• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

ଆଖିରେ ପଟି ବାନ୍ଧିଦେଲେ ବି ସବୁ ଦିଶୁଛି.. କେମିତି !
ଆଖିରେ ପଟି ବାନ୍ଧିଦେଲେ ବି ସବୁ ଦିଶୁଛି.. କେମିତି !

ଆପଣ ଆଖି ବନ୍ଦ କରି ବା ଆଖିରେ କଳା ପଟି ବାନ୍ଧି ପାଠ ପଢିପାରିବେ ? ମୋବାଇଲ୍ ବ୍ୟବହାର କରିପାରିବେ ? ବାଇକ୍ ଚଲାଇପାରିବେ ? ଆଜ୍ଞା ହଁ.. ଆଖି ବନ୍ଦ କରିଥିଲେ ବି ସବୁ ଦିଶିବ.. କେମିତି ? ଯେମିତି ଏଇ ପିଲାମାନେ କରୁଛନ୍ତି..

  • Saturday, 12 August 2023
School Problem
ଗ୍ୟାରେଜ୍, ଷ୍ଟୋର୍ ରୁମ୍ ଭଳି ଆମ ବିଶ୍ୱସ୍ତରୀୟ ସ୍କୁଲ..

ଏମିତି ସରକାରୀ ସ୍କୁଲରେ ନେତା, ଜନପ୍ରତିନିଧୀ କି ପ୍ରଶାସନିକ ଅଧିକାରୀ ନିଜ ପିଲାଙ୍କୁ ପଢାଇବେ କି !

  • Saturday, 12 August 2023
Fakir Mohan College
ବୁଢା କୁକୁରକୁ ଝୁରୁଛି ଫକୀର ମୋହନ କଲେଜ

ଚାଲିଗଲା ବୁଢା କୁକୁର.. ଛାଡ଼ିଗଲା ଅନେକ ସ୍ମୃତି.. ଏଇ କଲେଜକୁ ନିଜର ଘର, ଛାତ୍ରଛାତ୍ରୀ ଆଉ କର୍ମଚାରୀମାନଙ୍କୁ ନିଜର ପରିବାରର ସଦସ୍ୟ ବୋଲି ଭାବୁଥିଲା.. ବିନା ଦରମାରେ ସମସ୍ତଙ୍କୁ ଜଗୁଥିଲା.. ତାର ଏକାଦଶାହରେ ସାରା କଲେଜ ଆଜି ତାକୁ ଝୁରୁଛି..

  • Saturday, 12 August 2023
Hare Ram Hare Krishna
୨୦ ବର୍ଷ ହେଲା ଦିନ ରାତି ଶୁଭୁଛି ହରେ ରାମ ହରେ କୃଷ୍ଣ

ଦିନ ରାତି ଅହର୍ନିଶି ଜପୁଛନ୍ତି ହରେ କୃଷ୍ଣ ହରେ ରାମ.. ମାସେ କି ବର୍ଷକର କଥା ନୁହେଁ..ଦୀର୍ଘ ୨୦ ବର୍ଷ ହେଲା ହରେ ରାମ ହରେ କୃଷ୍ଣ ନାମରେ କମ୍ପୁଛି ଏ ପରିବେଶ..

  • Saturday, 12 August 2023
Subhalaxmi death case
ଶୁଭଲକ୍ଷ୍ମୀ 'ସୁଇସାଇଡ୍' ସସପେନ୍ସ

କାହା ପାଇଁ ଆତ୍ମହତ୍ୟା କରିଛନ୍ତି ଶୁଭଲକ୍ଷ୍ମୀ ? ପୁରୁଷ ବନ୍ଧୁଙ୍କ ମୋବାଇଲ୍ ସିଜ୍ କରିଛି ପୋଲିସ୍ । ମୃତ୍ୟୁ ପଛର କାରଣ ନେଇ ପୋଲିସର ତନାଘନା..

  • Friday, 11 August 2023
Mid-Brain Activation
ଆଖି ବନ୍ଦ ଦେଖୁଛି ମସ୍ତିଷ୍କ !

ଚମତ୍କାରଠୁ କମ୍ ନୁହେଁ। ଆଖି ବନ୍ଦ ଅଛି, ହେଲେ ଛୁଇଁକି କହି ଦେଉଛନ୍ତି କେଉଁଟା କେଉଁ ରଙ୍ଗର। ଆଖିରେ ପଟିବାନ୍ଧି ବାଇକ୍ ଓ ସାଇକେଲ ମଧ୍ୟ ଚଳାଉଛନ୍ତି। ହେଲେ ଏସବୁ ଯାଦୁ ନୁହେଁ ଶିକ୍ଷା..

  • Friday, 11 August 2023
Deepika Dinesh
ଡିଏନଏ ରିପୋର୍ଟ ଆଣିଲା ମହାଟ୍ୱିଷ୍ଟ

ଡିଏନଏ ରିପୋର୍ଟ ଆଣିଲା ବ୍ରହ୍ମପୁରର କେ ଦୀପିକା ଓ କେ ଦିନେଶ ମାମଲାରେ ଟ୍ୱିଷ୍ଟ । ରିପୋର୍ଟରେ ସ୍ପଷ୍ଟ ହେଲା ସନ୍ତାନ କାହାର ? ଏବେ ଦୀପିକାଙ୍କୁ ଆପଣାଇବେ ଦିନେଶଙ୍କ ପରିବାର..?

  • Friday, 11 August 2023
Fake teachers caught in 5t school
ସ୍କୁଲ୍ 5T, ଶିକ୍ଷକ ଫୋର ଟ୍ୱେଣ୍ଟି

ରାଜ୍ୟରେ ବଢ଼ିଚାଲିଛି ନକଲି ଶିକ୍ଷକଙ୍କ ତାଲିକା । ନକଲି ସାର୍ଟିଫିକେଟ ଦେଇ 5T ସ୍କୁଲରେ ଚାକିରୀ । କେମିତି ନକଲି ଶିକ୍ଷକମାନେ ସରକାରଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଚାକିରି କଲେ ? ନିଯୁକ୍ତି ସମୟରେ କିଭଳି ଯାଞ୍ଚ ହେଉଥିଲା ?

  • Friday, 11 August 2023
BJD eyeing youths, using sports as political tool ahead of 2024 Elections
ଯୁବ ଭୋଟ ପାଇଁ 'ନୂଆ ଓଡ଼ିଶା' ?

ଯୁବ ଭୋଟ ହାତେଇବାକୁ ଶାସକ ଦଳର ଭରପୁର ପ୍ରୟାସ। ନୂଆ ଓଡ଼ିଶା ସ୍କିମରେ ଖର୍ଚ୍ଚ ହେବ ୩୮୫ କୋଟି । ସ୍ପୋର୍ଟ୍ସ ପରେ ଏବେ ଦକ୍ଷତା ବିକାଶକୁ ଗୁରୁତ୍ୱ..

  • Friday, 11 August 2023
Odia jawan martyred in naxal attack ahead of Independence Day
କାହାକୁ ନମିଳୁ ଏମିତି ଦୁଃଖ

ଲାଲବାହିନୀ ଗୁଳିରେ ଟଳିପଡ଼ିଲେ ସିଆରପିଏଫ୍ ଯବାନ । ମାଓବାଦୀ ଓ ସିଆରପିଏଫ୍ ଯବାନଙ୍କ ମଧ୍ୟରେ ଲଢେଇରେ ସହିଦ ହୋଇଛନ୍ତି ଓଡ଼ିଆ ଯବାନ ସନ୍ତୋଷ କୁମାର ଖୁଣ୍ଟିଆ। ସୁଶାନ୍ତଙ୍କ ଛାତିରେ ବାଜିଥିଲା ଗୁଳି..

  • Friday, 11 August 2023
Sedition Law
ହଟିବ ବ୍ରିଟିଶ ଅମଳ ଆଇନ୍, IPC ବଦଳରେ ଭାରତୀୟ ନ୍ୟାୟ ସଂହିତା

ହଟିବ ବ୍ରିଟିଶ ଅମଳ ଆଇନ୍। ଆଉ ଚଳିବନି ବ୍ରିଟିଶ ଅମଳର ଫୌଜଦାରୀ ଆଇନ୍। ଭାରତୀୟ ଦଣ୍ଡବିଧି ଆଇନରେ ହେବ ବ୍ୟାପକ ପରିବର୍ତ୍ତନ..

  • Friday, 11 August 2023
Financial crunch turns hurdle for meritorious student in Binika
କେମିତି ହେବି ଇଞ୍ଜିନିୟର ?

‘ସ୍ୱାମୀ ଚାଲିଗଲା ପରେ ମୂଲ ଲାଗି ଲାଗି ଝିଅକୁ ମାଟ୍ରିକ୍ ଯାଏ ପଢାଇଲି.. ୭୫ ପ୍ରତିଶତ ରଖି ଝିଅ ମୋର ପାସ୍ ହେଲା.. ଟଙ୍କା ତ ନାହିଁ କେମିତି ତାକୁ କରିବି ଇଞ୍ଜିନିୟର ?’

  • Friday, 11 August 2023
Education system in a shamble in this Khariar school due to lack of infrastructure
ଏଇ ସ୍କୁଲରେ ପୁଅ, ଝିଅଙ୍କ ପାଇଁ ଗୋଟିଏ ଶୌଚାଳୟ...

୧୪୨ ପିଲାଙ୍କ ଭବିଷ୍ୟତ କେମିତି ଗଢା ଚାଲିଛି ଦେଖନ୍ତୁ.. ପ୍ରାଥମିକ ଶିକ୍ଷାର ଏଭଳି ବିକଳ ଚିତ୍ର ଦେଖି ଆପଣଙ୍କ ମନରେ ପ୍ରଶ୍ନ ଉଠୁନି କି ଓଡ଼ିଶାର ଭବିଷ୍ୟତ କ’ଣ, ଆଉ ଆମ ଶିକ୍ଷାର ଗତି କୁଆଡ଼େ ?

  • Friday, 11 August 2023
From Anganwadi didi to successful farmer, know her journey
ଅଙ୍ଗନବାଡ଼ି ଦିଦିରୁ ସଫଳ ଛତୁ ଚାଷୀ

ରୋଜଗାର କରି ଘର ଚଳାଇବାର ବୋଝ କେବଳ ପୁରୁଷ କାହିଁକି ନାରୀ ବି ଉଠାଇପାରେ...କିଛି ଏମିତି ଚିନ୍ତା କରି ଅଧିକ ଆୟ କରିବାକୁ ବାଟ ଖୋଜୁଥିଲେ...ଚେଷ୍ଟା କରୁ କରୁ ତାଙ୍କୁ ୟୁଟ୍ୟୁବ୍ ଦେଖାଇଲା ରାହା.. ଆଉ ତାପରେ ସେ ଅଙ୍ଗନବାଡ଼ି କର୍ମୀରୁ ବନିଗଲେ ଜଣେ ସଫଳ ଛତୁଚାଷୀ..

  • Friday, 11 August 2023
News Fuse
ଫ୍ରେଣ୍ଡ୍‌ସିପ୍ କଥା ଶୁଣିକି ଖାଲି ଖିଲି ଖିଲି ହସିଲେ..

ଫ୍ରେଣ୍ଡ୍‌ସିପ୍ କଥା ଶୁଣିକି ଖାଲି ଖିଲି ଖିଲି ହସିଲେ..ହଇରେ ନାରଣ ଇତନି ଖୁସି ! ବନ୍ଧୁତା ଉପରେ ଆପଣଙ୍କ ମତ କ’ଣ ?

  • Friday, 11 August 2023
Locals allege massive irregularities in PDS rice distribution in Basudevpur
ତାତିଲେ ଶତାଧିକ ମହିଳା.. ପଚାରିଲେ ଆମ ଚାଉଳ ଖାଇଛି କିଏ ?

ଜୋରଦାର୍ ଆନ୍ଦୋଳନ.. ଏକାଠି ହେଲେ ଶତାଧିକ ମହିଳା.. ଘେରିଗଲେ.. ରାସ୍ତା ବି ଛାଡ଼ିଲେନି.. ଅଫିସରେ ପଶି ପଚାରିଲେ ଆମ ଚାଉଳ ଖାଇଛି କିଏ ?

  • Friday, 11 August 2023
Poor road community affects normal life in Koida
ଖାଲି ପଚ ପଚ କାଦୁଅ

ଯଦି ସାମାନ୍ୟ ଅନ୍ୟମନସ୍କ ହେବେ ତାହେଲେ ‘ନଜର ହଟି ତୋ ଦୁର୍ଘଟନା ଘଟି’.. ହଁ ଆଜ୍ଞା.. ୟେ ରାସ୍ତା ନୁହେଁ..ଏ ହେଉଛି ମରଣଯନ୍ତା..

  • Friday, 11 August 2023
Due to arrogance, Congress is not able to see the reality: PM Modi
’ଓଡ଼ିଶାରେ ୨୮ ବର୍ଷ ହେଲା କଂଗ୍ରେସ କ୍ଷମତାଚ୍ୟୁତ’

କଂଗ୍ରେସ ପ୍ରତି ଅନାସ୍ଥା ନେଇ ବିଭିନ୍ନ ରାଜ୍ୟର ଉଦାହରଣ ଦେଲେ ମୋଦି । ଓଡ଼ିଶାରେ ୨୮ ବର୍ଷ ହେଲା କଂଗ୍ରେସ କ୍ଷମତାଚ୍ୟୁତ ହୋଇଛି କହିଲେ । ୧୯୯୫ ପରେ ଓଡ଼ିଶାରେ ଆଉ କଂଗ୍ରେସ କ୍ଷମତାକୁ ଆସିପାରିନାହିଁ ।

  • Thursday, 10 August 2023
No-confidence motion against government defeated in Lok Sabha by voice vote
କାଟ୍ ଖାଇଲା ଅନାସ୍ଥା ପ୍ରସ୍ତାବ

ମୋଦି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ କାଟ୍ ଖାଇଲା । ଅନାସ୍ଥା ପ୍ରସ୍ତାବରେ ପୁଣି ଜିତିଲା ମୋଦି ସରକାର । ବାଚନିକ ଭୋଟରେ ହେଲା ଭୋଟିଂ । ଭୋଟ୍ ପୂର୍ବରୁ କକ୍ଷତ୍ୟାଗ କରିଥିଲେ ବିରୋଧୀ ।

  • Thursday, 10 August 2023
dengue
ରାଜଧାନୀରେ ଡେଙ୍ଗୁ ବେକାବୁ ! କ୍ୟାପିଟାଲ ହସପିଟାଲ ବାରଣ୍ଡାରେ ପଡ଼ି ରହିଛନ୍ତି ରୋଗୀ

ବିଏମସିର ତଥ୍ୟ ଅନୁସାରେ ଭୁବନେଶ୍ୱରରେ ଅଗଷ୍ଟ ପହିଲାରୁ ଆଜି ଯାଏ ୩୬୧ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି । ସେପଟେ ଚୋର ଗଲା ପରେ ବୁଦ୍ଧି ଆସିବା ପରି ଏବେ ଚେତିଛି ଭୁବନେଶ୍ୱର ମହାନଗର ନିଗମ । ବିଏମ୍‌ସି ଜାରି କରିଛି ଅଜବ ନିର୍ଦ୍ଦେଶନାମା ।

  • Thursday, 10 August 2023
Subhalaxmi
ଶୁଭଲକ୍ଷ୍ମୀ ମୃତ୍ୟୁକୁ ନେଇ ବଢିଚାଲିଛି ସସ୍‌ପେନ୍ସ !

ପୋଲିସ ସ୍କାନରରେ ସଂପର୍କୀୟ ମାମୁ ସହିତ ଏକାଧିକ ପୁରୁଷ ବନ୍ଧୁ । ଡିସିପିଙ୍କୁ ରିପୋର୍ଟ ମାଗିଲେ ରାଜ୍ୟ ମହିଳା କମିଶନ ।

  • Thursday, 10 August 2023
agniveer
ଚର୍ଚ୍ଚାରେ ନନ୍ଦକିଶୋରଙ୍କ କାହାଣୀ; ପରିସ୍ଥିତି ବନାଇଥିଲା ଶ୍ରମିକ, ହେଲେ ଆଜି ସେ ଅଗ୍ନିବୀର

ନନ୍ଦକିଶୋର ନାଗ୍ । ପିଲାଟି ବେଳୁ ଦେଶମାତୃକାର ସେବା ପାଇଁ ସ୍ୱପ୍ନ ଦେଖୁଥିଲେ ସତ, ହେଲେ ପରିସ୍ଥିତି ତାଙ୍କୁ ଶ୍ରମିକ ସଜେଇଦେଇଥିଲା । ବାପା କାଳିଆ ନାଗ, ହଠାତ୍ ପକ୍ଷାଘାତରେ ପୀଡ଼ିତ ହେବାରୁ ପାଠପଢ଼ାରେ ଡୋରି ଲାଗିଲା ।

  • Thursday, 10 August 2023
Ratnabhandar
ରତ୍ନଭଣ୍ଡାରରେ ସୁରକ୍ଷିତ ଅଛି ତ ରତ୍ନ ? ସରକାରୀ ତଥ୍ୟରେ ନାହିଁ ତାଳମେଳ !

ବିଧାନସଭାରେ ତଥ୍ୟ ଓ ହାଇକୋର୍ଟରେ ଦାଖଲ ସତ୍ୟପାଠରେ ତଥ୍ୟ ଭିନ୍ନ । ୪୦ କେଜି ରୁପା କମ୍ ଦର୍ଶାଇଛନ୍ତି ରାଜ୍ୟ ସରକାର ।

  • Thursday, 10 August 2023
BJD - BJP
ଜାତୀୟ ସ୍ତରରେ ନବୀନଙ୍କ ଭାବମୂର୍ତ୍ତି ସଂକଟରେ ! ସନ୍ଦେହରେ ଜନତା, ଦ୍ୱନ୍ଦ୍ୱରେ କ୍ୟାଡର

ମୋଦି ସରକାରକୁ ଖୋଲା ସମର୍ଥନ ପରେ ଅଡୁଆରେ ବିଜେଡି । ବିଜେପି-ବିଜେଡିର ସମୁଦ୍ର-ନଦୀ ଉପାଖ୍ୟାନକୁ ନେଇ ବୟାନବାଜି ।

  • Thursday, 10 August 2023
crops damaged
ନଈବଢ଼ି ଯୋଗୁଁ ବୁଡ଼ିଗଲା ଚାଷ, ଚିନ୍ତାରେ ଚାଷୀ

ମହାନଦୀରେ ବନ୍ୟା ଜଳ ଆସିଲା । ଦୟାନଦୀ ଓ ଭାର୍ଗବୀରେ ପଶିଲା । ଫଳରେ ପୁରୀ ଜିଲ୍ଲା କଣାସ ଅଞ୍ଚଳର ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଗଲା । ଏବେ ଧାନ ସାଙ୍ଗକୁ ପନି ପରିବା ଫସଲ ନଷ୍ଟ ହେବାରୁ ଚିନ୍ତାରେ ଚାଷୀ..

  • Thursday, 10 August 2023