• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସୈାର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ । ଇଂରାଜୀରେ ୨୬ ତାରିଖ ଶନିବାର । ଚନ୍ଦ୍ର – ଧନୁ ଅହୋରାତ୍ର, ତିଥି- ୩ୟା ସନ୍ଧ୍ୟା ୦୭/୨୮ ଗତେ ୪ର୍ଥୀ, ଘାତ ଚନ୍ଦ୍ର- ତୁଳା ଓ କୁମ୍ଭ ଅହୋରାତ୍ର, ଘାତ ବାର – ବୃଷ, ସିଂହ ଓ କନ୍ୟା, ପୁଷ୍କର ଦୋଷ – ୧ ପାଦ - କୃଷିହାନି- ଭୂମିଦାନ

ଶୁଭ ସମୟ-

ପ୍ରାତଃ ୦୭/୩୨ ରୁ ୦୮/୪୯

ଦିବା ୧୧/୫୫ ରୁ ୧୨/୫୫

ଦିବା ୦୩/୩୪ ରୁ ୦୩/୪୦

ରାତ୍ରି ୦୨/୨୭ ରୁ ୦୩/୨୯

ଅଶୁଭ ସମୟ

ଋାହୁକାଳ - ଦିବା ୦୮/୪୯ ରୁ ୧୦/୧୧

କାଳବେଳା - ପ୍ରାତଃ ୦୬/୦୫ ରୁ ୦୭/୨୭ ଓ ଦିବା ୦୩/୪୦ ରୁ ୦୫/୦୨

ବାରବେଳା – ଦିବା ୧୨/୫୫ ରୁ ୦୨/୧୭

କାଳରାତ୍ରି – ସନ୍ଧ୍ୟା ୦୫/୦୨ ରୁ ୦୬/୪୦ ଓ ରାତ୍ରି ୦୪/୨୮ ରୁ ୦୬/୦୬