• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

corona-cure
ରାଜ୍ୟରେ ସୁସ୍ଥ ହେଲେ ଆଉ ୧୦,୨୪୨ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଜି ସୁସ୍ଥ ହେଲେ ୧୦ ହଜାର ୨୪୨ ଆକ୍ରାନ୍ତ। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସୁସ୍ଥ ସଂଖ୍ୟା ୫ ଲକ୍ଷ ୩୬ ହଜାର ୫୯୫କୁ ବୃଦ୍ଧି ପାଇଛି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ…

Odisha
ସରକାରୀ ଓ ଘରୋଇ ଅଫିସ ପାଇଁ ଆସିଲା ଗାଇଡଲାଇନ

ଭୁବନେଶ୍ଵର: ୧୦ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ । ଅଫିସ କାର୍ଯ୍ୟ ପାଇଁ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ କାଲିଠୁ ଆରମ୍ଭ ହେବାକୁ ଯାଉଛି ଲକଡାଉନ୍ ୨.୦ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର…

luv
'ଓଡ଼ିଶାରେ ସଂକ୍ରମଣ କମିନଥିଲେ ବି ପଜିଟିଭିଟି ହ୍ରାସ ପାଉଛି'

ନୂଆଦିଲ୍ଲୀ: ଓଡ଼ିଶାରେ ସଂକ୍ରମଣ କମିନଥିଲେ ବି ପଜିଟିଭିଟି ହ୍ରାସ ପାଉଛି। କରୋନା ସ୍ଥିତି ନେଇ କେନ୍ଦ୍ର ସ୍ବାସ୍ଥ୍ୟ ଯୁଗ୍ମ ସଚିବ ଲବ ଅଗ୍ରଓ୍ବାଲଙ୍କ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ- ଓଡ଼ିଶାରେ ପଜିଟିଭିଟି ହାର ଏବେ ୨୩%କୁ ଖସିଛି। ଲାକ୍ଷାଦ୍ୱୀପରେ ସର୍ବାଧିକ…

E1mrFS2VgAMAvWu
ଶିବସୁନ୍ଦର ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟିଂ କୋଚ୍

ଭୁବନେଶ୍ଵର: ଓଡ଼ିଆ କ୍ରିକେଟର ଶିବସୁନ୍ଦର ଦାସଙ୍କୁ ମିଳିଲା BCCIର ନୂଆ ଦାୟିତ୍ୱ । ଶିବସୁନ୍ଦର ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟିଂ କୋଚ୍ ଭାବେ ନିଯୁକ୍ତି ପାଇଛନ୍ତି। ଆଗାମୀ ଇଂଲଣ୍ଡ ଟୁର୍ ପାଇଁ  ଶିବସୁନ୍ଦର ଦାସଙ୍କୁ ଭାରତୀୟ ମହିଳା କ୍ରିକେଟ୍ ଟିମର…

BeFunky-collage
ଅଭିନେତା ସୋନୁ ସୁଦ ଏବଂ ଗଞ୍ଜାମ ଜିଲ୍ଲାପାଳଙ୍କ ମଧ୍ୟରେ ଟୁଇଟର ଯୁଦ୍ଧ

ବ୍ରହ୍ମପୁର: କୋଭିଡ ରୋଗୀଙ୍କ ପାଇଁ ବେଡ ବ୍ୟବସ୍ଥାକୁ ନେଇ ବଲିଉଡ ଅଭିନେତା ସୋନୁ ସୁଦ ଏବଂ ଗଞ୍ଜାମ ଜିଲ୍ଲାପାଳଙ୍କ ମଧ୍ୟରେ ଟୁଇଟର ୱାର। ଗଞ୍ଜାମ ଜିଲ୍ଲାରେ ଜଣେ କୋଭିଡ ରୋଗୀଙ୍କ ପାଇଁ ସୋନୁ ସୁଦ ବେଡ୍ ସୁବିଧା କରିଥିବା ଟୁଇଟକୁ ନେଇ ମୁହାଁମୁହିଁ।…

cure2
ଦିନକରେ ଆରୋଗ୍ୟଙ୍କ ସଂଖ୍ୟା ୧୧ ହଜାର ଟପିଲା

ଭୁବନେଶ୍ଵର: ରାଜ୍ୟରେ ଆଜି ସୁସ୍ଥ ହେଲେ ୧୧ ହଜାର ୮୨୧ ଆକ୍ରାନ୍ତ। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସୁସ୍ଥ ସଂଖ୍ୟା ୫ ଲକ୍ଷ ୨୬ ହଜାର ୩୫୩କୁ ବୃଦ୍ଧି ପାଇଛି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ…

Dongria-Kondh-Niyamgiri-Hills
ନିୟମ ରାଜା ଉପରେ ବିଶ୍ଵାସ: କୋଭିଡ୍ ଟେଷ୍ଟିଂକୁ କଲେ ବିରୋଧ

ରାୟଗଡ଼ା: ଆମେ ନିୟମ ରଜାଙ୍କୁ ପୂଜା କରୁଛୁ । ଆମର କିଛି ହେବ ନାହିଁ । କିଛି ଏମିତି ଢଙ୍ଗରେ କହି କରୋନା ଟେଷ୍ଟିଂକୁ ବିରୋଧ କରିଛନ୍ତି କନ୍ଧ ସମାଜର ଲୋକେ । ଏହା ତ ହେବା ସ୍ୱାଭାବିକ, କାହିଁକିନା କରୋନା…

similipal
ଶିମିଳିପାଳ ବଫର ଇଲାକାର ବିଭିନ୍ନ ଗାଁକୁ ଛୁଇଁଲା ମହାମାରୀ

ବାରିପଦା (ମାନିକ୍ ଲାଲ୍ ପାଣି): ଶିମିଳିପାଳ ବଫର ଇଲାକାର ବିଭିନ୍ନ ଗାଁକୁ ଛୁଇଁଲା କରୋନା। ପ୍ରଥମ ଲହରରେ ଛୁଇଁ ପାରିନଥିବା ବେଳେ ଦ୍ଵିତୀୟ ଲହରରେ ଅନେକ ଖଡିଆ ଆଦିମ ଜନଜାତିର ଲୋକ ଆକ୍ରାନ୍ତ ହୋଇଛନ୍ତି । ଗାଁ ଗାଁ ରେ ବୁଲୁଛି…

covid-cure
ପୁଣି କରୋନା ଆରୋଗ୍ୟରେ ରେକର୍ଡ : ରାଜ୍ୟରେ ସୁସ୍ଥ ସଂଖ୍ୟା ୧୨ ହଜାର ଟପିଲା

ଭୁବନେଶ୍ୱର: ପୁଣି କରୋନା ଆରୋଗ୍ୟରେ ରେକର୍ଡ l କରୋନା ଆରୋଗ୍ୟରେ ୧୨ ହଜାର ଟପିଲା l ଆଜି ୧୨୦୭୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ୫୧୪୫୩୨ କରୋନା ଆକ୍ରାନ୍ତ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ…

183509349_931140121056638_8731273384502048061_n
ବୃଦ୍ଧାଙ୍କ ମୃତ୍ୟୁ ପରେ ଶେଷକୃତ୍ୟ କରିବାକୁ ମିଳିଲାନି ଚାରିକାନ୍ଧ

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ବୃଦ୍ଧାଙ୍କ ମୃତ୍ୟୁପରେ ଶେଷକୃତ୍ୟ କରିବାକୁ ମିଳିଲାନି ଚାରିକାନ୍ଧ  । ସାହି ପଡ଼ିଶା କେହି ଶବକୁ ନ ଛୁଇଁବାରୁ ପାଞ୍ଚ ଘଣ୍ଟା ଧରି ଘରେ ମୃତଦେହ ପଡିରହିବା ପରେ ମୁଜାଗଡ଼ ସରପଞ୍ଚ ଓ ତାଙ୍କ ସହଯୋଗୀମାନେ ମିଶି କଲେ…

deadbody
ମୃତ ମଣିଷର ଦରପୋଡ଼ା ଶରୀରକୁ ଝୁଣି ଝୁଣି ଖାଉଛି କୁକୁର !

ବଲାଙ୍ଗିର: ଏଣେ ତେଣେ ପଡ଼ି ରହିଛି ମୃତଦେହର ଅବଶେଷ। କିଛି ଦରପୋଡ଼ା ହୋଇ ପଡ଼ିଛି। ତପୁଣି କିଛିକୁ ଝୁଣି ଖାଉଛନ୍ତି କୁକୁର। ଏଦୃଶ୍ୟ ଯେତେ ହୃଦୟ ବିଦାରକ ସେତେ ଅମାନବୀୟ। ଏହେଉଛି ବଲାଙ୍ଗିର ବିଜାଖମନ ନିକଟ ଶ୍ମଶାନର ଚିତ୍ର। ଓଟିଭିରେ ଖବର…

sameer
ଗତବର୍ଷ ଟିଏମସିରେ ବ୍ୟବହୃତ ସାମଗ୍ରୀ ଗଲା କୁଆଡେ: ବିଜେପି

ଭୁବନେଶ୍ୱର: କରୋନାର ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହରରେ ଦେଖାଦେଇଛି ଅଧିକ ପରିଚାଳନାଗତ ତ୍ରୁଟି। ରାଜ୍ୟ ସରକାର ଭୁବନେଶ୍ୱରକୁ ସାରା ଓଡ଼ିଶା ବୋଲି ଭାବୁଛନ୍ତି। ସେପଟେ ଜିଲ୍ଲା ସ୍ତରରେ ସ୍ଵାସ୍ଥ୍ୟ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯସ୍ତ ବୋଲି କହିଛନ୍ତି ବିରୋଧୀ ଦଳ ଉପନେତା…

medicine
ମାତିଛନ୍ତି ଅସାଧୁ ବ୍ୟକ୍ତି ଏବଂ ମୁନାଫାଖୋର୍ ବ୍ୟବସାୟୀ: କରୋନାର ସଙ୍କଟ ଭିତରେ ଚାଲିଛି କଳାବଜାରୀ

ଭୁବନେଶ୍ଵର: ମହାମାରୀର ମଉକା ଦେଖି ମାତିଛନ୍ତି ମୁନାଫାଖୋର୍।  କରୋନା କଷ୍ଟବେଳେ ଚଳାଇଛନ୍ତି ବେଧଡ଼କ କଳାବଜାରୀ। ଅକ୍ସିଜେନ୍ ସିଲିଣ୍ଡରଠୁ ଆମ୍ବୁଲାନ୍ସ ଯାଏଁ, ସେବା ନାଁରେ ଚଳାଇଛନ୍ତି ଶୋଷଣର ଗୋଲକଧନ୍ଧା। ଭୁବନେଶ୍ୱର ପ୍ରଶାନ୍ତି ବିହାରର ରତିକାନ୍ତ ନାୟକ। କମ୍ ବେତନ ପାଉଥିବା ଏକ ଛୋଟମୋଟ ଘରୋଇ…

mask
ଦିନକରେ ସୁସ୍ଥ ହେଲେ ୧୦୭୮୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଦିନକରେ ସୁସ୍ଥ ହେଲେ ୧୦୭୮୧ କରୋନା ଆକ୍ରାନ୍ତ। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୫୦୨୪୫୫କୁ ବୃଦ୍ଧି ହୋଇଛି। ଏନେଇ ଟ୍ୱିଟ୍‌ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଆରୋଗ୍ୟଙ୍କ ଭିତରୁ ଖୋର୍ଦ୍ଧାରୁ ସର୍ବାଧିକ ଅଛନ୍ତି।…

ratha
ମହାପ୍ରଭୁ ଜଗନ୍ନାଥଙ୍କର ପବିତ୍ର ରଥଯାତ୍ରା ପାଇଁ ରଥ ନିର୍ମାଣ ଆରମ୍ଭ

ପୁରୀ: ଶ୍ରୀକ୍ଷେତ୍ରରେ ଆଜିଠୁ ଆରମ୍ଭ ହୋଇଛି ଚନ୍ଦନ ଯାତ୍ରା। ଚଳିତ ବର୍ଷ କରୋନା ପାଇଁ କଟକଣା ଭିତରେ ହେବ ଚନ୍ଦନ ଯାତ୍ରା। ଆଜିଠୁ ଚନ୍ଦନ ଯାତ୍ରା ଆରମ୍ଭ ହେଉଥିବା ବେଳେ ପୁରୀ ପୋଲିସ ଏଥିଲାଗି କଡ଼ା ପଦକ୍ଷେପ ନେଇଛି। ୧୪୪ ଧାରା…

deadbody
ଆଗ ପଛ ହୋଇ ଚାଲିଗଲେ ମା, ଝିଅ: କରୋନା ସନ୍ଦେହରେ ଶବ ସତ୍କାର କଲେନି ଗାଁ ଲୋକେ

ଆସିକା (ମନୋଜ ମୁନୀ): ମହାମାରୀର ଭୟ ଏତେ ଯେ, ଶବ ଦେଖିଲେ ନିଜ ସମ୍ପର୍କୀୟ ବି ୨ କୋଷ ଦୂରକୁ ଘୁଞ୍ଚିଯାଉଛନ୍ତି । କରୋନା ସନ୍ଦେହରେ ଗାଁ ଲୋକେ ମା ଓ ଝିଅଙ୍କ କଲେନି ଶବସତ୍କାର । ଏପରିକି ମୃତଦେହ ଉଠାଇବାକୁ…

dgp
ମାଓବାଦୀ କରୋନା ସଂକ୍ରମିତ ହୋଇଥିଲେ ଆତ୍ମସମର୍ପଣ କରନ୍ତୁ: ଡିଜିପି

କଳାହାଣ୍ଡି : ମାଓ ଦମନ ନେଇ ଡିଜିପିଙ୍କ ସମୀକ୍ଷା ବୈଠକ। ବିଏସ୍ଏଫ୍ କ୍ୟାମ୍ପରେ ସମୀକ୍ଷା ବେଳେ ସମାଜର ମୁଖ୍ୟ ସ୍ରୋତକୁ ଫେରି ଆସିବା ଲାଗି ମାଓବାଦୀଙ୍କୁ ଆହ୍ବାନ ଦେଇଛନ୍ତି ଡିଜିପି। ଯଦି କେହି ମାଓବାଦୀ କରୋନା ସଂକ୍ରମିତ, ତା ହେଲେ ଆତ୍ମସମର୍ପଣ…

wear mask
୪ ଗୁଣା ଅଧିକ ସତର୍କ ହୁଅ, ଘରେ ରହିଲେ ବି ମାସ୍କ ପିନ୍ଧ: ତ୍ରେହାନ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଯୋଗୁଁ ସ୍ଥିତି ସଂଗୀନ ହେଉଥିବାବେଳେ ସୁରକ୍ଷିତ ରହିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି। ଘରେ ରହିଲେ ବି ମାସ୍କ ପିନ୍ଧିବାକୁ ସେ ପରାମର୍ଶ ଦେଇଛନ୍ତି। ମେଦାନ୍ତ ହସ୍ପିଟାଲର ଅଧ୍ୟକ୍ଷ ଡାକ୍ତର ନରେଶ ତ୍ରେହାନ କହିଛନ୍ତି ଯେ,…

mask
ଦିନକରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

ଭୁବନେଶ୍ୱର: ଦିନକରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ  ସୁସ୍ଥ ହେଲେ। ସୁସ୍ଥ ହୋଇଛନ୍ତି ୯୩୨୯ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ରଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା  ୪୯୧୬୭୪କୁ ବୃଦ୍ଧି ପାଇଛି । ଏନେଇ ଟ୍ୱିଟ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ…

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।