ସୌର ତୁଳା ମାସ କାର୍ତିକ ଶୁକ୍ଲପକ୍ଷ । ଇଂରାଜୀରେ ୨୬ ତାରିଖ ବୁଧବାର । ଚନ୍ଦ୍ର – ତୁଳା ଅହୋରାତ୍ର, ତିଥି- ପ୍ରତିପଦ ଦିବା ୦୨/୪୨ ଗତେ ୨ୟା , ଘାତ ଚନ୍ଦ୍ର- ନାସ୍ତି , ଘାତ ବାର – କର୍କଟ ରାଶିର, ପୁଷ୍କର ଦୋଷ –ଦିବା ୦୧/୨୩ ଗତେ ୧ ପାଦ କୁଟୁମ୍ଭହାନି- ତିଳକାଞନ ଦାନ
ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୫ ତାରିଖ ମଙ୍ଗଳବାର । ଯଦି, ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୫ ତାରିଖ ମଙ୍ଗଳବାର ଚନ୍ଦ୍ର – ତୁଳା ଅହୋରାତ୍ର ତିଥୀ - ଅମାବାସ୍ୟା ଦିବା ୦୪/୧୮ ଗତେ ପ୍ରତିପଦ ଘାତ ଚନ୍ଦ୍ର- ନାସ୍ତି ଘାତ ବାର – ମକର ରାଶିର ପୁଷ୍କର ଦୋଷ – ୧ ପାଦ କୃଷିହାନି-ଭୂମିଦାନ
ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୪ ତାରିଖ ସୋମବାର । ଯଦି, ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୪ ତାରିଖ ସୋମବାର ଚନ୍ଦ୍ର – କନ୍ୟା ରାତ୍ରି ୦୨/୩୨ ଗତେ ତୁଳା ତିଥୀ - ୧୪ଶୀ ସନ୍ଧ୍ୟା ୦୫/୨୭ ଗତେ ଅମାବାସ୍ୟା ଘାତ ଚନ୍ଦ୍ର- ବୃଷ ରାତ୍ରି ୦୨/୩୨ ପର୍ଯ୍ୟନ୍ତ ଘାତ ବାର – ମିଥୁନ ରାଶିର ପୁଷ୍କର ଦୋଷ –ନାସ୍ତି
ଏହି ସପ୍ତାହରେ ବ୍ୟବସାୟରେ ଆୟ, ବ୍ୟୟ ସମାନ ରହିବ। କୈାଣସି ଶୁଭ ଖବର ପାଇ ମନରେ ଆନନ୍ଦ ଆସିବ। ଲାଭ ସହ ସମ୍ପତି ବୃଦ୍ଧି ହେବ । ଚାକିରି କ୍ଷେତ୍ରରେ ବଦଳିର ସୂଚନା ମିଳିବ ।
ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୩ ତାରିଖ ରବିବାର । ଯଦି, ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୩ ତାରିଖ ରବିବାର ଚନ୍ଦ୍ର – କନ୍ୟା ଅହୋରାତ୍ର ତିଥ ô- ୧୩ଶୀ ସନ୍ଧ୍ୟା ୦୬/୦୩ ଗତେ ୧୪ ଶୀ ଘାତ ଚନ୍ଦ୍ର- ବୃଷ ଅହୋରାତ୍ର ଘାତ ବାର – ମେଷ ରାଶିର ପୁଷ୍କର ଦୋଷ –୨ ପାଦ ଦିବା ୦୨/୩୩ ଗତେ ୧ ପାଦ- କୃଷିହାନି – ଭୂମିଦାନ
ଧନତେରସ୍ ପୂର୍ବରୁ ଘର ଓ ଦୋକାନ ସବୁ ପରିଷ୍କାର କରାଯାଏ। ବିଭିନ୍ନ ପ୍ରକାରର ଆଲୋକ ବା ଦୀପ ଜଳାଇ ସୁସଜ୍ଜିତ କରାଯାଇଥାଏ । ଘରେ ବିଭିନ୍ନ ପ୍ରକାରର ରଙ୍ଗୋଲିରେ ମଧ୍ୟ ସୁସଜ୍ଜିତ କରାଯାଇଥାଏ।
ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ଶନିବାର । ଯଦି, ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ଶନିବାର ଚନ୍ଦ୍ର – ସିଂହ ରାତ୍ରି ୦୮/୦୪ ଗତେ କନ୍ୟା ତିଥ ô- ୧୨ଶୀ ସନ୍ଧ୍ୟା ୦୬/୦୨ ଗତେ ୧୩ ଶୀ ଘାତ ଚନ୍ଦ୍ର- କର୍କଟ, ମକର ରାତ୍ରି ୦୮/୦୪ ଗତେ ବୃଷ ଘାତ ବାର – ବୃଷ, ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ –୨ ପାଦ ଦିବା ୦୧/୪୯ ଗତେ ୩ ପାଦ- କୃଷି-ପଶୁ ଓ ବଂଶହାନି – ଭୂମି -ଅନ୍ନ ଓ ତିଳକାଞନ ଦାନ
ବ୍ୟବସାୟରେ ଅନୁକୂଳ ବାତାବରଣ ଆସିପାରେ । ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହିତ ସପଂର୍କ ସ୍ଥାପନ କରିବେ । ଆପଣଙ୍କ ପାଖକୁ ନୂଆ ଦାୟିତ୍ୱ ଆସିପାରେ ।
ରାହୁ ଗ୍ରସ୍ତ ସୂର୍ଯ୍ୟ ପରାଗ ୨୫/୧୦/୨୦୨୨ ମଙ୍ଗଳବାର ଦିନ ଅପରାହ୍ନ ୦୨.୧୫ ପରଠାରୁ ସ୍ୱାତୀ ନକ୍ଷତ୍ର ତୁଳା ରାଶିରେ ଆରମ୍ଭ ହୋଇ ସେହି ଦିନ ୦୬.୨୬ ରେ ସର୍ବମୋକ୍ଷ ହେବ। କିନ୍ତୁ ସେହି ଦିନର ସୂର୍ଯ୍ୟ ଅସ୍ତ ଅପରାହ୍ନ ୦୫.୧୫ ରେ ରହିଥିବାରୁ ସେହି ସମୟରେ ପରାଗ ମୋକ୍ଷ ହୋଇ ନଥାଏ।
ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ଶୁକ୍ରବାର । ଯଦି, ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ଶୁକ୍ରବାର ଚନ୍ଦ୍ର – ସିଂହ ଅହୋରତ୍ର ତିଥ ô- ୧୧ଶୀ ସନ୍ଧ୍ୟା ୦୫/୨୩ ଗତେ ୧୨ଶୀ ଘାତ ଚନ୍ଦ୍ର- କର୍କଟ, ମକର ଅହୋରାତ୍ର ଘାତ ବାର – ବିଛା,ଧନୁ, ମୀନ ରାଶିର ପୁଷ୍କର ଦୋଷ – ସନ୍ଧ୍ୟା ୦୫/୨୩ ଗତେ ୧ ପାଦ-ପଶୁ ସମ୍ପଦ ନାଶ- ଅନ୍ନଦାନ
ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ଗୁରୁବାର । ଯଦି, ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ଗୁରୁବାର । ଚନ୍ଦ୍ର – କର୍କଟ ଦିବା ୧୦/୨୯ ଗତେ ସିଂହ, ତିଥି- ୧୦ ମୀ ଦିବା ୦୪/୦୫ ଗତେ ୧୧ଶୀ, ଘାତ ଚନ୍ଦ୍ର- ଦିବା ୧୦/୨୯ ଗତେ କର୍କଟ , ମକର । ଘାତ ବାର – ତୁଳା ଓ କୁମ୍ଭ ରାଶିର, ପୁଷ୍କର ଦୋଷ – ନାସ୍ତି
ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ବୁଧବାର ଚନ୍ଦ୍ର – କର୍କଟ ଅହୋରାତ୍ରି ତିଥି- ୯ମୀ ଦିବା ୦୨/୧୩ ଗତେ ୧୦ ମୀ ଘାତ ଚନ୍ଦ୍ର- ନାସ୍ତି ଘାତ ବାର – କର୍କଟ ରାଶିର ପୁଷ୍କର ଦୋଷ – ନାସ୍ତି
ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ବୁଧବାର । ଯଦି, ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ମଙ୍ଗଳବାର ଚନ୍ଦ୍ର – କର୍କଟ ଅହୋରାତ୍ରି ତିଥି- ୮ମୀ ଦିବା ୧୧/୫୮ ଗତେ ୯ମୀ ଘାତ ଚନ୍ଦ୍ର- ନାସ୍ତି ଘାତ ବାର – ମକର ରାଶିର ପୁଷ୍କର ଦୋଷ – ୧ ପାଦ କୃଷିହାନି-ଭୂମିଦାନ
ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ମଙ୍ଗଳବାର । ଯଦି, ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସ୍ୱପ୍ନରେ ସାପ ଦେଖିଲେ କି ସଙ୍କେତ ମିଳିଥାଏ ? ଶୁଭ ନା ଅଶୁଭ ? କି ପ୍ରକାର ସାପଙ୍କୁ ଦେଖିଲେ କି ଫଳ ମିଳିଥାଏ ?
ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ, ସୋମବାର। ଯଦି, ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେବ। ମସ୍ତିଷ୍କରେ ଆଘାତ ଲାଗିପାରେ। ଶାରୀରିକ ଓ ମାନସିକ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେବ। ଶୁଭ ଖବର ଶୁଣି ମନ ଆନନ୍ଦିତ ରହିବ।
ସୈାର କନ୍ୟା ମାସ କାର୍ତ୍ତି କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ, ରବିବାର। ଆଜି କୌଣସି ଶୁଭ କାମ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି, ତା’ହେଲେ ଜାଣି ରଖନ୍ତୁ କେଉଁ ସମୟରେ କାର୍ଯ୍ୟ ଆରମ୍ଭ କଲେ ଆପଣଙ୍କୁ ଶୁଭ ଫଳ ମିଳିପାରେ।