• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

Anganwadi worker Protest
ଭୁବନେଶ୍ୱରରେ ଅଙ୍ଗନବାଡ଼ି କର୍ମୀଙ୍କ ବିଶାଳ ରାଲି

ସରକାରଙ୍କ ଠାରୁ କୌଣସି ଲିଖିତ ପ୍ରତିଶ୍ରୁତି ମିଳିନଥିବାରୁ ସେମାନେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ବାହାରିଥିଲେ।

boyfriend of deceased Subhashree Kar
କୁଆଡ଼େ ଗଲେ ଡାକ୍ତରାଣୀ ଶୁଭଶ୍ରୀଙ୍କ ବୟଫ୍ରେଣ୍ଡ

ସନ୍ଦେହଜନକ ଅବସ୍ଥାରେ ଘରୁ ତାଙ୍କ ମୃତଦେହ ମିଳିଥିଲା।

Taranga Cine Production  Pushkara
ଆସୁଛି 'ପୁଷ୍କରା': କହିବ ବାସ୍ତବ ଜୀବନର କଥା

ସାହିତ୍ୟରୁ ସିନେମା.. ପୁରାପୁରି ଅରିଜିନାଲ ତଥା ଏକ ଜୀବନ୍ତ କାହାଣୀ

Death of woman doctor Subhashree Kar Post-mortem report
ଆସିଲା ଡାକ୍ତରାଣୀ ଶୁଭଶ୍ରୀ କରଙ୍କ ପୋଷ୍ଟମର୍ଟମ ରିପୋର୍ଟ

ଅନ୍ୟ ଜଣେ ଡାକ୍ତର ଦିବ୍ୟରଂଜନ ମାଝୀଙ୍କ ନାଁରେ ହୋଇଥିବା ଏତଲା ସନ୍ଦେହ ବଢ଼ାଇଛି

No Hoarding Zone
ହକି ବିଶ୍ୱକପ ପାଇଁ ନୋ ହୋର୍ଡିଂ ଜୋନ୍ ଘୋଷଣା କଲା ବିଏମସି

କୌଣସି ସରକାରୀ ବା ବେସରକାରୀ ବିଜ୍ଞାପନ ହୋର୍ଡିଂ ଲଗାଗଲେ ତାହାକୁ ଜବତ କରାଯିବ।

artist Swarnalata Jena
ଚାଳଘରେ ରହୁଥିବା ଝିଅର କମାଲ୍, କାନ୍ଥଠୁ ଫୁଲଯାଏ ସବୁ ଜଗନ୍ନାଥ ଜଗନ୍ନାଥ

ଦାରିଦ୍ର୍ୟ ପାଠପଢାରେ ଡୋରି ବାନ୍ଧିଦେଲା । କିନ୍ତୁ ପ୍ରତିଭାକୁ ବାନ୍ଧି ପାରିଲାନି । ଜଗନ୍ନାଥଙ୍କ ଭକ୍ତକୁ କିଏ ବା ଅଟକାଇପାରିବ ? ଏଇ ଝିଅଟି ତୁଳି ଧରିଲେ ପ୍ରକାଶିତ ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ । କାନ୍ଥବାଡ, ଫଳଫୁଲ, ଗଛ ସବୁଠି ଜଗନ୍ନାଥ । ଅଖ୍ୟାତ ପଲ୍ଲୀର ଏଇ ଝିଅ...

Two Helicopters Collide Mid-Air In Australia
ମଝି ଆକାଶରେ ଦୁଇ ହେଲିକପ୍ଟର ଧକ୍କା, ୪ ମୃତ

ଘଟଣା ପରେ ରେସ୍କ୍ୟୁ ଅପରେସନ୍‌କୁ ଜୋରଦାର କରାଯାଇଛି।

Lady athlete Archana Jena
ଧାବିକା ଅର୍ଚ୍ଚନାଙ୍କ ଅଧୁରା ସ୍ୱପ୍ନ: ମୁଁ ପିଟି ଉଷା ହେବି

ଅଧାରେ ରହିଯିବ କି ଅଲିମ୍ପିକ୍ ସ୍ୱପ୍ନ ! ଆଖିରେ ହଜାରେ ସ୍ୱପ୍ନ କିନ୍ତୁ ଲକ୍ଷ୍ୟ ସ୍ଥିର.. କଠିନ ପରିଶ୍ରମ ବି କରୁଛନ୍ତି.. ସହଯୋଗ ମିଳିଲେ ସେ ବି ହେବେ ଓଡ଼ିଶା ଦୌଡ଼ରାଣୀ

How much unemployment has decreased in the state
ରାଜ୍ୟରେ କେତେ ହ୍ରାସ ପାଇଛି ବେକାରୀ ? ସର୍ଭେ ରିପୋର୍ଟକୁ କଟାକ୍ଷ କଲେ ବିରୋଧୀ

CMIEର କୌଣସି ବିଶ୍ୱସନୀୟତା ନ ଥିବା କହିଛନ୍ତି କଂଗ୍ରେସ ବିଧାୟକ ସାଲୁଜା।  

Today Gold Price
Today Gold Price 2nd Jan 2023: ଆପଣଙ୍କ ସହରରେ କେତେ ଅଛି ସୁନାର ରେଟ୍‌ ଜାଣନ୍ତୁ

ଗତକାଲି ତୁଳନାରେ ଆଜି ରୁପା ଦରରେ ମଧ୍ୟ ପରିବର୍ତ୍ତନ ହୋଇଛି । 

the last queen of Moti Mahal Palace passes away
ଚାଲିଗଲେ ମୋତି ମହଲର ଶେଷ ରାଣୀ ରମା କୁମାରୀ ଦେବୀ

ରାଣୀ ରମାକୁମାରୀ ଦେବୀ ତତ୍କାଳୀନ ଆନ୍ଧ୍ରପ୍ରଦେଶ ମଡଗୁଲର ବିଧାୟିକା ବି ଥିଲେ।

Supreme Court upholds the decision of the Central government taken in 2016 to demonetise the currenc
ବିମୁଦ୍ରୀକଣ ନିଷ୍ପତ୍ତି ଠିକ୍ ଥିଲା: ସୁପ୍ରିମକୋର୍ଟ

୫୮ ଆବେଦନ ଉପରେ ଶୁଣାଣି କରି କୋର୍ଟ ଗତ ଡିସେମ୍ବର ୭ରେ ରାୟ ସଂରକ୍ଷିତ ରଖିଥିଲେ। 

newly wed woman dies in dhenkanal
ନବବଧୂକୁ କରେଣ୍ଟ ଲଗାଇ ହତ୍ୟା ପରେ ଫ୍ୟାନ୍‌ରେ ଝୁଲାଇଦେଲେ !

ଶବକୁ ଉଦ୍ଧାର କରି ମାମଲାର ତଦନ୍ତ କରୁଛି ପୋଲିସ। 

20-yr-old Dies After Being Dragged By Car For Over 4 Kms
ଦିଲ୍ଲୀରେ ମହିଳାଙ୍କୁ ୪ କିମି ଘୋଷାଡ଼ି ନେଲା ଚଳନ୍ତା କାର

ମହିଳାଙ୍କ ମୃତଦେହ ଉଦ୍ଧାର ବେଳକୁ ସେ ସମ୍ପୂର୍ଣ୍ଣ ବସ୍ତ୍ରହୀନ ଥିଲେ।

Odisha Plus 2 exams
ମାର୍ଚ୍ଚ ପହିଲାରୁ ଯୁକ୍ତ ଦୁଇ ପରୀକ୍ଷା: ଚିନ୍ତା ବଢାଇଛି ଚୀନ୍‌ର କୋଭିଡ୍ ସଂକ୍ରମଣ

ଏଥର ପୁରା ସିଲାବସ୍ ସାଙ୍ଗକୁ ଅଫଲାଇନ୍‌ରେ ପରୀକ୍ଷା ହେବାକୁ ଯାଉଥିବାରୁ ଛାତ୍ରଛାତ୍ରୀ ଉତ୍ସାହିତ।

Odisha likely to witness rollout of major schemes ahead of 2024 polls
୨୪ ନିର୍ବାଚନ ପୂର୍ବରୁ ସରକାର ଆଣିପାରନ୍ତି ଲୋଭନୀୟ ସ୍କିମ୍

୧୪ ମାସିଆ ବ୍ଳୁ-ପ୍ରିଣ୍ଟ ଲାଗି ସବୁ ବିଭାଗକୁ ନିର୍ଦ୍ଦେଶ ପରେ ତେଜିଛି ରାଜନୀତି

Happy New Year
ସ୍ୱାଗତଂ ୨୦୨୩: ନୂତନ ବର୍ଷର ଅଭିନନ୍ଦନ ଜଣାଇ ଝୁମୁଛି ସାରା ଓଡ଼ିଶା

ରଙ୍ଗାରଙ୍ଗ ଆତସବାଜି ସହ ଖୁସିରେ ଝୁମୁଛନ୍ତି ଲୋକେ।

ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ସେଲିବ୍ରେସନ
ଜିରୋନାଇଟ୍ ସେଲିବ୍ରେସନ୍ ସହ ନୂଆବର୍ଷକୁ ସ୍ୱାଗତ କରୁଛି ଟ୍ୱିନ ସିଟି

ଆଉ କିଛି ସମୟ ପରେ ଆମ ଗହଣରୁ ବିଦାୟ ନେବ ବର୍ଷ ୨୦୨୨। ପଦାର୍ପଣ କରିବ ୨୦୨୩। ନୂଆବର୍ଷକୁ ସ୍ବାଗତ କରିବାକୁ ସବୁଠି ଲାଗି ରହିଛି ଉତ୍ସାହ, ଆନନ୍ଦର ପରିବେଶ।

Political predictions for leaders and common people for upcoming New Year 2023
ଜ୍ୟୋତିଷ ବିଶାରଦଙ୍କ ମତ, ରାଜ୍ୟରେ ବଦଳିନପାରେ ଶାସନର ପଟ୍ଟ

ଏପ୍ରିଲରୁ କଂଗ୍ରେସ ଭାଗ୍ୟରେ ପରିବର୍ତ୍ତନ ଆଶା କରାଯାଉଛି।

Year Ending: Major Crime
Year Ending: ଗହନ ଗୁମରରେ ରହିଯାଇଛି ଏମାନଙ୍କ ମୃତ୍ୟୁ ଫାଇଲ୍ !

କଟକ କନିକା ରାଜପରିବାରରେ ରକ୍ତର ଛିଟା ସାରା ରାଜ୍ୟକୁ ସ୍ତବ୍ଧ କରିଥିଲା। ଏଥିସହ ପକ୍ସୋ କୋର୍ଟ ବିଚାରପତିଙ୍କ ରହସ୍ୟଜନକ ମୃତ୍ୟୁ ଏବଂ ବ୍ୟାଙ୍କ ମ୍ୟାନେଜରଙ୍କ ଆତ୍ମହତ୍ୟାକୁ ନେଇ ଖେଳିଯାଇଥିଲା ଚାଞ୍ଚଲ୍ୟ।

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।