SC, ST, ESM and PWD ପ୍ରାର୍ଥୀଙ୍କ ପାଇଁ ହାରାହାରି ୫୦ ପ୍ରତିଶତ ମାର୍କର ଆବଶ୍ୟକ ନାହିଁ।
ରାଜେନ୍ଦ୍ର ଲଢୁଥିବା ସ୍ପଷ୍ଟ ହୋଇଯିବା ପରେ ଧାମନଗର ଗଣିତ ବଦଳି ଯାଇପାରେ ବୋଲି ବହୁ ରାଜନୈତିକ ପଣ୍ଡିତ ଆକଳନ କରୁଛନ୍ତି।
ଏଣେ ଅକ୍ଟୋବରରେ ପୁଣି ବାତ୍ୟା ଆସୁଥିବା ଶୁଣି ଛାନିଆ ହେଲେଣି ସମୁଦ୍ର ଦାଢ଼ରେ ଚାଷ-ବାସ କରୁଥିବା ଲୋକମାନେ।
ଠିକା ନିଯୁକ୍ତିର ଯୁଗ ଶେଷ। ଗଲାକାଲି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଆଜି ବାହାରିଲା ସରକାରୀ ବିଜ୍ଞପ୍ତି। ୨୦୧୩ରୁ ଚୁକ୍ତି ଭିତ୍ତିକ ନିଯୁକ୍ତି ପାଇଥିବା କର୍ମଚାରୀ ଏବେ ଖୁସିରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା କେକକୁ କାଟି ଗ୍ରାଣ୍ଡ ସେଲିବ୍ରେସନ୍ କରିଛନ୍ତି। ରବିବାର ଛୁଟି ଦିନରେ ବି ନାଚ ଗୀତରେ କମ୍ପିଛି ଭୁବନେଶ୍ୱର...
ରାଜେନ୍ଦ୍ର ଦାସଙ୍କୁ ନେଇ ବିଜେଡିରେ କଂପନ। ଦଳୀୟ ଟିକଟ୍ ନମିଳିବାରୁ ବିଦ୍ରୋହ କରି ସ୍ବାଧୀନ ଭାବେ ଭରିଛନ୍ତି ନାମାଙ୍କନ, ଯାହାକୁ ନେଇ ଏବେ ହରଡ଼ଘଣାରେ ଦଳ ଆସନ୍ତାକାଲି ନାମାଙ୍କନ ପତ୍ର ପ୍ରତ୍ୟାହର ଶେଷ ଦିନ ଥିବାରୁ ଏବେ ସମସ୍ତଙ୍କ ନଜର। ରାଜେନ୍ଦ୍ରଙ୍କ ଉପରେ କଣ ସେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବ?
ରାସ୍ତାକଡରେ ଛୋଟିଆ ଫାଷ୍ଟଫୁଡ୍ ଦୋକାନ ଅନେକଙ୍କ ପାଇଁ କିଛି ନୂଆ କଥା ନୁହେଁ, ହେଲେ ଏହି ଛତା ତଳେ ରହିଛି ଗୋଟିଏ ପ୍ରେରଣାଦାୟୀ କାହାଣୀ। ତିନି ଝିଅଙ୍କ ସ୍ୱାଭିମାନ ଓ ସଫଳତାର କାହାଣୀ।
ପାଠ ପଢିବାକୁ ଉଭୟଙ୍କ ଆଗ୍ରହ, ଦିନେ ବି କ୍ଲାସ୍ ମିସ୍ ହୁଏନି। ଘରେ ବି ପାଠ ପଢନ୍ତି। ହେଲେ ପାଠପଢା ସହ ଆତ୍ମନିର୍ଭରଶୀଳ ହେବାକୁ ଉଭୟଙ୍କ ଥିଲା ଇଚ୍ଛା।
ଧରାପୃଷ୍ଠରୁ ମାଆ ଯିବେ.... ପୁଣି ଆସିବେ ଆର ବର୍ଷକୁ.. ବିଦାୟ ସମୟରେ ଘଣ୍ଟ, ମୃଦଙ୍ଗ ବଜାଇ ମାଆଙ୍କୁ ଦିଆଯାଉଛି ମେଲାଣି
୨୦୦୯ରୁ ୨୦୨୨ ଯାଏଁ ଏହି ୧୩ ବର୍ଷ ଭିତରେ ଏ ପ୍ରକଳ୍ପର ଅଗ୍ରଗତି ନେଇ ପ୍ରତିବର୍ଷ ବିଭାଗକୁ ବିନିଯୋଗ ପ୍ରମାଣପତ୍ର ମାଗି ଆସୁଛି ରାଜ୍ୟ ଅର୍ଥ ବିଭାଗ କିନ୍ତୁ ପର୍ଯ୍ୟଟନ ବିଭାଗ, ଅର୍ଥ ବିଭାଗକୁ ନା ଉତ୍ତର ଦେଉଛି ନା ୟୁସି।
ରାଜେନ୍ଦ୍ରଙ୍କୁ ଟିକଟ୍ ନମିଳିବା ପରେ ସ୍ଥାନୀୟ ବିଜେଡି କର୍ମୀମାନେ ଦଳୀୟ ନେତାଙ୍କୁ ଏ ସଂପର୍କରେ ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ କରୁଥିବା ଦେଖିବାକୁ ମିଳୁଛି। ଯାହାର ଏକ ଭିଡିଓ ଏବେ ଭାଇରାଲ୍ ହେଉଛି।
ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦକୁ ନେଇ ରାଜନୀତି ବି ସରଗରମ। ବିରୋଧୀଙ୍କ ଯୁକ୍ତି ଶାସକ ବିଜେଡ଼ିର ଇଏ ଆଉ ଏକ ଧୂଆଁବାଣ।
ବ୍ରିଗେଡିୟର ସଂଜୟ ମିଶ୍ରଙ୍କ ନେତୃତ୍ୱରେ ଦିଲ୍ଲୀ ସ୍ଥିତ ସେନା ହସପିଟାଲରେ ରାଷ୍ଟ୍ରପତିଙ୍କ ଅସ୍ତ୍ରୋପଚାର କରାଯାଇଥିଲା।
ଏପଟେ ଅକ୍ଟୋବର ମାସ ସାରା ତୁହାକୁ ତୁହା ବର୍ଷାରେ କ୍ଷତିଗ୍ରସ୍ତ ଫସଲକୁ ନେଇ ଚିନ୍ତାରେ ଥିବା ଚାଷୀ, ବାତ୍ୟା ଆଶଙ୍କାକୁ ନେଇ ଛାନିଆ।
ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ରାଜ୍ୟର ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନିୟମିତ ନିଯୁକ୍ତି ସମ୍ପର୍କିତ ପ୍ରସ୍ତାବ ପାରିତ ହୋଇଛି।
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ରାଜ୍ୟରେ ଚୁକ୍ତିଭିତ୍ତିକ ପ୍ରଥା ଶେଷ
ଏହି କାର୍ ସହର ଠାରୁ କମ୍ ଉଚ୍ଚତାରେ ଉଡ଼ିବ ଓ ଏଥିରୁ ଅଙ୍ଗାରକାମ୍ଲ ଗ୍ୟାସ୍ ନିର୍ଗତ ହେବନାହିଁ।
ଭକ୍ତଙ୍କ ଭକ୍ତିର ହେଲା ଜୟ। ନେମାଳରୁ ଆସିଲା ଶୁଭଖବର…ମହାକଳ୍ପବଟରେ କଅଁଳିଲା ପତ୍ର….ହରିବୋଲ ହୁଳହୁଳିରେ କମ୍ପିଲା ପରିବେଶ