Online Darshan
ଅନଲାଇନ୍ରେ ମିଳିବ ଦେବାଳୟର ଦର୍ଶନ। ନୀତିକାନ୍ତି ସହ ପୂଜା ଅର୍ଚ୍ଚନା କରିହେବ। ପ୍ରସାଦ ସେବନ ବ୍ୟବସ୍ଥା ବି ଉପଲବ୍ଧ ହେବ। ରାଜ୍ୟ ସରକାରଙ୍କ ଆଇନ ବିଭାଗ ପକ୍ଷରୁ ଏଭଳି ପ୍ରକଳ୍ପ ଆରମ୍ଭ କରିବାକୁ ଯୋଜନା ହୋଇଛି। ଗତ ୬ ତାରିଖରେ ଆଇନ ବିଭାଗ ପକ୍ଷରୁ ଦେବୋତ୍ତର କମିଶନଙ୍କୁ ଚିଠି ଲେଖାଯାଇ ମତାମତ ଲୋଡ଼ାଯାଇଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)