• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 30th Nov 2022: ନୂଆ ପ୍ରେମ ସମ୍ପର୍କ ଆରମ୍ଭ ହେବ !

ଜାଣନ୍ତୁ, ଆଜିର ରାଶିଫଳ

Aries

ମେଷ

Wednesday 30 Nov 2022

ଅଶ୍ୱନୀ – ଆପଣଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। ପାରିବାରିକ ମାଙ୍ଗଳିକ କାର୍ଯ୍ୟର ସୂଚନା ମିଳିବ। ବ୍ୟବସାୟରେ ପ୍ରତିଷ୍ଠା ଲାଭ କରିବେ।
ଦ୍ୱିଜା– ରାଜନୀତିରେ ସହଯୋଗ ମିଳିବ। କର୍ମକ୍ଷେତ୍ରରେ ବିଫଳ ହେବ। ପାଠ ପଢାରେ ପରିଶ୍ରମ କରିବାକୁ ପଡିବ।
କୃତିକା– ଗୃହିଣୀ ମାନେ କାର୍ଯ୍ୟ ବ୍ୟସ୍ତତା ରହିବେ। ଜମି-ବାଡିକୁ ନେଇ ଝମେଲା ଦେଖାଦେବ।

ପ୍ରତିକାର-  ପ୍ରଭୁ ଜଗନ୍ନାଥଙ୍କର ଦର୍ଶନ କରନ୍ତୁ ।

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :