/odishatv-khabar/media/post_attachments/uploadimage/library/16_9/16_9_0/IMAGE_1672932185.jpg)
An earthquake in Delhi with a magnitude of 5.9 on the Richter Scale
ପୁଣି ଥରିଲା ରାଜଧାନୀ ଦିଲ୍ଲୀ। ସପ୍ତାହରେ ଦ୍ୱିତୀୟ ଥର ପାଇଁ ଦିଲ୍ଲୀରେ ଅନୁଭୂତ ହୋଇଛି ହୋଇଛି ଭୂକମ୍ପ। କିଛି ସମୟ ପୂର୍ବରୁ ଦିଲ୍ଲୀ, NCR ଓ ଜମ୍ମୁକଶ୍ମୀରର କିଛି ଅଞ୍ଚଳରେ ଭୂମିକମ୍ପର ଝଟକା ଅନୁଭବ କରିଛନ୍ତି ଲୋକେ। ତୁରନ୍ତ ଘରୁ ବାହାରକୁ ଚାଲି ଆସିଥିବା ସହ ଲୋକେ କିଛି ସମୟ ପାଇଁ ଆତଙ୍କିତ ହୋଇପଡ଼ିଛନ୍ତି।ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୫.୯ ଥିବା ଜଣାପଡ଼ିଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)