ଭୁବନେଶ୍ୱର: ରଖେ ହରି ମାରେ କିଏ ! କରୋନା ସହ ସଂଗ୍ରାମ କରି ଜିତିଲା ନବଜାତ ଶିଶୁ । ଜନ୍ମ ହେଉ ହେଉ ମହାମାରୀ ଅପଶକ୍ତି ତାକୁ ସତେ ଯେପରି ମାଡିବସିଲ।। କିନ୍ତୁ ଯେଉଁ ମହାମାରୀ ପାଇଁ ଆଜି ସାରା ଦେଶରେ…
ପୁରୀ: ଚନ୍ଦନ ଯାତ୍ରା ପାଇଁ ପୁରୀ ପୋଲିସର କଡା ପଦକ୍ଷେପ। ୨୧ ଦିନ ବ୍ୟାପୀ ନରେନ୍ଦ୍ର ପୁଷ୍କରିଣୀ ଚାରିପାଖ ଓ ଶ୍ରୀମନ୍ଦିର ସମ୍ମୁଖ ଭାଗରେ ଜାରି ହେବ ୧୪୪ ଧାରା। କୌଣସି ପରିସ୍ଥିତିରେ ଏସ୍ଓପିକୁ ଉଲ୍ଲଂଘନ ହେବାକୁ ଦିଆଯିବ ନାହିଁ। ଏ…
ଭୁବନେଶ୍ଵର: ବ୍ୟବଧାନ ଅବଧି ବଢ଼ିବା ପରେ କୋଭିସିଲ୍ଡ ପାଇଁ ସାନି ଗାଇଡଲାଇନ ଜାରି ହୋଇଛି। ଏନେଇ ସବୁ ଜିଲ୍ଲାପାଳ, CDMOଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ଜାରି କରାଯାଇଛି। ପ୍ରଥମ ଡୋଜ୍ ନେବା ଅନୂନ୍ୟ ୮୪ ଦିନ ହୋଇନଥିଲେ ୨ୟ ଡୋଜ୍…
ନୂଆଦିଲ୍ଲୀ: ଭାରତ ସାହସ ହରାଇବା ଭଳି ଦେଶ ନୁହେଁ। ଭାରତୀୟମାନେ ମଧ୍ୟ କେବେ ବି ନିଜର ସାହସ ହରାଇନାହାନ୍ତି। ଆମେ କରୋନା ବିରୋଧରେ ଲଢିବା ଏବଂ ଜିତିବା। ଆଜି ଚାଷୀଙ୍କୁ ସମ୍ବୋଧନ ବେଳେ ଏଭଳି ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।…
ୱାଶିଂଟନ: ଆମେରିକାରେ ଧିରେ ଧିରେ ନିୟନ୍ତ୍ରଣକୁ ଆସୁଛି କରୋନା ସଂକ୍ରମଣ। ଶୀର୍ଷରେ ଥିବା ବେଳେ ଦୈନିକ ୧ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିଲେ ମାତ୍ର ଏବେ ସଂଖ୍ୟା ୪୦ ହଜାରକୁ ଖସି ଆସିଛି। ଜୋରଦାର ଟିକାକରଣ ସାଙ୍ଗକୁ କରୋନା ନିୟମର…
ପୁଣେ: ମହାରାଷ୍ଟ୍ର ପୁଣେ ସହରରେ ନିଆରା ଜୁଗାଡ୍ ଆମ୍ବୁଲାନ୍ସ ସେବା। କିଛି ଚାଳକ ନିଜ ଅଟୋରେ କରୋନା ରୋଗୀଙ୍କ ପାଇଁ ଆମ୍ବୁଲାନ୍ସର ବ୍ୟବସ୍ଥା କରିଛନ୍ତି। ବର୍ତ୍ତମାନ କରୋନା ସଂକ୍ରମଣ ବଢି ଚାଲିଥିବାବେଳେ ମହାରାଷ୍ଟ୍ରର ସ୍ଥିତି ସଂଗିନ ରହିଛି। ଏଭଳି ସ୍ଥିତିରେ ଅନେକ…
ବାରିପଦା: ଚିକିତ୍ସାଧୀନ କରୋନା ରୋଗୀଙ୍କ ମିଳୁନି ପତ୍ତା । ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା ଦୌଡି ନୟାନ୍ତ ହେଲେଣି ପରିବାର ଲୋକେ କିନ୍ତୁ ରୋଗୀଙ୍କୁ ଖୋଜି ପାଉନାହାନ୍ତି । ଶେଷରେ ନିରୁପାୟ ହୋଇ ଥାନାର ଆଶ୍ରୟ ନେଇଛନ୍ତି ପରିବାର ଲୋକ ।…
ନୂଆଦିଲ୍ଲୀ: କୋଭିସିଲ୍ଡ ଟିକାର ଦୁଇଟି ଡୋଜ୍ ମଧ୍ୟରେ ବ୍ୟବଧାନ ବୃଦ୍ଧି ପାଇଁ ସୁପାରିଶ କରିଛି ନ୍ୟାସନାଲ ଇମ୍ୟୁନିଜେନସ ଟେକ୍ନିକାଲ ଆଡଭାଇଜରି ଗ୍ରୁପ, NITAG। କୋଭିସିଲ୍ଡ ଟିକା ନେବାର ପ୍ରଥମ ଡୋଜର ୧୨ ସପ୍ତାହ ପରେ ଓ ୧୬ ସପ୍ତାହ ପୂର୍ବରୁ ଦ୍ୱିତୀୟ…
୫ ଦିନ ହେଲା ହରିୟାଣାର ସୋନିପତରେ ପଡ଼ି ରହିଛି ଓଡିଆ ଯୁବକଙ୍କ ମୃତଦେହ। ନା ଓଡ଼ିଶା ଅଣାଯାଇ ପାରୁଛି ନା ସେଠାକୁ ପରିବାର ଲୋକ ଯାଇପାରୁଛନ୍ତି। ଏତେ ଦିନ ହେଲାଣି ଫ୍ରିଜରରେ ରହିଛି ମୃତଦେହ। ପରିବାର ଲୋକଙ୍କ ଦ୍ୱାରା ଚିହ୍ନଟ ହୋଇପାରିନଥିବାରୁ…
ନୂଆଦିଲ୍ଲୀ: ଘୁଞ୍ଚିଲା ସିଭିଲ୍ ସର୍ଭିସ (ପ୍ରିଲିମିନାରୀ) ପରୀକ୍ଷା। ଜୁନ୍ ୨୭ରେ ହେବାକୁ ଥିବା ଏହି ପରୀକ୍ଷା ଅକ୍ଟୋବର ୧୦କୁ ଘୁଞ୍ଚିଲା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି UPSC ନିଷ୍ପତ୍ତି ନେଇଛି। ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି। ଏହି ସମୟରେ…
ଭୁବନେଶ୍ୱର: ଦିନକରେ ସୁସ୍ଥ ହେଲେ ୮୫୪୭ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ରଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୪୭୩୬୮୦କୁ ବୃଦ୍ଧି ପାଇଛି । ଏନେଇ ଟ୍ୱିଟ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଖୋର୍ଦ୍ଧା…
ଭଦ୍ରକ: ବିବାହ ସମୟରେ ଗଣ୍ଡଗୋଳ ଘଟି ୪ ଜଣ ଗୁରୁତର । ପୂର୍ବ ଶତ୍ରୁତା ଓ କୋଭିଡ୍ ଗାଇଡଲାଇନକୁ କେନ୍ଦ୍ର କରି ଗୋଟିଏ ପରିବାରର ୪ ଜଣଙ୍କୁ ମରଣାନ୍ତକ ଆକ୍ରମଣ । ଏହି ଘଟଣା ଘଟିଛି ଧୁଷୁରୀ ଥାନା ଅଧିନ ନିଧିବିନ୍ଧା…
ବିରାଟକାୟ ବେଙ୍ଗକୁ ଦେଖି ଡରିଗଲେ ଗାଁ ଲୋକୋ ବେଙ୍ଗ ଯୁଆଡେ ବି ଯାଉଥିଲା, ଭୟରେ ଗାଁ ଲୋକ କିଛି ଦୂର ପଳାଉଥିଲେ, ଆଉ ଶେଷରେ ଧରିଲେ । ସୋଲମନ ଦ୍ୱୀପପୁଞ୍ଜରେ ବିରଳ ପ୍ରଜାତିର ବେଙ୍ଗକୁ ଉଦ୍ଧାର କରାଯାଇଛି । ମଣିଷ ଛୁଆର…
ନୂଆଦିଲ୍ଲୀ: କୋଭିଶିଲଡ ଟିକାର ଦ୍ୱିତୀୟ ଡୋଜ ନେବାପାଇଁ ସମୟ ବ୍ୟବଧାନରେ ପରିବର୍ତ୍ତନ। ପୂର୍ବରୁ ପ୍ରଥମ ଡୋଜ ଟିକା ନେବାର ୪ ସପ୍ତାହ ଅର୍ଥାତ ୨୮ ଦିନ ପରେ ଦ୍ୱିତୀୟ ଡୋଜ ନେବାକୁ ଧାର୍ଯ ହୋଇଥିଲା। ଏବେ ଦ୍ୱିତୀୟ ଡୋଜ ପାଇଁ ସମୟ…
ନୂଆଦିଲ୍ଲୀ: ଆଜି ଅନ୍ତର୍ଜାତୀୟ ସେବିକା ଦିବସ ବା ନର୍ସେସ ଡେ। ପ୍ରତିବର୍ଷ ଆଜିର ଦିନକୁ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ନର୍ସମାନଙ୍କ ଅବଦାନକୁ ସମ୍ମାନ ଜଣାଇ ଏହି ଦିବସ ପାଳନ କରାଯାଉଛି। ବ୍ରିିଟେନ୍ ଜନ୍ମିତ ବିଶ୍ୱ ପ୍ରସିଦ୍ଧ ନର୍ସ, ସମାଜ ସଂସ୍କାରକ ଫ୍ଲୋରେନ୍ସ…
ଭୁବନେଶ୍ୱର: ଦିନକରେ ସୁସ୍ଥ ହେଲେ ୭୫୬୪ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ରଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୪ ଲକ୍ଷ ୬୫ ହଜାର ୧୩୩କୁ ବୃଦ୍ଧି ପାଇଛି । ଏନେଇ ଟ୍ୱିଟ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…
ଜମ୍ମୁ: ଏନକାଉଣ୍ଟରରେ ୩ ଆତଙ୍କବାଦୀ ମୃତ। ଜାମ୍ମୁ ଓ କାଶ୍ମୀର ଅନନ୍ତନାଗ କୋକେରନାଗ ଅଞ୍ଚଳରେ ହୋଇଛି ଏନକାଉଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। କୋକେରନାଗ ଭାଏଲୋ ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ସୂଚନା ମିଳିବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆରମ୍ଭ…
ଭୁବନେଶ୍ଵର: କୋଭିଡ୍ ଟିକା ଆସିବା ପରେ କରୋନା ଚାଲିଗଲା ବୋଲି ଯେଉଁ ଧାରଣା ସୃଷ୍ଟି ହୋଇଥିଲା, ତାହାକୁ ଭୁଲ ପ୍ରମାଣିତ କରିଦେଲା ମହାମାରୀର ଦ୍ୱିତୀୟ ଲହର । କରୋନା ଟିକା ଯଦି ସଂଜିବନୀ ହୁଏ, ତେବେ କରୋନାରୁ ବର୍ତ୍ତିବା ପାଇଁ ମାସ୍କ…
ମୁମ୍ବାଇ: କରୋନା ସଂକ୍ରମଣ ବେଳେ ବ୍ଲାକ୍ ଫଙ୍ଗସ୍ ଚିନ୍ତା ବଢ଼ାଇଥିବା ବେଳେ ମହାରାଷ୍ଟ୍ର ସରକାର ଏ ନେଇ ବଡ଼ ଘୋଷଣା କରିଛନ୍ତି। ବ୍ଲାକ୍ ଫଙ୍ଗସ ସଂକ୍ରମିତଙ୍କୁ ମାଗଣା ଚିକିତ୍ସା ପାଇଁ ଘୋଷଣା କରିଛନ୍ତି ମହାରାଷ୍ଟ୍ର ସରକାର। ରାଜ୍ୟ ମେଡିକାଲ ଇଂସୁରାନ୍ସ ସ୍କିମ୍…