ଟାଟା ପାଓ୍ୱାରକୁ ଓଇଆରସିଙ୍କ କଡ଼ା ତାଗିଦ୍ । ଏଥରର ପାୱାର କଟ୍ ସମସ୍ୟା ଆସନ୍ତାବର୍ଷକୁ ନରହୁ । ସମୟସୀମା ଭିତରେ ସରୁ ଟାସ୍କ ଓ ଭିତ୍ତିଭୂମିରେ ସୁଧାର କାମ । ବାର୍ଷିକ କାର୍ଯ୍ୟଦକ୍ଷତାର ସମୀକ୍ଷା ବେଳେ ଆଜି ଟାଟ ପାଓ୍ୱାରକୁ ଏମିତି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଓଇଆରସି ବା ବିଦ୍ୟୁତ ନିୟାମକ ଆୟୋଗ। ନିର୍ଦ୍ଦାରିତ ସମୟ ମଧ୍ୟରେ କାମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
Published By: Satyendu Shekher Mishra
Last updated: 12 July 2023, 09:55 PM IST
ବର୍ତ୍ତମାନ ଚାଲିଛି ଏଆଇ ଆଉ ଡିଜିଟାଲ ଜମାନା । ଏହାକୁ ବ୍ୟବହାର କରି ବିକଳ୍ପ ସମାଧାନର ଉପାୟ ଆଣିଛନ୍ତି ଏହି ଯୁବକ । ଏହି ଯୁବକ ଆଣିଛନ୍ତି ଅଜବ ସେବା । ସେ ଏହାର ନାମ ଡିଜିଟାଲ୍ ଫଟୋ ସ୍ନାନ (ଫଟୋ ପାଇଁ ପବିତ୍ର ବୁଡ଼) ରଖିଛନ୍ତି ।