ସୌର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ । ଇଂରାଜୀରେ ୨୯ ତାରିଖ ମଙ୍ଗଳବାର । ଚନ୍ଦ୍ର - ମକର ରାତ୍ରି ୦୭/୫୧ ଗତେ କୁମ୍ଭ । ତିଥି- ୬ଷ୍ଠୀ ଦିବା ୧୧/୦୪ ଗତେ ୭ମୀ । ଘାତ ଚନ୍ଦ୍ର- ସିଂହ ରାତ୍ରି ୦୭/୫୧ ଗତେ ମିଥୁନ ଓ ମୀନ । ଘାତ ବାର – ମକର । ପୁଷ୍କର ଦୋଷ – ୧ ପାଦ - କୃଷିହାନି- ଭୂମିଦାନ ଦିବା ୧୧/୦୪ ଗତେ ୨ ପାଦ ।
ଅଶ୍ୱନୀ – ଅନେକ ଦିନରୁ ଲାଗି ରହିଥିବା ଦେହ ପୀଡ଼ାରୁ ମୁକ୍ତି ପାଇବେ । କାର୍ଯ୍ୟ କ୍ଷେତ୍ରରେ ଏଭଳି ସୁଯୋଗ ପାଇବେ, ଯାହା ଦ୍ୱାରା ଭବିଷ୍ୟତ ଉଜ୍ଜଳ ହେବ ।
ଦ୍ୱିଜା – ନୂଆ ନୂଆ ବନ୍ଧୁ ସୃଷ୍ଟି କରିବେ । ଅଫିସ୍ କାମରେ ବ୍ୟସ୍ତ ରହିବେ । ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ କମ୍ ପରିଶ୍ରମରେ ଅଧିକ ଫଳ ପାଇବେ ।
କୃତିକା – ରାଜନୀତିରେ କିଛି ବିଶେଷ କଥା ଆଲୋଚନା କରିବେ । କୋର୍ଟ ମାମଲାରେ ଲାଭ ହେବ ।
ପ୍ରତିକାର - ଗୋ ମାତାଙ୍କୁ ଖାଇବାକୁ ଦିଅନ୍ତୁ
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯