ଭୁବନେଶ୍ୱର: ସାରା ରାଜ୍ୟରେ ଲାଗି ରହିଛି ଲଘୁଚାପ ଜନିତ ବର୍ଷା। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ଲାଗି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ୮ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ…
ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ୩ ହଜାର ୪୦୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୯୪୨; ଲୋକାଲ କେସ୍- ୧୪୬୩ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୫୯…
ଭୁବନେଶ୍ୱର: ଆଜି ପବିତ୍ର ଶୀତଳଷଷ୍ଠୀ। ମହାଦେବ ଓ ଦେବୀ ପାର୍ବତୀଙ୍କ ଆଜି ବିବାହ। ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଗତକାଲି ସଂଧ୍ୟାରେ ଦେବ ନିମନ୍ତ୍ରଣ କାର୍ଯ୍ୟ ଶେଷ ହୋଇଛି। ସହରର ବିଭିନ୍ନ ଶିବାଳୟରୁ ହନୁମାନ…
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଗୋଧି ମାଂସ ବିକ୍ରି ଅଭିଯୋଗ। ଝାରପଡା ରସୁଲଗଡ଼ କେନାଲ ରାସ୍ତାର ଏକ ବସ୍ତିରେ ଚଢ଼ାଉ କରି ଲକ୍ଷ୍ମୀସାଗର ଥାନା ଓ ବନ ବିଭାଗ ପକ୍ଷରୁ ୫ରୁ ଅଧିକ ଗୋଧି ଉଦ୍ଧାର କରାଯାଇଛି। ଏସବୁ ଗୋଧିର ମାଂସ ବିକ୍ରି…
ଆଗ୍ରା: ରଖେ ହରି ତ ମାରେ କିଏ। ଏ ଉକ୍ତିର ସତ୍ୟତା ପୁଣି ପ୍ରତିପାଦିତ ହୋଇଛି ଉତ୍ତର ପ୍ରଦେଶ ଆଗ୍ରାରେ। ଆଗ୍ରା ନିକଟ ଦରିୟାଇ ଗାଁରେ ଖୋଲା ପଡ଼ିଥିବା ଏକ ୧୦୦ ଫୁଟ ଗଭୀର ବୋରେଓ୍ୱଲ ଭିତରୁ ସୁରକ୍ଷିତ ଉଦ୍ଧାର ହୋଇଛି।…
ଭୁବନେଶ୍ୱର: କୁନି ପିଲାଟି ଗୁଲୁଗୁଲିଆ ସ୍ୱରରେ ସମସ୍ତଙ୍କୁ ଜଣାଉଛି ଧନ୍ୟବାଦ। ଥ୍ୟାଙ୍କ୍ ୟୁ ଏଭ୍ରି ଓ୍ୱାନ୍, ଆଇ ଲଭ୍ ୟୁ ବୋଲି ମେଡିକାଲ ବେଡ୍ରେ ବସି କହୁଛି ୩ ବର୍ଷର ଆୟାଂଶ। ସହଯୋଗର ହାତ ବଢାଇ ତା ଜୀବନ ବଞ୍ଚାଇଥିବାରୁ ସମସ୍ତଙ୍କୁ…
ଭୁବନେଶ୍ୱର: ନକଲି ଔଷଧ କାରବାରର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଟକରୁ ବିପୁଳ ନକଲି ଔଷଧ ଠାବ ପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ନକଲି କରୋନା ଔଷଧ ଫାଭିପିରାଭିର ଠାବ ପରେ ନିର୍ଦ୍ଦେଶ ଦିଆଯାଇଛି। ଫାଭିପିରାଭିର ସହ…
ସୁବର୍ଣ୍ଣପୁର: କେନ୍ଦୁପତ୍ର ଫଡ଼ିରେ ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ଜଣେ ମଧ୍ୟ ଗୁରୁତର ହୋଇଛନ୍ତି। ବୀରମହାରାଜପୁର ବ୍ଲକ ବରଡ଼ାପଟା କେନ୍ଦୁପତ୍ର ଫଡ଼ିରେ ଏହି ଅଘଟଣ ଘଟିଛି। କେନ୍ଦୁପତ୍ର ଫଡ଼ିରେ ଶ୍ରମିକମାନେ କାମ କଲା ବେଳେ ବଜ୍ରପାତ ହୋଇଥିଲା। ମୃତକଙ୍କ ମଧ୍ୟରେ…
ଭୁବନେଶ୍ୱର: ସମ୍ଭାବ୍ୟ ତୃତୀୟ ଲହରରେ ସମସ୍ତ ବର୍ଗର ଲୋକମାନେ ସଂକ୍ରମିତ ହୋଇପାରନ୍ତି। କରୋନା ଭୂତାଣୁ କେବଳ ବଡ ଲୋକମାନଙ୍କୁ ନୁହେଁ ଶିଶୁମାନଙ୍କୁ ମଧ୍ୟ ସଂକ୍ରମଣ କରିପାରେ କିନ୍ତୁ ତୃତୀୟ ଲହର ଆସିବା ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ବୋଲି…
ଭୁବନେଶ୍ୱର: ରାଜ୍ୟରେ ପ୍ରକୃତରେ କରୋନା ମୃତ୍ୟ ସଂଖ୍ୟା କେତେ? ସ୍ୱାସ୍ଥ୍ୟ ବିଭାଗର ତଥ୍ୟ କହୁଛି, ଆଜି ଯାଏଁ ୩, ୩୦୨ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ତେବେ ବିହାର ସମେତ କିଛି ରାଜ୍ୟରେ ମୃତ୍ୟୁ ସଂଖ୍ୟା ସଂଶୋଧନ ହେବାପରେ ଓଡିଶାରେ ବାସ୍ତବରେ…
ଭୁବନେଶ୍ୱର: ରାତି ପାହିଲେ ପହିଲି ରଜ। ହେଲେ ଚଳିତ ବର୍ଷ ବି କରୋନା ପାଇଁ ସରକାରଙ୍କ କଟକଣା ଜାରି ରହିଛି। ତେବେ ଭୁବନେଶ୍ୱରରେ ଓଟିଡିସି ପକ୍ଷରୁ ପାଳନ ହେବ ରଜ ଉତ୍ସବ। ପାନ୍ଥନିବାସରେ ନିରାଡ଼ମ୍ବର ଭାବେ ରଜ ପାଳିବା ପାଇଁ ସ୍ୱତନ୍ତ୍ର…
ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ଅନଲକ୍ 2.0। ଗତ ସପ୍ତାହରେ ଥିବା ଅଡ୍ ଇଭିନ ବ୍ୟବସ୍ଥାକୁ କୋହଳ କରାଯାଇଛି। ଏଣିକି ଆସନ୍ତାକାଲିଠୁ ସକାଳ ୧୦ଟାରୁ ରାତି ୮ ପର୍ଯ୍ୟନ୍ତ ସବୁ ଦୋକାନ ଖୋଲା…
ଭୁବନେଶ୍ୱର: ଦେହରେ ଲାଗି ଯାଉଛି ଚାମଚ, କଣ୍ଟା ଇତ୍ୟାଦି ଲୁହା ତିଆରି ସାମଗ୍ରୀ। ଦେହରେ ଚୁମ୍ବକ ଥିବା ପରେ ସେହି ସବୁ ସାମଗ୍ରୀ ପୁରା ଲାଖି ଯାଉଥିବାର ଅନେକ ଲୋକେ ଦାବି କରିଛନ୍ତି। ଏହାର ଭିଜୁଆଲ୍ ବି ଭାଇରାଲ ହେଉଛି। ରାଜ୍ୟର…
ଭୁବନେଶ୍ୱର: ଦେଶରେ ସଂକ୍ରମଣ କମୁଥିଲେ ବି ମୃତ୍ୟୁ ସଂଖ୍ୟା ବଢିବା ସଂପର୍କରେ ବରିଷ୍ଠ ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ମୃତ୍ୟୁ ସଂଖ୍ୟାର ପୁଣି ଅଡ଼ିଟ କରାଯାଉଛି। ଘରେ କିମ୍ବା ଘରୋଇ ମେଡିକାଲରେ ହୋଇଥିବା କୋଭିଡ୍ ରୋଗୀଙ୍କ ମୃତ୍ଯୁକୁ ଆଉଥରେ ଅଡିଟ୍ କରାଯାଉଛି। ଏଥିପାଇଁ…
ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ବାତିଲ। CBSE/ ICSE ପରେ ରାଜ୍ୟ ବୋର୍ଡ ବାତିଲ ନେଇ ନିଷ୍ପତ୍ତି ନେଲେ ରାଜ୍ୟ ସରକାର। କରୋନା ସଂକ୍ରମଣ ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ଏହାସହ…
ଭୁବନେଶ୍ୱର: ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ଦୂରଦର୍ଶନ ଜରିଆରେ ହେବ। ଶିକ୍ଷାଦାନ ଆସନ୍ତା ୧୭ରୁ ୨୨ ତାରିଖ ଯାଏଁ ଯୁକ୍ତ ଦୁଇ ପିଲାଙ୍କ ଲାଗି ଅନଲାଇନରେ ଏହି ଶିକ୍ଷାଦାନ କରିବାକୁ ନିଷ୍ପତ୍ତି ନେଇଛି ଉଚ୍ଚଶିକ୍ଷା ବିଭାଗ। କେବଳ ଫିଜିକ୍ସ ଓ କେମେଷ୍ଟ୍ରି ବିଷୟରେ…
କଟକ: କଟକରୁ ବିପୁଳ ପରିମାଣର ନକଲି କରୋନା ଔଷଧ ଜବତ ପରେ ରାଜ୍ୟବ୍ୟାପୀ ଡୁପ୍ଲିକେଟ୍ ମେଡିସିନ୍ ବିରୋଧୀ ଡ୍ରାଇଭ୍ ଆରମ୍ଭ କରିଛି ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ। ଔଷଧ ନାଁରେ ଏଭଳି ବିଷ ବିକୁଥିବା ଦୋକାନ ଓ ଗୋଦାମ୍ ଉପରେ ଆଜି…
ଭୁବନେଶ୍ୱର: କରୋନା କହର ସତ୍ତ୍ୱେ ଏବର୍ଷ ହୋଇପାରେ ୟୁଜି-ପିଜି ପରୀକ୍ଷା। ଏ ଦୁଇଟି ଯାକ ପରୀକ୍ଷା ପ୍ରାୟତଃ ଅନୁଷ୍ଠିତ କରାଯିବା ନେଇ ମନସ୍ଥ ହୋଇଥିବା ସୂଚନା ଦେଇଛନ୍ତି ଖୋଦ୍ ଉଚ୍ଚଶିକ୍ଷା ମନ୍ତ୍ରୀ। ତେବେ ଆସନ୍ତା ୧୮ ତାରିଖରେ ଏନେଇ ଚୂଡାନ୍ତ ନିଷ୍ପତ୍ତି…
ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ। ଲଗାତାର ଖସିଚାଲିଛି ଟେଷ୍ଟ ପଜିଟିଭିଟି ରେଟ୍। ତେଣୁ ଜୀବିକାକୁ ଗୁରୁତ୍ୱ ଦେଇ ଧିରେ ଧିରେ ଅନଲକ୍ ପ୍ରକ୍ରିୟାକୁ ଯିବ ରାଜ୍ୟ। ବଡ଼ ପ୍ରଶ୍ନ ରାଜ୍ୟରେ କଣ ରହିବ ଅନଲକ୍ ପ୍ରକ୍ରିୟାର ରୂପରେଖ। କେଉଁ କେଉଁ…