• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ । ଇଂରାଜୀରେ ୨୫ ତାରିଖ ଶୁକ୍ରବାର ଚନ୍ଦ୍ର – ବିଛା ସନ୍ଧ୍ୟା ୦୫/୨୧ ଗତେ ଧନୁ ତିଥି- ୨ୟା ରାତ୍ରି ୧୦/୩୫ ଗତେ ୩ୟା ଘାତ ଚନ୍ଦ୍ର- ସନ୍ଧ୍ୟା ୦୫/୨୧ ଗତେ ତୁଳା ଓ କୁମ୍ଭ ଘାତ ବାର – ବିଛା , ଧନୁ ଓ ମୀନ ପୁଷ୍କର ଦୋଷ – ୧ ପାଦ ପଶୁସମ୍ପଦ ନାଶ- ଅନ୍ନ ଦାନ ରାତ୍ରି ୧୦/୩୫ ପର୍ଯ୍ୟନ୍ତ

ଶୁଭ ସମୟ:

ପ୍ରାତଃ ୦୬/୦୪ ରୁ ୦୬/୪୮

ପ୍ରାତଃ ୦୭/୩୨ ରୁ ୦୮/୪୯

ଦିବା ୦୩/୩୪ ରୁ ୦୫/୦୨

ସନ୍ଧ୍ୟା ୦୫/୫୪ ରୁ ୦୮/୧୭

ରାତ୍ରି ୧୧/୫୯ ରୁ ୧୧/୪୪

ରାତ୍ରି ୦୨/୩୬ ରୁ ୦୪/୨୦

ଅଧିକ ପଢ଼ନ୍ତୁ: ଆପଣଙ୍କ ଘରକୁ ଆସିପାରେ ବିପଦ...ମାନନ୍ତୁ ଏହି ବାସ୍ତୁ ନିୟମ...

ଅଶୁଭ ସମୟ:

ଋାହୁକାଳ - ଦିବା ୧୦/୧୧ ରୁ ୧୧/୩୩

କାଳବେଳା - ଦିବା ୧୦/୧୧ ରୁ ୧୧/୩୩

ବାରବେଳା – ଦିବା ୦୮/୪୯ ରୁ ୧୦/୧୧

କାଳରାତ୍ରି – ରାତ୍ରି ୦୮/୧୭ ରୁ ୦୯/୫୫