Self Kill Cases
ରାଜ୍ୟରେ ଉଦ୍ବେଗଜନକ ହାରରେ ବଢୁଛି ଆତ୍ମହତ୍ୟା ସଂଖ୍ୟା। କିଶୋରଠୁ ବୟସ୍କ କ୍ରମାଗତ ଭାବେ ଜୀବନ ହାରୁଛନ୍ତି । କିଏ ବ୍ୟବସ୍ଥା ବିରୋଧରେ ଲଢ଼େଇ କରି ନିରାଶ ହେବା ପରେ ତ ଆଉ କିଏ ବ୍ୟକ୍ତିଗତ କାରଣରୁ ଆତ୍ମହତ୍ୟା କରୁଛନ୍ତି । ଏସବୁ ଭିତରେ ଆଜି ଚର୍ଚ୍ଚାକୁ ଆସିଛନ୍ତି ବାଲେଶ୍ୱର ଜିଲ୍ଲାରେ ସଡ଼କ ଦୁର୍ଘଟଣାରେ ଗୋଡ଼ ଅଚଳ ହୋଇଯାଇଥିବା ଜଣେ ଦିବ୍ୟାଙ୍ଗ ଯୁବକ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)