• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

PM awas yojana
କେନ୍ଦ୍ରର ଚାପରେ ରାଜ୍ୟ ସୁଧୁରିବ ତ?

ଲୋକେ ପାଇବେ ତ କେନ୍ଦ୍ରୀୟ ଅନୁଦାନ ପ୍ରାପ୍ତ ଘର ? ରାଜ୍ୟ ସରକାର ସ୍ୱଚ୍ଛତା ବଜାୟ ରଖିବେ ତ ? 

PM awas yojana
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳିବ ଘର, ୩ ବର୍ଷର କେନ୍ଦ୍ର-ରାଜ୍ୟ ତୁତୁ ମେମେ ପରେ ଫିଟିଲା ବାଟ

ବିଜେପି ଚେତାବନୀ ଦେଇଛିି ଏଥର ବି ଯଦି ଅଯୋଗ୍ୟ ହିତାଧିକାରୀଙ୍କୁ ଘର ମିଳେ, ତାହେଲେ...

Winter to break all records in Delhi
ମାଡ଼ି ଆସୁଛି ଜାଡ଼ ବିପଦ, ରାଜଧାନୀରେ ମାଇନସ୍‌କୁ ଖସିଯିବ ପାରଦ

ହିମ ଚାଦରରେ ଢାଙ୍କି ହୋଇଛି ହୋଇଗଲାଣି ପ୍ରସିଦ୍ଧ ବଦ୍ରିନାଥ ଧାମ।

Stampede on T-Bridge during Makar Mela
ବଡ଼ମ୍ବା ଟି-ବ୍ରିଜରେ ଦଳାଚକଟା ପାଇଁ ଦାୟୀ କିଏ: ପବ୍ଲିକ୍ ନା ପୋଲିସ୍ ?

ସିଂହନାଥ ପୀଠରେ ଅସମ୍ଭାଳ ଭିଡ଼ ପାଇଁ ଦଳାଚକଟା ହୋଇଛି।

 ଟି-ସେତୁ ଉପରେ ଦଳାଚକଟା
ଟି-ସେତୁ ଉପରେ ଦଳାଚକଟା, ୧୨ ଗୁରୁତର

ମହାନଦୀ ଉପରେ କିଛି ମାସ ତଳେ ଲୋକାର୍ପିତ ହୋଇଥିଲା ଟି-ବ୍ରିଜ। 

Jagannath Temple
ଶ୍ରୀଜିଉଙ୍କ ଦିବ୍ୟ ଚକାନୟନକୁ କେମିିତି ଦର୍ଶନ କରିବେ ବିଦେଶୀ ଭକ୍ତ

ବିଦେଶୀ ଭକ୍ତଙ୍କୁ ମିଳୁ ଚକାନୟନକୁ ଦର୍ଶନ ସୁଯୋଗ । ସେବାୟତ, ଶଙ୍କରାଚାର୍ଯ୍ୟ ଓ ଗଜପତିଙ୍କୁ ରାଜ୍ୟପାଳଙ୍କ ପ୍ରସ୍ତାବ । ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ । ରାଜ୍ୟପାଳଙ୍କ ପ୍ରସ୍ତାବ ପରେ ବିଭିନ୍ନ ମହଲରେ ଚର୍ଚ୍ଚା।

Ganga Vilas Cruise
ବାରାଣସୀରୁ ଦିବ୍ରୁଗ଼ଡ ଗଲା ଏମଭି ଗଙ୍ଗା ବିଳାସ

ବିଶ୍ୱର ଦୀର୍ଘତମ ରିଭର କ୍ରୁଜ୍ ଯାତ୍ରାର ଶୁଭାରମ୍ଭ । ବାରାଣସୀରୁ ଦିବ୍ରୁଗ଼ଡ ଗଲା ଏମ୍ଭି ଗଙ୍ଗା ବିଳାସ । ୫୧ ଦିନର ଯାତ୍ରା, ଅବିସ୍ମରଣୀୟ ଅନୁଭୂତି ପାଇବେ ପର୍ଯ୍ୟଟକ । ବିରାଟ୍ କ୍ରୁଜ୍‌ରେ ଫାଇଭ୍ ଷ୍ଟାର ହୋଟେଲ ସୁବିଧା 

Hockey World Cup 2023
କାହା ସ୍ୱାର୍ଥରେ ପାଣି ଭଳି ଅର୍ଥ ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର ?

ହକି ବିଶ୍ୱକପ୍ ଆୟୋଜନ ପାଇଁ କୋଟି କୋଟି ଖର୍ଚ୍ଚ । କାହା ସ୍ୱାର୍ଥରେ ପାଣି ଭଳି ଅର୍ଥ ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର ? ଗତଥର ୬୭ କୋଟି, ଏଥର ପ୍ରାୟ ୧୧ ଶହ କୋଟି । ଡିଏମ୍ଏଫ୍ ଫଣ୍ଡ ବିନିଯୋଗ ଉପରେ ବର୍ଷିଲେ ବିରୋଧୀ

Ganga Vilas Cruise
ବିଶ୍ୱର ଦୀର୍ଘତମ ରିଭର କ୍ରୁଜ୍ ଯାତ୍ରାର ଶୁଭାରମ୍ଭ

ଇଏ କେବଳ ଏକ ଜାହାଜ ନୁହେଁ ଏକ ଭାସମାନ ଫାଇଭ ଷ୍ଟାର ହୋଟେଲ।

Worms swarm Odisha village Polosara, panic triggers among locals
କେଉଁଠୁ ମାଡ଼ି ଆସୁଛନ୍ତି ମାଳ ମାଳ କଳା ପୋକ ?

ହଜାର ହଜାର ସଂଖ୍ୟାରେ ଏଭଳି ପୋକଙ୍କୁ ଦେଖି ଲୋକେ ବି ଭୟଭୀତ ରୋଗ ବ୍ୟାଧି ଆଶଙ୍କାରେ ଗାଁରେ ଛନକା ପଶିଛି। 

Gendalia bird
ଏହି ଗାଁରେ ଗେଣ୍ଡାଳିଆଙ୍କୁ ଦେଖିଲେ ଆରମ୍ଭ ହୁଏ ଚାଷକାମ

ଗଛ ଉପରେ ବସି ଚିଁ ଚାଁ ଶଦ୍ଦ କରୁଥୁବା ଏହି ପକ୍ଷୀମାନେ ହେଲେ ଗେଣ୍ଡାଳିଆ।

Jagannath Temple
'ବିଦେଶୀ ଭକ୍ତଙ୍କୁ ମିଳୁ ଚକାନୟନକୁ ଦର୍ଶନ ସୁଯୋଗ'

ବିଦେଶୀ ଭକ୍ତଙ୍କ ଦର୍ଶନ ପ୍ରସ୍ତାବକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ଶ୍ରୀମନ୍ଦିର ସେବାୟତ।

Post office schemes for senior citizens offer higher interest
ପୋଷ୍ଟ ଅଫିସ୍‌ର ଏହି ସ୍କିମ୍‌ରେ ଟଙ୍କା ରଖିଲେ ବ୍ୟାଙ୍କ ଅପେକ୍ଷା ମିଳିବ ଅଧିକ ସୁଧ

କେବଳ ସେତିକି ନୁହେଁ, ସାଇବର୍ ଫ୍ରଡ୍‌ର ବି ଚିନ୍ତା ରହିବନି।

Hockey WorldCup
ଓଲି ଲ୍ୟାଣ୍ଡର ମଜା ନେଲେ ଦର୍ଶକ, ଯୁଆଡ଼େ ଦେଖ ସେଲ୍‌ଫି ପଏଣ୍ଟ

ହକି ବିଶ୍ୱକପ୍ ପାଇଁ କଳିଙ୍ଗ ଷ୍ଡାଡିୟମ୍ ପରିସରରେ ହୋଇଥିବା ଫ୍ୟାନ୍ ପାର୍କ ଓଲି ଲ୍ୟାଣ୍ଡ ବୁଲି ଦେଖୁଛନ୍ତି ଦର୍ଶକ। ଗତ ୧୦ ତାରିଖରୁ ଆରମ୍ଭ ହୋଇଥିବା ଏହି ଫ୍ୟାନ ପାର୍କ ଆସନ୍ତା ୨୯ ତାରିଖ ଯାଏଁ ଖୋଲା ରହିବ। ଦର୍ଶକ ମାନେ ମ୍ୟାଚ୍ ଦିନରେ ହକି ଦେଖିବା ସହ...

Odisha gears up for Hockey World Cup 2023
କାଲିଠୁ ହକି ବିଶ୍ୱକପ୍ ମହାସମର: ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ରେ ଭାରତ-ସ୍ପେନ୍ ଲଢେଇ

ଚଳିତ ବିଶ୍ୱକପ୍ ତାଜ୍ ପାଇଁ ବିଶ୍ୱର ବଛା ବଛା ୧୬ଟି ଦଳ ମଧ୍ୟରେ ଖେଳାଯିବ ମୋଟ୍ ୬୪ଟି ମ୍ୟାଚ୍।

Archana Nag Case
ନୟାଗଡ଼ର କେଉଁ ନେତାଙ୍କୁ ବ୍ଲାକମେଲିଂ କରୁଥିଲେ ଅର୍ଚ୍ଚନା ନାଗ ?

ବିଦେଶକୁ ମଧ୍ୟ ଲମ୍ବିଥାଇପାରେ ଅର୍ଚ୍ଚନାର ଟଙ୍କା କାରବାର ଚେର।

ବିଶ୍ୱକପ୍‌ ହକି
ଆଖିକୁ ଝଲସାଇ ଦେଉଛି କଳିଙ୍ଗ ଷ୍ଟାଡିୟମ.... ଯୁଆଡ଼େ ଦେଖିବେ ଖାଲି ସେଲ୍‌ଫି ନେବେ

ଟିକେଟ୍ ମିଳିଥିଲେ ମ୍ୟାଚ୍ ଦେଖିବେ ଆଉ ଟିକେଟ୍ ନଥିଲେ ବି କରିହେବ ସେଲିବ୍ରେସନ୍। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ପରିସରରେ ହୋଇଛି ଓଲି ଲ୍ୟାଣ୍ଡ। ଆଖି ଝଲସାଇଲା ଭଳି ଲାଇଟ୍ ସାଙ୍ଗକୁ ମନ ମୋହିଲା ଭଳି ପରିବେଶ। ଯେଉଁ ଦିନ ମ୍ୟାଚ୍ ନଥିବା ସେଦିନ ଏଠିକି ଯେ କୌଣସି ଲୋକ...

Travel To All 7 Continents In Just Over 3 Days
୩ ଦିନରେ ପୃଥିବୀ ବୁଲି ବିଶ୍ୱ ରେକର୍ଡ କଲେ ଦୁଇ ଭାରତୀୟ

ଉଭୟେ ଆଣ୍ଟାକର୍ଟିକାରୁ ଭ୍ରମଣ ଆରମ୍ଭ କରିଥିଲେ।

Bengaluru Metro Pillar Comes Crashing Down
ଭୁଶୁଡ଼ି ପଡ଼ିଲା ନିର୍ମାଣାଧିନ କୋଠା : ପିଲର୍‌ ତଳେ ଚାପି ହୋଇ ଚାଲିଗଲା ମା’, ପୁଅଙ୍କ ଜୀବନ

ଖୁଣ୍ଟ ପଡ଼ିଯିବା ପରେ ଉଦ୍ଧାର କରିବା ପାଇଁ ଆମେ ସହାୟତା ମାଗିଥିଲୁ, କିନ୍ତୁ...

Shipping Firm Evergreen Pays 52 Months Salary
ବ୍ୟାଙ୍କ୍‌ ବାଲାନ୍ସ ଦେଖି କର୍ମଚାରୀ ଆଶ୍ଚର୍ଯ୍ୟ, ଏକାବେଳକେ ୪ ବର୍ଷର ବୋନସ୍‌ ଦେଲା କମ୍ପାନୀ

କରୋନା କାଳରେ କର୍ମଚାରୀଙ୍କ କର୍ତ୍ତବ୍ୟ ଓ ପରିଶ୍ରମ ଅତୁଳନୀୟ।

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।