ଉତ୍ତରାଖଣ୍ଡର ଯୋଶୀମଠରେ ଭୂସ୍ଖଳନ ସହ ମାଟି ଦବିବା ପରେ ଏବେ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଭୟ ଓ ଆଶଙ୍କା ଦେଖାଦେଇଛି।
୨୦୨୧ରେ ରାଜ୍ୟ ସରକାର ସମସ୍ତ ସରକାରୀ ଅଧିକାରୀଙ୍କ ପାଇଁ ସମ୍ପତ୍ତି ତାଲିକା ଘୋଷଣାକୁ ବାଧ୍ୟତାମୂଳକ କରିଥିଲେ।
ଅଧିକ ଆଲୋକିତ ହେବ ରାତି ଆକାଶ, ମାଳ ମାଳ ଦିଶିବେ ଗ୍ରହ-ଉପଗ୍ରହ ଓ ନକ୍ଷତ୍ର...ଖାଲି ଆଖିକୁ ଦେଖାଦେବେ ଧୂମକେତୁ ସହ ଲଞ୍ଜାତାରା...
ଜାନୁଆରୀ ଶେଷ ସପ୍ତାହରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଓଡିଶା ଗସ୍ତରେ ଆସୁଛନ୍ତି।
ମଣ୍ଡିରେ କଟନିଛଟନୀ ସମସ୍ୟାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ମୁଣ୍ଡ ଟେକିଛି ଆନ୍ଦୋଳନ।
ସୂର୍ଯ୍ୟାସ୍ତ ପରେ ଚନ୍ଦ୍ର ଉଦୟ ବେଳେ ପୂର୍ବ ଆକାଶରେ ଉଜ୍ଜଳ ଜହ୍ନ ରାତିକୁ ଆଲୋକିତ କରିବ।
କଏନ୍ ଅଚଳ ପ୍ରସଙ୍ଗ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ରଖିଲା ସ୍ପଷ୍ଟୀକରଣ।
ଆପଣ ଭାବୁଥିବେ, ଏମିତି କେଉଁ ପ୍ରଜାତିର କୁକୁର, ଯାହାର ଦାମ୍ ଆଶାଠୁ ବି ଅଧିକ ।
ଅସହ୍ୟ ଥଣ୍ଡାରୁ ନାହିଁ ନିସ୍ତାର: ୧୦ ଡିଗ୍ରୀ ତଳେ ରାଜ୍ୟର ୨୧ ସହର, ୨ ଡିଗ୍ରୀ ସହ ସେମିଳିଗୁଡ଼ା ସବୁଠୁ ଥଣ୍ଡା...ଦାରିଙ୍ଗିବାଡ଼ିରେ ତୁଷାରପାତ, ୫ ଜିଲ୍ଲାକୁ କାଲି ପାଇଁ ୟେଲୋ ଓ୍ୱାର୍ଣ୍ଣି ଦେଲା ପାଣିପାଗ ବିଭାଗ, ରାତିରେ ଘରୁ ନବାହାରିବାକୁ ପରାମର୍ଶ
ରସାତଳଗାମୀ ହେବ କି ଉତ୍ତରାଖଣ୍ଡର ଯୋଶୀମଠ। ବିପଦସଂକୁଳ ୬ଶହରୁ ଅଧିକ ଘର, ସହର ଛାଡ଼ିଲେଣି ୭୦ ପରିବାର... ଭୂସ୍ଖଳନ ବିପତ୍ତିରୁ ବର୍ତ୍ତିଲେନି ନିଜେ ଭୋଳାନାଥ। ମୁଖ୍ୟମନ୍ତ୍ରୀ ଧାମିଙ୍କ ସହ କଥା ହେଲେ ମୋଦି, ତେଣେ ପିଏମ୍ଓରେ ଉଚ୍ଚସ୍ତରୀୟ ବୈଠକ।
ଧୂଆଁବାଣ ସାଜିଲାକି ଓଡ଼ିଆରେ ଓସିଏସ୍ ପରୀକ୍ଷା। କ୍ୟାବିନେଟ୍ ନିଷ୍ପତ୍ତି ସତ୍ତ୍ୱେ ପୂର୍ବପରି ଇଂରାଜୀରେ ପ୍ରଶ୍ନପତ୍ର ଆସିବା ନେଇ OPSCର ବିଜ୍ଞପ୍ତି ପରେ ଓଡ଼ିଆ ଭାଷାପ୍ରେମୀଙ୍କ ଅସନ୍ତୋଷ। ଅନ୍ୟ ରାଜ୍ୟରେ ହେଉଥିଲେ ବି ଏଠି କାହିଁକି ହେବନି ବୋଲି ପ୍ରଶ୍ନ।
୩ ବର୍ଷ ତଳେ କେନ୍ଦ୍ର ସରକାର ବିଭିନ୍ନ ପେସାଦାର ବ୍ୟକ୍ତିଙ୍କୁ ଯୁଗ୍ମ ସଚିବ ପଦରେ ନିଯୁକ୍ତି ଲାଗି ଲାଟେରାଲ୍ ଏଣ୍ଟ୍ରି ବ୍ୟବସ୍ଥା ପ୍ରଚଳନ କରିଥିଲେ।
୧୯୮୦ ମସିହାରୁ ସବୁ ରାଜ୍ୟରେ ଆଞ୍ଚଳିକ ଭାଷାରେ ରାଜ୍ୟ ପ୍ରଶାସନିକ ସେବା ପରୀକ୍ଷା ଅନୁଷ୍ଠିତ ହେଉଛି।
ଯାତ୍ରା ପାର୍ଟି ମାଲିକମାନେ ନିଜ ନିଜ ମଂଚ ଆଗରେ ସୁରକ୍ଷାକର୍ମୀ ଓ ସ୍ୱେଚ୍ଛାସେବୀ ମୁତୟନ କରିବେ।
ଆହୁରି ୨ ଦିନ ଏଭଳି ସ୍ଥିତି ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଆଇଏମଡି।
ମାତ୍ର ୫୧ଟି ବଲ ଖେଳି ୯ଟି ଛକା ସହାୟତାରେ ୧୧୨ ରନ କରି କ୍ରିଜରେ ଅପରାଜିତ ରହିଥିଲେ।