Advertisment

ପୁଣି ମୁହାଁମୁହିଁ ବିଜେଡି-ବିଜେପି। ତେଜିଲା କାଦୁଅ ଫିଙ୍ଗା ରାଜନୀ

ଗୋଷ୍ଠୀ କନ୍ଦଳ କଥା ଦାଣ୍ଡରେ ପଡ଼ି ହାଟରେ ଗଡିଲାଣି। ହେଲେ ଦଳ କହୁଛି ଆମ ନେତା ସବୁ ଠିକ୍ ଅଛନ୍ତି।

author-image
Satyendu Shekher Mishra

ପୁଣି ମୁହାଁମୁହିଁ ବିଜେଡି-ବିଜେପି। ତେଜିଲା କାଦୁଅ ଫିଙ୍ଗା ରାଜନୀତି। ଚର୍ଚ୍ଚାରେ ପ୍ରମିଳା- ଜୟନାରାୟଣଙ୍କ କଥା କଟାକଟି । ପ୍ରମିଳାଙ୍କ ଦମ୍ଭୋକ୍ତି ଆଜି ବି ନିର୍ବାଚନ ହେଲେ ବିଜେଡି ୧୪୦ ସିଟ୍ ଦଖଲ କରିବ। ଜୟନାରାୟଣଙ୍କ କାଉଣ୍ଟର ହେଲା ୪୦ ବି ପାଇବେନି। ୨୪ ବର୍ଷ ପରେ ବିଜେଡି ଗଡ଼ ଭୁଶୁଡି ଥିବାରୁ ଦଳକୁ ଲାଗିଛି ଶକ୍ତ ଝଟକା। ଗୋଷ୍ଠୀ କନ୍ଦଳ କଥା ଦାଣ୍ଡରେ ପଡ଼ି ହାଟରେ ଗଡିଲାଣି। ହେଲେ ଦଳ କହୁଛି ଆମ ନେତା ସବୁ ଠିକ୍ ଅଛନ୍ତି।

Advertisment
Advertisment
Advertisment