ଅକ୍ଟୋବର ଭଳି ବାତ୍ୟାପ୍ରବଣ ମେ ମାସରେ ଦକ୍ଷିଣ-ଆଣ୍ଡାମାନ ସାଗରରେ ୪ ତାରିଖରେ ହେବାକୁ ଥିବା ଘୂର୍ଣ୍ଣିବଳୟକୁ ନେଇ ଆଶଙ୍କାରେ ରାଜ୍ୟବାସୀ । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ମଡେଲ୍ ମୁତାବକ ଏବେ ଆଉ ଲଘୁଚାପ ନେଇ ସନ୍ଦେହ ନାହିଁ । କିନ୍ତୁ ଲଘୁଚାପ ପରେ ଏହା କେତେ ଘନୀଭୂତ ହେବ, କେଉଁ ରୂପ ନେବ, ବାତ୍ୟା ହେଲେ ତା’ର ପ୍ରଭାବ କ’ଣ ରହିବ, କେଉଁଠି ଲ୍ୟାଣ୍ଡ୍ଫଲ୍ କରିବ, ସେଥିପାଇଁ ଆଉ ୩-୪ ଦିନ ଅପେକ୍ଷା କରିବାକୁ ପଡ଼ିବ ।
Published: Satyendu Shekher Mishra
Last updated: 02 May 2022, 09:18 PM IST
କାହାର ଓଜାନ ୭ କେଜି ତ ପୁଣି କାହାର ଓଜନ ୮ କେଜି । ବିରାଟ ବିରାଟ ଖଣ୍ଡ ବରଫକୁ ଦେଖିଲେ ଆପଣଙ୍କୁ କୁଆପଥର ବୋଲି ଲାଗିବ ହିଁ ନାହିଁ । ହେଲେ ପ୍ରକୃତି ଯେବେ କୋପ କରେ ସବୁ ହୁଏ ଧ୍ୱଂସବିଧ୍ୱସ୍ତ ।