ସୌର କର୍କଟ ମାସ ଶ୍ରାବଣ ଶୁକ୍ଲପକ୍ଷ । ଇଂରାଜୀରେ ୦୩ ତାରିଖ ବୁଧବାର। ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...
ସୈାର କର୍କଟ ମାସ ଶ୍ରାବଣ ଶୁକ୍ଲପକ୍ଷ । ଇଂରାଜୀରେ ୦୨ ତାରିଖ ମଙ୍ଗଳବାର, ତିଥି – ୫ମୀ ଅହୋରାତ୍ର, ଚନ୍ଦ୍ର –କନ୍ୟା ଅହୋରାତ୍ର, ଘାତ ଚନ୍ଦ୍ର- ବୃଷ ରାଶିର ଅହୋରାତ୍ର, ଘାତ ବାର –ମକର ରାଶିର, ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୨ ପାଦ - କୃଷିୁ ଓ ବଂଶହାନି – ଭୂମି ଓ ତିଳକାଞନ ଦାନ ସନ୍ଧ୍ୟା ୦୫/୨୮ ଗତେ ୧ ପାଦ -କୃଷିହାନି – ଭୂମିଦାନ ।
ପରିବାରରେ ଉତ୍ତମ ବୁଝାମଣା ଦ୍ୱାରା ଉନ୍ନତି ଲାଭ କରିବେ ।
ସୌର କର୍କଟ ମାସ ଶ୍ରାବଣ ଶୁକ୍ଲପକ୍ଷ । ଇଂରାଜୀରେ ୦୧ ତାରିଖ, ସୋମବାର। ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...
ସୈାର କର୍କଟ ମାସ ଶ୍ରାବଣ ଶୁକ୍ଲପକ୍ଷ । ଇଂରାଜୀରେ ୩୧ ତାରିଖ ରବିବାର । ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...
ସୈାର କର୍କଟ ମାସ ଶ୍ରାବଣ ଶୁକ୍ଲପକ୍ଷ । ଇଂରାଜୀରେ ୩୦ ତାରିଖ ଶନିବାର, ତିଥି –୨ୟା ରାତ୍ରି ୦୩/୦୦ ଗତେ ୩ୟା, ଚନ୍ଦ୍ର – କର୍କଟ ଦିବା ୧୨/୧୨ ଗତେ ସିଂହ, ଘାତ ଚନ୍ଦ୍ର- ଦିବା ୧୨/୧୨ ଗତେ କର୍କଟ ଓ ମକର ରାଶିର ଘାତ ବାର – ବୃଷ, ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୨ ପାଦ - କୃଷି - ପଶୁହାନି- ଭୂମି ଓ ଅନ୍ନଦାନ ରାତ୍ରି ୦୩/୦୦ ଗତେ ୧ ପାଦ - କୃଷହାନି-ଭମିଦାନ ।
ସୈାର କର୍କଟ ମାସ ଶ୍ରାବଣ ଶୁକ୍ଲପକ୍ଷ । ଇଂରାଜୀରେ ୨୯ ତାରିଖ ଶୁକ୍ରବାର, ତିଥି – ପ୍ରତିପଦ ରାତ୍ରି ୦୧/୨୧ ଗତେ ୨ୟା, ଚନ୍ଦ୍ର –କର୍କଟ ଅହୋରାତ୍ର, ଘାତ ଚନ୍ଦ୍ର- ନାସ୍ତି, ଘାତ ବାର – ବିଛା ,ଧନୁ ଓ ମୀନ ରାଶିର ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ରାତ୍ରି ୦୧/୨୧ ଗତେ ୧ ପାଦ- ପଶୁ ସମ୍ପଦ ନାଶ- ଅନ୍ନ ଦାନ ।
ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୨୮ତାରିଖ ଗୁରୁବାର । ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...
ସକାଳେ କଣ କରିବା ଦରକାର ଓ କଣ କରିବା ଆବଶ୍ୟକ ନୁହେଁ ଏସବୁ କଥା ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ଯଦି ଏହି କଥାକୁ ଧ୍ୟାନଦିଆ ନଯାଏ ବା ଅଣଦେଖା କରାଯାଏ ତାହେଲେ ଏହା ଆପଣଙ୍କ ପୁରା ଦିନକୁ ବିଗାଡ଼ି ଦେଇ ପାରେ। ତାହେଲେ ଆସନ୍ତୁ ଜାଣିବା ବ୍ରାହ୍ମ ମୁହୁର୍ତ୍ତରେ ଉଠି କେଉଁ କାମ କରିବା ଉଚିତ ନୁହେଁ।
ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୨୭ ତାରିଖ ବୁଧବାର । ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...
ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୨୬ ତାରିଖ ମଙ୍ଗଳବାର , ତିଥି – ୧୩ଶୀ ନ୍ଧ୍ୟା ୦୬/୪୭ ଗତେ ୧୪ଶୀ, ଚନ୍ଦ୍ର – ମିଥୁନ ଅହୋରାତ୍ର, ଘାତ ଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର, ଘାତ ବାର –ମକର ରାଶିର, ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୧ ପାଦ - କୃଷିହାନି- ଭୂମିଦାନ ରାତ୍ରି ୦୪/୦୯ ଗତେ ୨ ପାଦ -କୃଷି ଓ ବଂଶହାନି - ଭୂମି ଓ ତିଳକାଞନ ଦାନ ।
ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୨୫ ତାରିଖ ସୋମବାର, ତିଥି – ୧୨ଶୀ ଦିବା ୦୪/୧୬ ଗତେ ୧୩ଶୀ,ଚନ୍ଦ୍ର – ବୃଷ ଦିବା ୧୧/୩୨ ଗତେ ମିଥୁନ, ଘାତ ଚନ୍ଦ୍ର- ବିଛା ରାଶିର , ଦିବା ୧୧/୩୨ ଗତେ କନ୍ୟା ରାଶିର ଘାତ ବାର – ମିଥୁନ ରାଶିର ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୧ ପାଦ - ପାଦ ପଶୁ ସମ୍ପଦ ନାଶ-ଅନ୍ନ ଦାନ ୦୪/୧୬ ପର୍ଯ୍ୟନ୍ତ ।
ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୨୪ ତାରିଖ ରବିବାର । ତିଥି – ୧୧ ଶୀ ଦିବା ୦୧/୪୬ ଗତେ ୧୨ ଶୀ, ଚନ୍ଦ୍ର – ବୃଷ ଅହୋରାତ୍ର, ଘାତ ଚନ୍ଦ୍ର- ବିଛା ରାଶିର ଅହୋରାତ୍ର, ଘାତ ବାର – ମେଷ ରାଶିର, ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୧ ପାଦ - କୃଷିହାନି- ଭୂମିଦାନ ଦିବା ୦୧/୪୬ ଗତେ ୨ ପାଦ - କୃଷି ଓ ପଶୁହାନି ଓ ଅନ୍ନଦାନ।
ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୨୩ ତାରିଖ ଶନିବାର, ତିଥି –୧୦ ମୀ ଦିବା ୧୧/୨୭ ଗତେ ୧୧ ଶୀ, ଚନ୍ଦ୍ର – ବୃଷ ଅହୋରାତ୍ର, ଘାତ ଚନ୍ଦ୍ର- ବିଛା ରାଶିର ଅହୋରାତ୍ର, ଘାତ ବାର –ବୃଷ, ସିଂହ ଓ କନ୍ୟା ରାଶିର, ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୨ ପାଦ କୃଷ ଓ ବଂଶହାନି- ଭୂମି ଓ ତିଳକାଞନ ଦାନ ୦୭/୦୩ ଗତେ ୧ ପାଦ - କୃଷିହାନି- ଭୂମିଦାନ ।
ଜ୍ୟୋତିଷି ଦୁନିଆରେ ଏହାକୁ ସାମୁଦ୍ରିକ ଶାସ୍ତ୍ର ବୋଲି କୁହାଯାଏ । ତେବେ ଆସନ୍ତୁ ଜାଣିବା ସାମୁଦ୍ରିକ ଶାସ୍ତ୍ର ବିଶେଷଜ୍ଞ ଏଭଳି ଚମତ୍କାର କିପରି କରୁଛନ୍ତି ।
ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ଶୁକ୍ରବାର, ତିଥି – ୯ ମୀ ଦିବା ୦୯/୩୨ ଗତେ ୧୦ ମୀ, ଚନ୍ଦ୍ର – ମେଷ ରାତ୍ରି ୧୧/୦୨ ଗତେ ବୃଷ, ଘାତ ଚନ୍ଦ୍ର- ମେଷ ରାତ୍ରି ୧୧/୦୨ ଗତେ ବିଛା ରାଶିର, ଘାତ ବାର – ବିଛା , ଧନୁ ଓ ମୀନ ରାଶିର, ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ଦିବା ୦୪/୨୪ ଗତେ ୧ ପାଦ - କୁଟୁମ୍ଭହାନି- ତିଳକାଞନ ଦାନ ।
ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ଗୁରୁବାର। ଆଜି ଆପଣଙ୍କ କେମିତି କଟିବ ଦିନ
ସୌର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ, ବୁଧବାର। ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...
ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ମଙ୍ଗଳବାର ,ତିଥି – ୬ ଷ୍ଠୀ ପ୍ରାତଃ ୦୭/୫୦ ଗତେ ୭ମୀ,ଚନ୍ଦ୍ର – ମୀନ ଅହୋରାତ୍ର, ଘାତ ଚନ୍ଦ୍ର- ଧନୁ ରାଶିର ଅହୋରାତ୍ର, ଘାତ ବାର –ମକର ରାଶିର ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୧ ପାଦ - କୃଷିହାନି- ଭୂମିଦାନ ପ୍ରାତଃ ୦୭/୫୦ ଗତେ ୨ ପାଦ - କୃଷି- ଓ ପଶୁହାନି -ଭୂମ ଓ ଅନ୍ନଦାନ ।
ସୌର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ। ଇଂରାଜୀରେ ୧୮ ତାରିଖ ସୋମବାର।
ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ ରବିବାର, ତିଥି – ୪ର୍ଥୀ ଦିବା ୧୦/୪୯ ଗତେ ୫ମୀ, ଚନ୍ଦ୍ର – କୁମ୍ଭ ଅହୋରାତ୍ର, ଘାତ ଚନ୍ଦ୍ର- ମିଥୁନ ଓ ମୀନ ରାଶିର ଅହୋରାତ୍ର, ଘାତ ବାର – ମେଷ ରାଶିର ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୧ ପାଦ - କୃଷିହାନି - ଭୂମିଦାନ ଦିବା ୦୧/୨୬ ଗତେ ୨ ପାଦ - କୃଷି ଓ ବଂଶହାନି - ଭୂମି ଓ ତିଳକାଞନ ଦାନ ।
ସୈାର କର୍କଟ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ଶନିବାର । ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...
ସୈାର ମିଥୁନ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୧୫ ତାରିଖ ଶୁକ୍ରବାର, ତିଥି – ୨ୟା ଦିବା ୦୪/୩୯ ଗତେ ୩ୟା, ଚନ୍ଦ୍ର – ମକର ରାତ୍ରି ୦୪/୧୭ ଗତେ କୁମ୍ଭ, ଘାତ ଚନ୍ଦ୍ର- ସିଂହ ରାଶିର , ରାତ୍ରି ୦୪/୧୭ ଗତେ ମିଥୁନ ଓ ମୀନ ରାଶିର,ଘାତ ବାର – ବିଛା, ଧନୁ ଓ ମୀନ ରାଶିର ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୧ ପାଦ ପଶୁ ସମ୍ପଦ ନାଶ- ଅନ୍ନ ଦାନ ଦିବା ୦୪/୩୯ ପର୍ଯ୍ୟନ୍ତ ।
ସୈାର ମିଥୁନ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ଗୁରୁବାର । ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...
ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୧୨ ତାରିଖ ମଙ୍ଗଳବାର, ତିଥି – ୧୩ଶୀ ପ୍ରାତଃ ୦୭/୪୬ ଗତେ ୧୪ଶୀ (କ୍ଷୟ) ରାତ୍ରି ୦୪/୦୧ ପୂର୍ଣ୍ଣିମା,ଚନ୍ଦ୍ର – ଧନୁ ଅହୋରାତ୍ର, ଘାତ ଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ୍ର, ଘାତ ବାର – ମକର ରାଶିର, ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ,୧ ପାଦ- କୃଷିହାନି- ଭୂମିଦାନ ।