୨୦୧୬ ଅଣ୍ଡର-ଏଇଟିନ୍ ଏସିଆ କପ୍ରେ ସଞ୍ଜୀପ ସମ୍ଭାଳିଥିଲେ ଭାରତୀୟ ହକି ଟିମ୍ର ଅଧିନାୟକ ଦାୟିତ୍ୱ।
ଜାଡ଼ ପାଇଁ ଆଜି ଓ କାଲି କିଛି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ବି ଜାରି ହୋଇଛି।
ଚୟନ କମିଟିର ଅଧ୍ୟକ୍ଷ ପଦ ବଜାୟ ରଖିଛନ୍ତି ଚେତନ ଶର୍ମା।
ମାଆ ଓ ଶାବକଙ୍କ ଗତିବିଧିକୁ ସିସିଟିଭି ଜରିଆରେ ନଜରରେ ରଖାଯାଇଛି।
ବିଜେପି ପଚାରିଛି ଯେ, ସଂଖ୍ୟା ଯଦି ଆପ୍ ସପକ୍ଷରେ ଅଛି, ତେବେ ସେମାନେ ଭୟଭୀତ କାହିଁକି?
ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମର କେବଳ ନିର୍ମାଣ ଖର୍ଚ୍ଚ ନୁହେଁ, ଏହାର ଆୟତନକୁ ନେଇ ମଧ୍ୟ କାଲିଠୁ ଆରମ୍ଭ ହୋଇଛି ବିବାଦ।
ଷ୍ଟପେଲ୍ଟନ ପବନରେ ବୁଲି ବୁଲି ତଳକୁ ଖସିପଡ଼ିଲେ କିନ୍ତୁ ଏଇଠି ଘଟିଲା ଚମତ୍କାର।
ଯାଯାବରର ଅର୍ଥ ଯାହାଙ୍କ ଠିକଣା ନଥାଏ। ତାହାଲେ ଏମାନେ କଣ ଯାଯାବର ? ଆପଣ ହଁ କହିପାରନ୍ତି... କାହିଁକିନା କୁଆଡେ ଯାଆନ୍ତି, କୁଆଡେ ରୁହନ୍ତି ଠିକଣା ନଥାଏ। ରାସ୍ତା କଡ଼ରେ ଲୁହାରେ ତିଆରି ଘର ସାମଗ୍ରୀ ବିକ୍ରି କରିବା ଏମାନଙ୍କ କାମ। ବୋଧହୁଏ ଏମାନଙ୍କ ପରିଶ୍ରମ ହିଁ ଏମାନଙ୍କ...
ଜିଓ ପକ୍ଷରୁ ଏହି ସୁବିଧାଗୁଡ଼ିକ ଓଡ଼ିଶାର ଲୋକମାନଙ୍କ ଜୀବନରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିବ।
ମୋଦିଙ୍କ ମାଗଣା ଚାଉଳ ବଣ୍ଟନ ପରେ ନବୀନଙ୍କ ଚାଉଳ ରାଜନୀତି ଶେଷ ହୋଇଯାଇଛି।
ଆଖି ପିଛୁଳାକେ ଡାଉନଲୋଡିଂ, ବିଜୁଳି ବେଗରେ ସର୍ଫିଂ।
ରେଜିଷ୍ଟ୍ରେସନ୍ ପ୍ରକ୍ରିୟା ଜାନୁଆରୀ ୨୫ ପର୍ଯ୍ୟନ୍ତ ଚାଲିବ।
ରାଜଧାନୀ ଭୁବନେଶ୍ୱରରେ ପାଳିତ ହେଲା ବିଶ୍ୱ ବ୍ରେଲ୍ ଦିବସ।
ମୁଁ କେବଳ ତାଙ୍କ ଇଚ୍ଛା ହିଁ ପୂରଣ କରିଛି।