• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସୌର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ । ଇଂରାଜୀରେ ୨୯ ତାରିଖ ମଙ୍ଗଳବାର ।

ଚନ୍ଦ୍ର – ମକର ରାତ୍ରି ୦୭/୫୧ ଗତେ କୁମ୍ଭ

ତିଥି- ୬ଷ୍ଠୀ ଦିବା ୧୧/୦୪ ଗତେ ୭ମୀ

ଘାତ ଚନ୍ଦ୍ର- ସିଂହ ରାତ୍ରି ୦୭/୫୧ ଗତେ ମିଥୁନ ଓ ମୀନ

ଘାତ ବାର – ମକର

ପୁଷ୍କର ଦୋଷ – ୧ ପାଦ - କୃଷିହାନି- ଭୂମିଦାନ ଦିବା ୧୧/୦୪ ଗତେ ୨ ପାଦ

ଶୁଭ ସମୟ

ପ୍ରାତଃ ୦୬/୦୭ ରୁ ୦୭/୫୦

ଦିବା ୦୮/୫୧ ରୁ ୧୧/୧୨

ସନ୍ଧ୍ୟା ୦୫/୦୨ ରୁ ୦୬/୪୦

ରାତ୍ରି ୦୯/୨୪ ରୁ ୧୨/୦୧

ରାତ୍ରି ୦୧/୪୬ ରୁ ୦୩/୩୦

ରାତ୍ରି ୦୪/୨୩ ରୁ ୦୬/୦୭

ଅଧିକ ପଢ଼ନ୍ତୁ: ଭାଗ୍ୟ ବଦଳାଇବ ଲବଙ୍ଗ,ବାସ୍ତୁ ଅନୁଯାୟୀ କରନ୍ତୁ ଏହି ଉପାୟ

ଅଶୁଭ ସମୟ

ରାହୁକାଳ - ଦିବା ୦୨/୧୮ ରୁ ୦୩/୪୦

କାଳବେଳା - ଦିବା ୧୨/୫୬ ରୁ ୦୨/୧୮

ବାରବେଳା – ପ୍ରାତଃ ୦୭/୨୯ ରୁ ୦୮/୫୧

କାଳରାତ୍ରି – ସନ୍ଧ୍ୟା ୦୬/୪୦ ରୁ ୦୮/୧୮