିଗଲା ସ୍ୱାମୀଙ୍କ ଜୀବନ

ବଲାଙ୍ଗିର: ଅଗ୍ନିକୁ ସାକ୍ଷୀ ରଖି ବିବାହ ବେଦୀରେ କଥା ଦେଇଥିଲେ,ହାତ ଧରି ଚାଲିବେ। ଏକାଠି ଜିଇଁବେ…ଏକାଠି ମରିବେ…। ଆଉ କଥା ବି ରଖିଲେ। ପତ୍ନୀଙ୍କ ମୃତଦେହ ଧରି ଘରକୁ ଫେରୁଥିଲେ, ଅଧାବାଟରେ ଆଖି ବୁଜିଦେଲେ ସ୍ୱାମୀ। ଏମିତି ଏକ ଦୁଃଖଦ ଘଟଣା…

child-to-modi
ଛୋଟ ପିଲାଙ୍କ ପାଇଁ ଏତେ କାମ କାହିଁକି ରଖିଛ ମୋଦି ସାବ୍.....

ନୂଆଦିଲ୍ଲୀ: ଲକଡାଉନ ବେଳେ ସ୍କୁଲ ବନ୍ଦ । ପିଲାମାନେ ଘରେ ପାଠ ପଢ଼ୁଛନ୍ତି । ଅନ୍‌ଲାଇନ ପାଠପଢ଼ା ଉପରେ ବହୁ ଛାତ୍ରଛାତ୍ରୀ ନିର୍ଭର କରୁଛନ୍ତି।  ହେଲେ ସେମାନଙ୍କ ମାନସିକ ଅବସ୍ଥା ବୁଝୁଛି କିଏ? ଖେଳିବା ବୁଲିବା ବୟସରେ ଘରେ ବସି ଅତ୍ୟଧିକ…

0083-ANi
କରୋନାରେ ଚାଲିଗଲେ ବାପା-ମା’; ଝୁରୁଛନ୍ତି କୁନି କୁନି ଯାଆଁଳା ଶିଶୁ

ଭୋପାଳ:  କରୋନାର ଦ୍ୱିତୀୟ ଲହର ସାଜିଛି ମାରାତ୍ମକ । ଉଜାଡି ଦେଇଛି କେତେ ପରିବାର। କାହା ମଥାରୁ ସିନ୍ଦୂର ପୋଛି ନେଇଛି ତ କାହାକୁ ଅନାଥ କରି ନେଇଛି। କିଏ ନିଜର ଭାଇକୁ ହରାଇଛି ତ କିଏ ନିଜର ସ୍ୱାମୀକୁ। ଆଉ…

loot
ଗୁଳି ଫୁଟାଇ ଲୁଟି ନେଲେ ସୁନା ଅଳଙ୍କାର, ୨ ଗୁରୁତର

ସୋର(ନିରଞ୍ଜନ ବେହେରା): ଗୁଳିଫୁଟାଇ ସୁନାବେପାରୀଙ୍କ ଘରୁ ଲୁଟିନେଲେ ଟଙ୍କା ଓ ସୁନାଗହଣା । ପରିବାର ଲୋକେ, ଗ୍ରାମବାସୀ ସମସ୍ତେ ଦେଖୁଥିଲେ ହେଁ କିଛି କରିପାରି ନ ଥିଲେ। ବନ୍ଧୁକମୁନରେ ଭୟଭୀତ କରି ସର୍ବସ୍ୱ ଲୁଟିନେଇଥିଲେ। ବିରୋଧ କରିବାରୁ ଗ୍ରାମବାସୀଙ୍କୁ ଗୁଳି କରିଥିଲେ।…

wuhan
ରାଜ୍ୟରେ ୪୦ କରୋନା ସଂକ୍ରମିତ ଆଖି ବୁଜିଲେ

ଭୁବନେଶ୍ୱର: ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଚିନ୍ତା ହଜାଇ ଦେଇଛି। ବଢି ବଢି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା। ଗତକାଲି ୩୭ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବାବେଳେ ଆଜି ସର୍ବାଧିକ ୪୦ ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ…

corona vaccine
ରାଜ୍ୟରେ ଆଜି ବି ଚିହ୍ନଟ ହେଲେ ୮ ହଜାରରୁ ଅଧିକ କରୋନା ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ କମୁନି କରୋନା ସଂକ୍ରମଣ। ଦୈନିକ ସଂକ୍ରମଣ ୧୦ ହଜାର ତଳକୁ ଖସୁଥିଲେ ହେଁ ଗତକିଛି ଦିନ ଧରି ୮ ହଜାର ଉପରେ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୮୩୯୯ କରୋନା ସଂକ୍ରମିତ। ଏମାନଙ୍କ…

cbse
CBSE ପରେ ବାତିଲ ହେଲା CISCE ଦ୍ୱାଦଶ ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ: ବାତିଲ ହେଲା CBSE ଓ CISCEର ଦ୍ୱାଦଶ ଶ୍ରଣୀ ବୋର୍ଡ ପରୀକ୍ଷା । ପ୍ରଥମେ CBSE ପକ୍ଷରୁ ପରୀକ୍ଷା ବାତିଲ ନେଇ ଘୋଷଣା କରାଯବା ପରେ CISCE ପକ୍ଷରୁ ବି ଏହି ଘୋଷଣା କରାଯାଇଛି। ଦେଶରେ କରୋନା ସ୍ଥିତିକୁ ଦେଖି…

nirj mishra
ରାଜ୍ୟରେ ସୁପର ସ୍ପ୍ରେଡରଙ୍କ ଯୋଗୁଁ ବଢୁଛି ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କମିଲେ ମଧ୍ୟ ୮ ହଜାରରୁ ଅଧିକ ରହୁଛି। ମେ’ ମାସରେ ସଂକ୍ରମଣ ପିକ୍‌ରେ ରହିଛି। ସୁପର ସ୍ପ୍ରେଡରଙ୍କ ଯୋଗୁଁ ରାଜ୍ୟରେ ଏପରି ସଂକ୍ରମଣ ବଢୁଛି । କରୋନା ସଂକ୍ରମଣ ନେଇ ଏହା କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ…

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।