Bird Flu
ପିପିଲିରେ ବାର୍ଡ ଫ୍ଲୁ ଆତଙ୍କ ! ଫାର୍ମରେ ମଲେଣି ହଜାର ହଜାର କୁକୁଡ଼ା । ଟିକେ ଭଲ ଭାବରେ ଦେଖନ୍ତୁ ଏହି ଦୃଶ୍ୟକୁ... କେମିତି କୁକୁଡ଼ା ଗୁଡ଼ିକ ମେରି ପଡ଼ିଛନ୍ତି ଫାର୍ମ ଭିତରେ । ତେବେ ଏ ବାର୍ଡ ଫ୍ଲୁ... ନା ଅନ୍ୟ କିଛି ତାହା ଜଣାପଡ଼ିନଥିବା ବେଳେ ସ୍ଥିତି ପରଖିବା ପାଇଁ ଆନିମଲ ଡିଜିଜ୍ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ଏ ଟିମ ସାମ୍ପଲ ପରୀକ୍ଷା କରୁଛି । ଏ ଦୃଶ୍ୟ ହେଉଛି ପୁରୀ ଜିଲ୍ଲା ପିପିଲି ବ୍ଳକ ତେଇଶପୁର ପଂଚାୟତରେ ଥିବା ଆବଲପୁର ଗାଁର । ଯେଉଁଠି ହଜାର ହଜାର ସଂଖ୍ୟକ କୁକୁଡ଼ା ମାତ୍ର କିଛି ମିନିଟ୍ ମଧ୍ୟରେ ମରି ଶୋଇଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)