• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସୌର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ । ଇଂରାଜୀରେ ୦୧ ତାରିଖ ଗୁରୁବାର ।

ଚନ୍ଦ୍ର – କୁମ୍ଭ ରାତ୍ରି ୧୧/୪୮ ଗତେ ମୀନ

ତିଥି- ୮ମୀ ପ୍ରାତଃ ୦୭/୨୧ ଗତେ ୯ମୀ

ଘାତ ଚନ୍ଦ୍ର- ମିଥୁନ ଓ ମୀନ ରାତ୍ରି ୧୧/୪୮ ଗତେ ଧନୁ

ଘାତ ବାର – ତୁଳା ଓ କୁମ୍ଭ

ପୁଷ୍କର ଦୋଷ – ପ୍ରାତଃ ୦୬/୧୨ ଗତେ ୧ ପାଦ - କୁଟୁମ୍ଭହାନି- ତିଳକାଞ୍ଚନ ଦାନ ନିଶାନ୍ତ ୦୫/୪୩ ପର୍ଯ୍ୟନ୍ତ

ଅଧିକ ପଢ଼ନ୍ତୁ: ଭାଗ୍ୟ ବଦଳାଇବ ଲବଙ୍ଗ,ବାସ୍ତୁ ଅନୁଯାୟୀ କରନ୍ତୁ ଏହି ଉପାୟ

ଶୁଭ ସମୟ-

ପ୍ରାତଃ ୦୬/୦୮ ରୁ ୦୭/୩୫

ସନ୍ଧ୍ୟା ୦୫/୫୪ ରୁ ୦୯/୨୪

ରାତ୍ରି ୦୧/୧୪ ରୁ ୦୩/୩୧

ରାତ୍ରି ୦୪/୨୪ ରୁ ୦୬/୦୯

ଅଶୁଭ ସମୟ

ରାହୁକାଳ - ଦିବା ୧୨/୫୭ ରୁ ୦୨/୧୯

କାଳବେଳା - ଦିବା ୦୨/୧୯ ରୁ ୦୩/୪୦

ବାରବେଳା – ଦିବା ୦୩/୪୦ ରୁ ୦୫/୦୨

କାଳରାତ୍ରି – ରାତ୍ରି ୧୧/୩୫ ରୁ ୦୧/୧୪