ସରକାରୀ କାର୍ଯ୍ୟକ୍ରମ ଆଳରେ ବିଜେଡିରେ ଶକ୍ତି ପ୍ରଦର୍ଶନ । ପଶ୍ଚିମ ଓଡ଼ିଶାର ତିନି ଜିଲ୍ଲା ବରଗଡ, ନୂଆପଡ଼ା ଓ କଳହାଣ୍ଡିରେ ପାୱାର୍ ସୋ'। ବିଜୁ ଜୟନ୍ତୀରେ ବିଜୁ ଏକ୍ସପ୍ରେସ୍ ୱେକୁ ଲୋକାର୍ପିତ କରିବା ସହ ସାଧାରଣ ସଭା ଓ ରୋଡ୍ ସୋ' କରି ସାଧାରଣ ନିର୍ବାଚନ ଲାଗି ଏକ ପ୍ରକାର ପ୍ରଚାର ଆରମ୍ଭ କରିଛନ୍ତି ନବୀନ ।
Published: Tanmay Kumar Mahalik
Last updated: 05 March 2023, 09:52 PM IST
କେଉଁ ସରକାର ତାଙ୍କୁ ପ୍ରୋତ୍ସାହନ ଦେଉଥିଲେ। ରାତାରାତି ଜମି କର୍ନ୍ଭସନ କେମିତି କରୁଥିଲେ? ଦୁର୍ନୀତିରେ ପାହାଡ଼ ଉପରେ ଛିଡ଼ା ହୋଇଥିବା ବ୍ୟକ୍ତି କେମିତି ରାଜ୍ୟସଭାକୁ ଗଲେ?