ଆକାଶରୁ ଝରୁଛି ମୁଷଳ ଧାରାର ବର୍ଷା... ସତେ ଯେମିତି ଏ ମହିଳା ଭକ୍ତର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ସ୍ୱୟଂ ଇନ୍ଦ୍ର ଦେବ । ଆଉ ସେଇଥିପାଇଁ ତ ତା’ର ଆଖିର ଲୁହକୁ ଲୁଚାଇ ଦେବାକୁ ସେ ଚେଷ୍ଟା କରୁଛନ୍ତି । ତଥାପି ନା ସେ ଲୁହ ଝିବା ବନ୍ଦ ହେଉଛି, ନା ସେ ଛାତି ଭିତରେ ଥିବା କୋହ ସବୁ ଅଟକି ରହୁଛି । କେବଳ ଏ ମହିଳା ଭକ୍ତ ତା’ ନିଜକୁ କଷ୍ଟ ଦେଇଦେଇ ସିଂହଦ୍ୱାରରେ ଦଣ୍ଡ ପ୍ରଣାମ କରି ଚାଲିଛି । ଆଉ ନିଜ ହୃଦୟରେ ପୂଜାକ ରୁଥିବା ତା’ ମନର ମୁରବିକୁ ଦେଖାକରି ସବୁ ଦୁଃଖକୁ କହିବାକୁ ଆଗେଇ ଚାଲିଛି ରତ୍ନ ସିଂହାସନ ପାଖକୁ ।
Published By: Santosh Kumar Sahoo
Last updated: 19 August 2024, 11:28 AM IST
ପିପିଲିରେ ବାର୍ଡ ଫ୍ଲୁ ଆତଙ୍କ ! ଫାର୍ମରେ ମଲେଣି ହଜାର ହଜାର କୁକୁଡ଼ା । ଟିକେ ଭଲ ଭାବରେ ଦେଖନ୍ତୁ ଏହି ଦୃଶ୍ୟକୁ... କେମିତି କୁକୁଡ଼ା ଗୁଡ଼ିକ ମେରି ପଡ଼ିଛନ୍ତି ଫାର୍ମ ଭିତରେ ।