• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

murder
ରାଜଧାନୀ ରାଜରାସ୍ତାରେ ଯୁବକଙ୍କୁ ପଥରରେ ଛେଚି ହତ୍ୟା

ଭୁବନେଶ୍ୱର: ରାଜଧାନୀ ରାଜରାସ୍ତାରେ ଯୁବକଙ୍କୁ ପଥରରେ ଛେଚି ହତ୍ୟା। ରାଜମହଲ-ଶିଶୁଭବନ ରାସ୍ତାରେ ପଥରରେ ଛେଚି ଜଣେ ଯୁବକଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଛି। ପ୍ରଥମେ ବଚସାରୁ ଯୁବକଙ୍କୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ମୃତ ଯୁବକଙ୍କ ପରିଚୟ ଅସ୍ପଷ୍ଟ ରହିଛି। କ୍ୟାପିଟାଲ…

elephant-in-marriage
ବିବାହ ସମାରୋହରେ ହାତୀ ଆତଙ୍କ, କ୍ଷଣିକ ଭିତରେ ଛାରଖାର

ଲକ୍ଷ୍ନୌ: ବିବାହରେ ଖୁସି ମନାଇବା ପାଇଁ କିଏ କେତେ ଆୟୋଜନ କରିଥାଏ। ଇଭେଣ୍ଟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥାଏ। ସେମିତି ବହୁ ଆଡ଼ମ୍ବରରେ ବାହାଘର ଚାଲୁଥିଲା। ବର ଆସିବାକୁ ଅପେକ୍ଷା କରିଥାନ୍ତି କନ୍ୟା ଘର ଲୋକେ। କିନ୍ତୁ ବର ଆସିଲା…

covaxin
ଆମେରିକାର ନିଷ୍ପତ୍ତିର କୌଣସି ପ୍ରଭାବ ଆମ ଉପରେ ପଡ଼ିବ ନାହିଁ: ଭିକେ ପଲ୍

ନୂଆଦିଲ୍ଲୀ: କରୋନା ଟିକା କୋଭାକ୍ସିନର ଜରୁରୀ ବ୍ୟବହାର ପାଇଁ ଆମେରିକା ମନା କରି ଦେବା ପରେ ନୀତି ଆୟୋଗ ସଦସ୍ୟ ଭିକେ ପଲ୍ କହିଛନ୍ତି, ଆମେରିକାର ନିଷ୍ପତ୍ତିର କୌଣସି ପ୍ରଭାବ ଆମ ଉପରେ ପଡ଼ିବ ନାହିଁ। ଆମ ଦେଶରେ କୋଭାକ୍ସିନର ବ୍ୟବହାର…

old-man
ଜଙ୍ଗଲରୁ ଉଦ୍ଧାର ବୃଦ୍ଧାଙ୍କୁ ସହାୟତା ଯୋଗାଇ ଦେବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଭଞ୍ଜନଗର ବାଇପାସ୍‌ର ଏକ ନିର୍ଜନ ସ୍ଥାନରୁ ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର ଘଟଣା ଗଣମାଧ୍ୟମରେ ଖବର ପ୍ରକାଶ ପରେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ବୃଦ୍ଧାଙ୍କୁ ତୁରନ୍ତ ସହାୟତା ପାଇଁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର…

mukul
ବିଜେପି ଛାଡ଼ି ପୁଣି ଥରେ ଟିଏମ୍‌ସିକୁ ଫେରିଲେ ମୁକୁଲ ରୟ

କୋଲକାତା: ପଶ୍ଚିମବଙ୍ଗର ହେଭିୱେଟ୍ ନେତା ମୁକୁଲ ରୟଙ୍କ ଘର୍ ଓ୍ୱାପ୍ସି। ବିଜେପି ଛାଡ଼ି ସେ ପୁଣି ଥରେ ତୃଣମୂଳ କଂଗ୍ରେସକୁ ଫେରିଛନ୍ତି। ମୁକୁଲଙ୍କ ସହ ତାଙ୍କ ପୁଅ ଶୁଭ୍ରାଂଶୁ ରୟ ମଧ୍ୟ ଆଜି ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଟିଏମସିକୁ ଫେରିଛନ୍ତି। କୋଲାକାତା…

odisha-unlock
ସଂକ୍ରମଣ କମ୍‌ ଥିବା ଜିଲ୍ଲାରେ ଫିଟିବ ତାଲା !

ଭୁବନେଶ୍ୱର: ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍। କମୁଛି ଦୈନିକ ସଂକ୍ରମଣ, ଲଗାତର ଖସିଚାଲିଛି ପଜିଟିଭିଟି ରେଟ୍। ନଜର ପକାନ୍ତୁ ରାଜ୍ୟରେ ଗଲା ୫ ଦିନର ଟେଷ୍ଟ ପଜିଟିଭ୍ ରେଟ୍ ଉପରେ। ୭ ତାରିଖରେ-୯.୧, ୮ରେ-୮.୫୫, ୯ରେ-୮.୭୫, ୧୦ରେ-୮.୭୫ ଆଉ ଆଜି-୭.୯୮ ପ୍ରତିଶତ।…

gold
ସୁନା ଦର ବଢିଲା, ରୂପା ବି ହେଲା ମହଙ୍ଗା

ନୂଆଦିଲ୍ଲୀ: ମହଙ୍ଗା ହେଲା ସୁନା ଦର। ସପ୍ତାହ ଆରମ୍ଭରୁ ସୁନା ଓ ରୂପା ଦରରେ ବୃଦ୍ଧି ଦେଖିବାକୁ ମିଳିଛି। ଆଜି ଟ୍ରେଡିଂ ଆରମ୍ଭରୁ ସୁନା ଓ ରୂପା ଦରରେ ବୃଦ୍ଧି ଦେଖିବାକୁ ମିଳିଥିଲା। ସୁନା ଦର ୧୦ ଗ୍ରାମକୁ ୪୪୧ ଟଙ୍କା…

pradeep-panigrahi
ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଉ ଏକ ମାମଲାରେ ଜାମିନ। ଗୋଳନ୍ଥରା ଥାନା ମାମଲାରେ ଓଡ଼ିଶା ହାଇକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ନିମ୍ନ କୋର୍ଟରେ ୨ ଲକ୍ଷ ଟଙ୍କା ଜମା କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ୨…

women-risj
ହେଭି ଇଲେକ୍ଟ୍ରି ଟାଓ୍ୱାର୍ ଉପରେ ଚଢିଗଲେ ମହିଳା

ଢେଙ୍କାନାଳ: ୬୦ ଫୁଟ ଉଚ୍ଚତାରୁ ଅଧିକ ଉଚ୍ଚକ୍ଷମତା ସମ୍ପନ୍ନ ବିଦ୍ୟୁତ୍ ଟାଓ୍ୱାରରୁ ଉଦ୍ଧାର ହେଲେ ମହିଳା। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଲିଗୋରଡ ଗାଁରେ ଘଟିଛି ଏହି ଘଟଣା। ଆଜି ସକାଳେ ଗାଁ ନିକଟରେ ଥିବା ୬୦ ଫୁଟରୁ ଅଧିକ ଉଚ୍ଚର…

amri
ECMO ଚିକିତ୍ସା ପାଇଁ କୋଲକାତା ଅଭିମୁଖେ ଅଭିଷେକ

ଭୁବନେଶ୍ୱର: ଏୟାରପୋର୍ଟରେ ଅଭିଷେକ ମହାପାତ୍ର। ଅଭିଷେକଙ୍କୁ ଆମ୍ବୁଲାନ୍ସରୁ ଏୟାର ଆମ୍ବୁଲାନ୍ସକୁ ନିଆଯାଉଛି। କିଛି ସମୟ ମଧ୍ୟରେ ପ୍ରକ୍ରିୟା ସରିଲେ କୋଲକାତା ଉଡ଼ିବ ବିମାନ। ECMO ଚିକିତ୍ସା ପାଇଁ ଏୟାର ଆମ୍ବୁଲାନ୍ସରେ ସେ କୋଲକାତା ଯିବେ। କୋଭିଡ ଆକ୍ରାନ୍ତ ପରଠାରୁ ଭଦ୍ରକ ବାସୁଦେବପୁର…

weather updates in odisha
ଆସୁଛି ଲଘୁଚାପ ! ପ୍ରବଳ ବର୍ଷିବ, ପବନ ବହିବ

ଭୁବନେଶ୍ୱର: ଆସନ୍ତା ୧୧ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ଏବଂ ତାର ଆଖପାଖ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି। ଏଥିସହ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଗାମୀ ୨ରୁ ୩ ଦିନ ମଧ୍ୟରେ ଓଡିଶାର କେତେକ ଅଞ୍ଚଳରେ ପ୍ରବେଶ କରିବାର…

abhishek2
ଅଭିଷେକଙ୍କ ଜୀବନ ରକ୍ଷା ଲାଗି ସହାୟତା କରିବାକୁ ସ୍ତ୍ରୀର ଆକୁଳ ନିବେଦନ

ଭୁବନେଶ୍ୱର: ଇକମୋ ଚିକିତ୍ସା ପାଇଁ କୋଲକାତା ଯିବା ଅପେକ୍ଷାରେ ଭଦ୍ରକ ବାସୁଦେବପୁର ଅଞ୍ଚଳର ସଙ୍କଟାପନ୍ନ ଯୁବକ ଅଭିଷେକ ମହାପାତ୍ର। ହେଲେ ସେ ଦିଗରେ କିନ୍ତୁ ଅର୍ଥ ସାଜିଛି ବିରାଟ ପ୍ରତିବନ୍ଧକ। ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଅଭିଷେକଙ୍କ ପରିବାର…

well
ବାପାକୁ ହତ୍ୟା କରି କୂଅରେ ପକାଇ ଦେଲା ପୁଅ

ଭଞ୍ଜନଗର: ପୁଅ ବଡ଼ ହେଲେ ବାପାର ସ୍ୱପ୍ନକୁ ପୂରଣ କରିବ। ପରିଣତ ବୟସରେ ନିଜର ହାତରେ ହାତ ମିଶାଇ ବୁଢା ବାର ସାଥ୍ ଦେବ। ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ, ଦିନେ ଯେଉଁ ବାପା ନିଜେ ଦୁଃଖ, କଷ୍ଟ ସହି ତାର…

accident
ସଡ଼କ ଦୁର୍ଘଟଣାରେ ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ

ବୌଦ୍ଧ: ପରିବାର ସହ ମିଶି କେତେ ଖୁସିରେ ଯାଉଥିଲେ କିନ୍ତୁ ବାଟରେ ଜଗିଥିଲା ମୃତ୍ୟୁ ସେମାନଙ୍କୁ ଅଜଣା ଥିଲା। ଦୁର୍ଘଟଣାରେ କାର୍ ଚୁରମାର୍ ହୋଇଗଲା ଆଉ ଅକାଳରେ ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ। ସଡ଼କ ଦୁର୍ଘଟଣାରେ ଦମ୍ପତି ମୃତ। ବୌଦ୍ଧ ଜିଲ୍ଲା ଚାରିଛକ…

sunil-chhetri
ଲିଜେଣ୍ଡ ଲିଓନେଲ ମେସିଙ୍କୁ ପଛରେ ପକାଇ ଦେଲେ ସୁନୀଲ ଛେତ୍ରୀ

ନୂଆଦିଲ୍ଲୀ: ଇତିହାସ ରଚିଲେ ଟିମ୍ ଇଣ୍ଡିଆର ଫୁଟବଲ୍ ଷ୍ଟ୍ରାଇକର ସୁନୀଲ ଛେତ୍ରୀ। ଲିଜେଣ୍ଡ ଲିଓନେଲ ମେସିଙ୍କୁ ପଛରେ ପକାଇ ଦେଇଛନ୍ତି ସୁନୀଲ ଛେତ୍ରୀ। ବାଲାଂଦେଶ ବିପକ୍ଷ ୨୦୨୨ ଫିଫା ପ୍ରାରମ୍ଭିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ୨ଟି ଗୋଲ୍ ଦେଇ ମେସିଙ୍କ ୭୨…

V K Paul
୧୫ଟି ରାଜ୍ୟରେ ୫ ପ୍ରତିଶତ ତଳେ ପଜିଟିଭିଟି ହାର

ନୂଆଦିଲ୍ଲୀ: ଦେଶରେ କରୋନା ରିକଭରି ରେଟ୍ ୯୪.୩ ପ୍ରତିଶତକୁ ବୃଦ୍ଧି ପାଇଛି। ୧୫ଟି ରାଜ୍ୟରେ ୫ ପ୍ରତିଶତ ତଳେ ପଜିଟିଭିଟି ହାର ରହିଛି। ଏନେଇ ପ୍ରେସମିଟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ସମସ୍ତଙ୍କୁ ମାଗଣା ଟିକା ଘୋଷଣା ପରେ…

Children
କୋଭିଡ୍ ହସ୍ପିଟାଲରେ ସ୍ୱତନ୍ତ୍ର ଶିଶୁ ବିଭାଗ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ସମ୍ଭାବ୍ୟ ତୃତୀୟ ଲହର ପାଇଁ ଆଗୁଆ ପଦକ୍ଷେପ ରାଜ୍ୟ ସରକାର ନେଇଛନ୍ତି। ଆଗୁଆ ବ୍ୟବସ୍ଥା ପାଇଁ ସବୁ ଜିଲ୍ଲାପାଳ, CDMOମାନଙ୍କୁ ସ୍ୱାସ୍ଥ୍ୟ ACS ଚିଠି କରିଛନ୍ତି। ତୃତୀୟ ଲହରରେ ଛୋଟପିଲା ସଂକ୍ରମିତ ହେବା ସମ୍ଭାବନା ଥିବାରୁ ପଦକ୍ଷେପ ନିଆଯାଇଛି। ବର୍ତ୍ତମାନ…

corona testing
ଦେଶରେ ଲକ୍ଷେରୁ ତଳକୁ ଖସିଲା ଦୈନିକ ସଂକ୍ରମଣ

ଭୁବନେଶ୍ୱର: ଦେଶରେ କରୋନାର ଦ୍ୱିତୀୟ ଲହର ଆତଙ୍କ ମଚାଇବା ପରେ ଆସିଛି ଆଶ୍ୱସ୍ତିମୂଳକ ଖବର। ଗତ ୬୩ ଦିନ ମଧ୍ୟରେ ପ୍ରଥମ ଥର ପାଇଁ ଦେଶରେ ଲକ୍ଷେରୁ ତଳକୁ ଖସିଲା ଦୈନିକ ସଂକ୍ରମଣ। ଗତ ୬୩ ଦିନ ମଧ୍ୟରେ ପ୍ରଥମ ଥର…

dmet chief
ଡେଲ୍ଟା ଭାଇରସର ମୁକାବିଲା କରିବାରେ କୋଭିସିଲ୍ଡ ଓ କୋଭାକ୍ସିନ ସଫଳ

ଭୁବନେଶ୍ୱର: ଡେଲ୍ଟା ଭାଇରସର ମୁକାବିଲା କରିବାରେ କୋଭିସିଲ୍ଡ ଓ କୋଭାକ୍ସିନ ସଫଳ। ଏହି ସୂଚନା ଦେଇଛନ୍ତି ଡିଏମ୍ଇଟି ସିବିକେ ମହାନ୍ତି। ଟିକା ନେଲା ପରେ ସିଭିୟରିଟି କମିଛି। ତେବେ ଲକଡାଉନ୍ ନେଇ ଡିଏମ୍ଇଟି କହିଛନ୍ତି, ସଂକ୍ରମଣ କମାଇବା ପାଇଁ ଏହାର ଉଦ୍ଦେଶ୍ୟ…

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।