• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

flute
ପେଶାରେ ଝାଡୁଦାର, ନିଶା କିନ୍ତୁ ବଂଶୀ ବଜାଇବା...

ଇଏ ବି ଜଣେ କଳାକାର । ପେଶାରେ ସିନା ଝାଡୁଦାର ହେଲେ ସକାଳୁ ସଂଜ ପର୍ଯ୍ୟନ୍ତ ବଂଶୀ ବଜାଇବା ତାଙ୍କର ନିଶା । ମନ୍ଦିର ସାମ୍ନାରେ ଏତେ ମଧୁର ସ୍ୱରରେ ବଂଶୀ ବଜାନ୍ତି ଯେ ଶୁଣିବା ଲୋକ କାମ ଛାଡି ଘଡିଏ ଛିଡା ହୁଏ, ଗୀତ ଶୁଣେ...

  • Saturday, 05 August 2023
ପୁଣି ବୁଡେଇଲା ଘାଇ, ପାଣିରେ ଗଲା ୩୭ ଲକ୍ଷ
ପୁଣି ବୁଡେଇଲା ଘାଇ, ପାଣିରେ ଗଲା ୩୭ ଲକ୍ଷ

ଗତବର୍ଷ ସେଇଠି ଘାଇ ହୋଇଥିଲା, ଦେଢ଼ମାସ ତଳେ ମରାମତିରେ ୩୭ ଲକ୍ଷ ଟଙ୍କା ଖର୍ଚ୍ଚ ବି ହେଲା । ଆଜି ପୁଣି ସେଠି ୨୦ ଫୁଟ୍ ରୁ ଅଧିକ ଚଉଡ଼ା ଘାଇ ମେଲି ଗାଁଗଣ୍ଡାରେ ବଢ଼ି ପାଣି ପଶିଯାଇଛି। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ତେରମାଣପୁରରେ ଗାଁ ନିକଟରେ ମହାନଦୀରେ ପୁଣି ବିରାଟ ଘାଇ ଏ ସ୍ଥିତି ସୃଷ୍ଟି କରିଛି

  • Friday, 04 August 2023
Jay Jagannath Temple
ଖୋଲିବ ମହାପ୍ରଭୁ ଜଗନ୍ନାଥଙ୍କ ରହସ୍ୟମୟ ରତ୍ନଭଣ୍ଡାର, ପଡ଼ିଲା ମୂଳଦୁଆ

ତୁରନ୍ତ ରତ୍ନଭଣ୍ଡାର ଖୋଲି ଏହାର ସ୍ଥିତି ଯାଞ୍ଚ ସହ ଆବଶ୍ୟକସ୍ଥଳେ ମରାମତି ପାଇଁ ମ୍ୟାନେଜିଂ କମିଟିକୁ ଚିଠି ଲେଖିଥିଲା ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ବା ASI । ଯାହାକୁ ଗୁରୁତ୍ବ ଦେଇ ୨୦୨୪ ରଥଯାତ୍ରାବେଳେ ରତ୍ନଭଣ୍ଡାର ଖୋଲିବାକୁ ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ବାଜିଛି ମୋହର।

  • Friday, 04 August 2023
ଯୁକ୍ତ ଦୁଇ ଆଡମିଶନରେ ବଡ଼ ହେରଫେର୍
ଯୁକ୍ତ ଦୁଇ ଆଡମିଶନରେ ବଡ଼ ହେରଫେର୍

ଯୁକ୍ତ ଦୁଇ ଆଡମିଶନ ସରିଲା। ଅଗଷ୍ଟ ୧ରୁ କ୍ଲାସ୍ ବି ଆରମ୍ଭ ହେଲାଣି। ମାତ୍ର ଏବେ ସାମନାକୁ ଆସିଛି ଆଡମିଶନ୍ ଗଡ଼ବଡ଼ି। ଅନ୍ ଲାଇନ୍ ସ୍ପଟ୍ ଆଡମିଶନ୍ ସତ୍ତ୍ବେ କମ୍ ମାର୍କ ରଖିଥିବା ପିଲା ନାମ ଲେଖାଇଥିବାବେଳେ ମେଧାବୀ ଛାତ୍ରଛାତ୍ରୀ ବାଦ୍ ପଡ଼ିଛନ୍ତି

  • Friday, 04 August 2023
Manmohan Samal
୨୦୨୪ ପୂର୍ବରୁ ରଣନୀତି; ମନମୋହନ ଗଠନ କଲେ ନୂଆଟିମ୍‌

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ବିଜେପି ପ୍ରସ୍ତୁତ କଲା ରଣନୀତି । ବିଜେପି ପକ୍ଷରୁ ରାଜ୍ୟ ପଦାଧିକାରୀଙ୍କ ତାଲିକା ଜାରି ହୋଇଛି । ଏହି ତାଲିକାରେ ୩୫ ଜଣଙ୍କ ନାଁ ରହିଛି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏହି ତାଲିକା ଜାରି କରିଛନ୍ତି । ଜାରି ହୋଇଥିବା ତାଲିକାରେ ୧୦ ଜଣ ଉପସଭାପତି ରହିଥିବାବେଳେ ୫ ସାଧାରଣ ସମ୍ପାଦକ ସାମିଲ ହୋଇଛନ୍ତି ।

  • Friday, 04 August 2023
Bhadrak Flood
ବଢ଼ି ଘେରରେ ଶହ ଶହ ଗାଁ, ବନ୍ୟାରେ ୩ ଜଣଙ୍କ ପ୍ରାଣହାନୀ ହୋଇଥିବା ଅଭିଯୋଗ

ବର୍ଷା ଥମିଛି, ମହାନଦୀ ତଳମୁଣ୍ଡରେ ଜଳ ପ୍ରବାହ ସାମାନ୍ୟ ହ୍ରାସ ବି ପାଇଛି। କିନ୍ତୁ, ବଢ଼ିଛି ଲୋକଙ୍କ ଦୁର୍ଦ୍ଦଶା। କାରଣ ମହାନଦୀ, ବୈତରଣୀ, ବ୍ରାହ୍ମଣୀର ଶାଖାନଦୀର ବନ୍ୟାପାଣି ଗାଁ ଗାଁରେ ପଶିଛି। ଫଳରେ ୨ଦିନ ହେଲା ଜଳବନ୍ଦୀ ଜୀବନ ଜୀଉଁଛନ୍ତି ଲୋକେ। ଏପରିକି କେଉଁଠି ଘାଇ ହୋଇଛି, ତ ଆଉ କେଉଁଠି ଜୀବନ ନେଇଛି ବର୍ଷର ଏହି ପ୍ରଥମ ବନ୍ୟା

  • Friday, 04 August 2023
Urban flooding
ଅକଥନୀୟ ଦୁର୍ଦ୍ଦଶାରେ ଦିନ ଦିନ ଧରି ଘାଣ୍ଟି ହେଉଛି ସହରୀଜୀବନ

ବର୍ଷକୁ ବର୍ଷ ରାଜଧାନୀବାସୀଙ୍କ ଚିନ୍ତା ବଢ଼ାଉଛି ସହରୀ ବନ୍ୟା। ହେଲେ କାହିଁକି ? କଣ ପାଇଁ ଏ ସମସ୍ୟା ? କଣ ଏହାର ସମାଧାନ ? ବିଶେଷଜ୍ଞଙ୍କ ମତରେ ରାଜ୍ଧାନୀର ସ୍ବରେଜ ବ୍ୟବସ୍ଥାକୁ ସମ୍ଭାଳୁଥିବା ୧୦ ଟି ପ୍ରାକୃତିକ ନାଳ ଏବେ ଅବହେଳିତ। ପ୍ରାକୃତିକ ନାଳର ଅବକ୍ଷୟ ପାଇଁ ଏ ଦୁର୍ଦ୍ଦଶା।

  • Friday, 04 August 2023
Floodwater
ବୁଡ଼ି ଯାଇଛି ଚାଷ ଜମି, ଚାରିଆଡ଼େ ଏବେ ଖାଲି ପାଣି ଆଉ ପାଣି

ଯେଉଁଠି କିଛି ଦିନ ତଳେ ଧାନ ରୋଇଥିଲେ, ଆଜି ଉଜୁଡ଼ି ଯାଇଥିବା କେଣ୍ଡାକୁ ଧରି ବସିଛନ୍ତି ଚାଷୀା ଆଣ୍ଠୁଏ ଉଚ୍ଚର ପାଣି ସଜ ପରିବାକୁ ନଷ୍ଟ କରିଛିା ବାଇଗଣଠୁ ଆରମ୍ଭ କରି କଖାରୁ, କଦଳୀରୁ କଲରା ସବୁ କିଛି ଉଜାଡ଼ି ଦେଇଛି ବଢ଼ିଲା ନଈା

  • Friday, 04 August 2023
Rs 5 crore sanctioned for interior design of Aahar centre in Cuttack
ଆହାର କେନ୍ଦ୍ର ପାଇଁ ୫ କୋଟି ?

ନାରଣ ସେଇଟା କଣ ଆମେରିକାରେ କି ? ଆହାର କେନ୍ଦ୍ର କେବଳ ଓଡ଼ିଶାରେ, ତୁ କାହିଁ ଆମେରିକାରେ ତାକୁ ମନେ ପକାଉଛୁ କିରେ ? ନାରଣ..ଗନ୍ଧିଆ ପାଣି ଯେଉଁଠି, ଆହାର କେନ୍ଦ୍ର ସେଇଠି...

  • Friday, 04 August 2023
Defying all odds, these 2 meritorious students crack OAS exam
ଗରିବ ଘରକୁ ଫେରିଲା ହସ, OAS ପାଇଲା ପୁଅ...

ସଂଘର୍ଷ କଲେ ସଫଳତା ନିଶ୍ଚୟ ମିଳିବ । କାହା ବାପା ପାଲା ଗାୟକ ତ ଆଉ କାହାର ତେଜରାତୀ ଦୋକାନୀ...କଠିନ ପରିଶ୍ରମର ଫଳ ପାଇଛି ପୁଅ । ଏବେ ହାକିମ ହେବ, ଲୋକଙ୍କ ଦୁଃଖ ଶୁଣିବାକୁ କରିଛନ୍ତି ପଣ...

  • Friday, 04 August 2023
Man brutally kills female friend in Odisha’s Aska
ବାହା ହେବାକୁ ପ୍ରତିଶ୍ରୁତି ଦେଇଥିଲା, ହାଣିକି ମାରିଦେଲା...

ପ୍ରେମିକ ନାଁରେ କଳଙ୍କ । ଯାହାକୁ ଭଲପାଉଥିଲା, ବିବାହର ପ୍ରତିଶ୍ରୁତି ଦେଇଥିଲା...ତା’କୁ ହିଁ ମାରିଦେଲା । ୨ ସହଯୋଗୀଙ୍କ ଗିରଫ ପରେ ପୁରା ଘଟଣାର ହେଲା ପର୍ଦ୍ଦାଫାଶ । ଭାଇ କହୁଛି ଭଉଣୀର ହତ୍ୟାକାରୀଙ୍କୁ ଦଣ୍ଡ ମିଳୁ...

  • Friday, 04 August 2023
Odisha BJP announces new 35-member team ahead of 2024 elections
ରାଜ୍ୟ ବିଜେପିର ନୂଆ ଟିମ୍‌

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ବିଜେପି ପ୍ରସ୍ତୁତ କଲା ରଣନୀତି । ବିଜେପି ପକ୍ଷରୁ ରାଜ୍ୟ ପଦାଧିକାରୀଙ୍କ ତାଲିକା ଜାରି ହୋଇଛି । ଏହି ତାଲିକାରେ ୩୫ ଜଣଙ୍କ ନାଁ ରହିଛି ।

  • Friday, 04 August 2023
Andhra Pradesh Police rescue puppies after dog seeks help
ବନ୍ୟାରେ ଫଶିଥିଲେ ଛୁଆ...ପୋଲିସ ପାଖରେ କାନ୍ଦି ପିଲାର ଜୀବନ ବଞ୍ଚାଇଲା ମା’ କୁକୁର

ଇଏ ବି ଜଣେ ମାଆ । ହଠାତ୍‌ ବନ୍ୟା ପାଣି ମାଡି ଆସିଲା ଆଉ ଫଶିଗଲେ କୁନିକୁନି ଛୁଆ । ବହୁତ ଚେଷ୍ଟା କରିବା ପରେ ବି ପିଲାଙ୍କୁ ଉଦ୍ଧାର ନକରିପାରିବାରୁ ପୋଲିସଙ୍କ ପାଖରେ ପହଞ୍ଚିଥିଲା ମାଆ । ଭୁକିଲା, ଉଦ୍ଧାର ପାଇଁ କାକୁତି ମୀନତି ହେଲା । ଶେଷରେ ଛୁଆମାନେ ଉଦ୍ଧାର ହେବା ପରେ...

  • Friday, 04 August 2023
Villagers in Nuapada believe, ‘crocodile attacks if you wear red and use turmeric while taking bath’
ହଦଳୀ ଲଗାଇ ଗାଧୋଇଲେ, କୁମ୍ଭୀର ଟାଣିନେବ !

ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ! ଇଏ ଏମିତି ଏକ ନଦୀ ଯେଉଁଠି କେହି ବି ହଳଦୀ ଲଗାଇ ଗାଧାନ୍ତି ନାହିଁ କି ଲାଲ୍‌ ବସ୍ତ୍ର ପିନ୍ଧି ନଈରେ ପଶନ୍ତି ନାହିଁ । ଯଦି ପୂର୍ବପୁରୁଷଙ୍କର ଏହି ପରମ୍ପରାକୁ କେହି ନମାନନ୍ତି କୁମ୍ଭୀର ତାଙ୍କୁ ଆକ୍ରମଣ କରେ, ଗାଁରେ ଝାଡାବାନ୍ତି ବ୍ୟାପେ...

  • Friday, 04 August 2023
This school in Cuttack has week off on Friday instead of Sunday
ଅଜବ ସ୍କୁଲ ! ଶୁକ୍ରବାର ବନ୍ଦ ରହୁଛି, ରବିବାର ଖୋଲା

ସରକାରୀ ସ୍କୁଲ୍‌ ହେଲେ ଶୁକ୍ରବାର ଛୁଟି, ରବିବାର ଖୋଲା ରହୁଛି । ପିଲାମାନେ ପାଠ ପଢୁଛନ୍ତି କିନ୍ତୁ ଅଭିଭାବକ ଅସନ୍ତୋଷ ଝାଡୁଛନ୍ତି । ପୂରା ଘଟଣା ଜାଣିଲେ..

  • Friday, 04 August 2023
Woman rescues goat from rising floodwaters in Bhadrak
ଛେଳିକୁ ଧରି ଜୀବନ ବଞ୍ଚାଇଲେ ଯୁବତୀ

ଆଖି ଯେତେ ଯାଏ ପାଇବ, ସେତେ ଯାଏ କେବଳ ପାଣି ହିଁ ପାଣି...କାହା ଘରେ ପାଣି ପଶିଲାଣି ତ କାହା ବେଡ୍‌ରୁମ୍‌ରେ । ଏମିତି ସ୍ଥିତିରେ ଛେଳିକୁ ନେଇ ଧାଇଁଲେ ଯୁବତୀ

  • Friday, 04 August 2023
Jharpada jail inmate becomes radio jockey
କଏଦୀ ହୋଇ ଆସିଥିଲେ...R.J Tusar ବନିଗଲେ

ଜୀବନ ବଦଳାଇ ଦେଲା ଜେଲ୍‌ । ଗିରଫ ହୋଇ ଝାରପଡା ଜେଲ୍‌ରେ ରହିଲେ...ଏବେ RJ ତୁଷାର କହିଲେ ସମସ୍ତେ ଜାଣୁଛନ୍ତି...ଆଙ୍କରିଂଙ୍କୁ ଭୂରିଭୂରି ପ୍ରଶଂସା କରୁଛନ୍ତି

  • Friday, 04 August 2023
food safety officer
ଖାଦ୍ୟ ମାନ ପରଖୁଛି କିଏ?

ଗାଁ ହେଉ କି ସହର ସବୁଠି ଛତୁ ଫୁଟିଲା ଭଳି ଖାଦ୍ୟ ସାମଗ୍ରୀ ଦୋକାନ । ହେଲେ ଏସବୁ ସ୍ଥାନରେ ମିଳୁଥିବା ଖାଦ୍ୟ କେତେ ସ୍ୱାସ୍ଥ୍ୟକର? ଖାଦ୍ୟ ସାମଗ୍ରୀର ମାନ ଯାଞ୍ଚ ପାଇଁ ସରକାର ଖାଦ୍ୟ ନିରାପତ୍ତା ଅଧିକାରୀଙ୍କୁ ନିଯୁକ୍ତ କରିଛନ୍ତି । କିନ୍ତୁ ଉଦବେଗର ବିଷୟ ହେଲା ସେଥିରୁ ୪୩ଟି ପଦବି ଏବେ ଫାଙ୍କା ପଡ଼ିଛି । ଫଳରେ ଅନେକ ସ୍ଥାନରେ ମାସ ମାସ ଧରି ଖୋଲାମେଲାରେ ବିକ୍ରି ହେଉଥିବା ଖାଦ୍ୟ ପଦାର୍ଥର ମାନ ଯାଞ୍ଚ ହୋଇପାରୁନାହିଁ ।

  • Thursday, 03 August 2023
market building
୧୯ ଦିନର ଟଣାଓଟରା ପରେ ଖୋଲିଲା ମାର୍କେଟ୍ ବିଲଡିଂ; ବସିପାରିବେନି ଅସ୍ଥାୟୀ ବ୍ୟବସାୟୀ

ଖୋଲିଲା ରାଜଧାନୀର ମାର୍କେଟ ବିଲ୍ଡିଂ । ବିଏମସିର ଲିଖିତ ପ୍ରତିଶ୍ରୁତି ପରେ ୧୯ ଦିନ ପରେ ପୁଣି ଚଳଚଂଚଳ ହୋଇ ଉଠିଛି ୟୁନିଟ-୨ ମାର୍କେଟ ବିଲ୍ଡିଂ । ଆଜି ସକାଳୁ ପ୍ରଥମେ ଛୋଟ ରେଡିମେଡ୍ ଦୋକାନ ଖୋଲିଥିବା ବେଳେ ସନ୍ଧ୍ୟାରେ ସୋରୁମ୍ ମଧ୍ୟ ଖୋଲିଛି । ନିଷ୍ପତ୍ତି ଅନୁସାରେ ଏଣିକି ମାର୍କେଟ୍ ବିଲ୍ଡିଂ ପରିସରରେ କୌଣସି ଅସ୍ଥାୟୀ ବ୍ୟବସାୟୀ ବସି ପାରିବେ ନାହିଁ । ମୋଟ୍ ୧୨ଟି ପଏଣ୍ଟରେ ସ୍ଥାୟୀ ବ୍ୟବସାୟୀ ଓ BMC ମଧ୍ୟରେ ଏକ ଚୁକ୍ତି ହୋଇଛି । ସେପଟେ କିନ୍ତୁ ମାର୍କେଟ୍ ବିଲ୍ଡିଂ ପରିସରରେ ବସିବା ଜିଦ୍‌ରେ ଅଟଳ ରହିଛନ୍ତି ଉଠା ଦୋକାନୀ ।

  • Thursday, 03 August 2023
Organ Donation Day
ଆଜି ବି ଅଙ୍ଗଦାନ କରି ନିଜର ଅମର କାହାଣୀ ଲେଖି ଦେଇ ଯାଇଛନ୍ତି ଅନେକ ଅଙ୍ଗଦାତା

ରାଜ୍ୟରେ ମାସକରେ ସାମ୍ନାକୁ ଆସୁଛି ୫ରୁ ୬ ଅଙ୍ଗ ପ୍ରତିରୋପଣ ମାମଲା । ହେଲେ ଆବଶ୍ୟକତା ଅନୁଯାୟୀ କମ୍ ପଡୁଛି ଅଙ୍ଗଦାତାଙ୍କ ସଂଖ୍ୟା । ଯାହାକୁ ନେଇ ଜାତୀୟ ଅଙ୍ଗଦାନ ଦିବସ ଅବସରରେ ଚିନ୍ତା ପ୍ରକାଶ ପାଇଛି । କିନ୍ତୁ ଆଜି ବି ଅଙ୍ଗଦାନ କରି ନିଜର ଅମର କାହାଣୀ ଲେଖି ଦେଇ ଯାଇଛନ୍ତି ଅନେକ ଅଙ୍ଗଦାତା ।

  • Thursday, 03 August 2023
Union Home Minister Amit Shah
କାଲି ଓଡ଼ିଶା ଆସୁଛନ୍ତି ଅମିତ ଶାହ: ୨୪ ପାଇଁ ଦଳୀୟ କର୍ମକର୍ତ୍ତାଙ୍କୁ ଦେବେ ଗୁରୁମନ୍ତ୍ର

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଚାନକ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମକୁ ନେଇ ଚର୍ଚ୍ଚା। କାଲିଠାରୁ ଶାହ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଥିବା ବେଳେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ। ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଷ୍ଟେଜ୍ ସେୟାର କରିବେ। ତେବେ ନିକଟରେ କେନ୍ଦ୍ର ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ବିଜେଡିର ବିରୋଧ ଓ ଦିଲ୍ଲୀ ସେବା ବିଲ୍ କୁ ସମର୍ଥନ ପରେ, ରାଜନୈତିକ ଦିଗରେ କୌଣସି ଆଲୋଚନା ହେବ ନାହିଁ ତ, ତାକୁ ନେଇ ଚର୍ଚ୍ଚା ହେଉଛି। ସେପଟେ ପାର୍ଟି ମୁଖ୍ୟାଳୟରେ ବି ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ୨୪ ନିର୍ବାଚନ ଲାଗି ଶାହ ଦେବେ ଗୁରୁମନ୍ତ୍ର।

  • Thursday, 03 August 2023
 Heavy Rainfall
ବୁଡାଇ ଦେଲା ବର୍ଷା : ଛାରଖାର ହେଲା ଚାଷୀର ସ୍ୱପ୍ନ, ଋଣ ଟଙ୍କା ସୁଝିବ କେମିତି ?

ବର୍ଷା ଆଣିଲା ବିପତ୍ତି । ଉଜାଡିଦେଇଛି ଚାଷୀର ସୁନାର ଫସଲ । କେଉଁଠି ତଳି ପଡିଥିବା ଧାନ ବିଲରେ ପାଣି ପଶି ଫସଲ ଧୋଇ ଯାଇଛି ତ କେଉଁଠି ବେକେ ପାଣିରେ ବୁଡି ରହିଛି ପନିପରିବା ଫସଲ । ଚାଷ ଜମିରେ ଲହଡି ଭାଙ୍ଗୁଛି ବନ୍ୟା ଜଳ। ଆଖି ଆଗରେ ଫସଲ ଉଜୁଡୁଥିବା ଦେଖି ଚାଷୀଙ୍କୁ ଘାରିଛି ଋଣ ସୁଝିବା ଚିନ୍ତା ।

  • Thursday, 03 August 2023
River Baitarani
ଭୟ ବଢ଼ାଇଲା ବୈତରଣୀର ଜଳସ୍ତର: କେନ୍ଦୁଝର, ଢେଙ୍କାନାଳ, ଯାଜପୁର ଓ ଭଦ୍ରକକୁ ଭୟ

କେନ୍ଦୁଝରରୁ ଢେଙ୍କାନାଳ, ଯାଜପୁରରୁ ଭଦ୍ରକ। ୪ ଜିଲ୍ଲାକୁ ଭୟ ବଢ଼ାଇଛି ବୈତରଣୀ ନଦୀର ଜଳସ୍ତର। ଏବର୍ଷର ପ୍ରଥମ ବନ୍ୟାଜଳ ବୈତରଣୀ ଓ ବ୍ରାହ୍ମଣୀ ସମେତ ଏହାର ଶାଖାନଦୀ ସବୁ ବିଭିନ୍ନ ସ୍ଥାନରେ ବିପଦ ସଙ୍କେତ ଟପିଥିବାବେଳେ ଗାଁ ଭୂଇଁ, ମଠ ମନ୍ଦିର, ଶିକ୍ଷାନୁଷ୍ଠାନ ଏବେ ଉବୁଟୁବୁ ଅବସ୍ଥାରେ। ଆଜି ବୈତରଣୀ ଜଳସ୍ତର ଖସିଥିଲେ ବି ରାଇଜିଂ ଟ୍ରେଣ୍ଡରେ ଥିବା ବ୍ରାହ୍ମଣୀ କିନ୍ତୁ ବିପଦ ବଢ଼ାଇଛି। ସମ୍ଭାବ୍ୟ ସ୍ଥିତିକୁ ଦେଖି ରେସ୍କ୍ୟୁ ଟିମକୁ ସଜାଗ ରଖାଯାଇଛି।

  • Thursday, 03 August 2023
Mahanadi River
ରାଜ୍ୟକୁ ପୁଣି ବନ୍ୟା ବିପତ୍ତି ! ବୁଡିଲା ନୟାଗଡ଼-ବୌଦ୍ଧ-ସୋନପୁର-କଟକ

ଉଛୁଳୁଛି ମହାନଦୀ। ସୁ ସୁ ହୋଇ ମାଡ଼ି ଚାଲିଛି ବଢ଼ିପାଣି । କେଉଁଠି କରାଳ ରୂପ ନେଇ ନଈରେ ଚାଲିଛି, ତ କେଉଁଠି ଘାଇ ଭାଙ୍ଗି, ବନ୍ଧ ଡେଇଁ ଗାଁ ଗାଁରେ ପଶିଲାଣି। ଯୋଗାଯୋଗ ବିଚ୍ଛିନ୍ନ ହେଲାଣି। ଭୟ ମାଡ଼ି ବସିଲାଣି। ପ୍ରବଳ ବର୍ଷା ପରେ ମହାନଦୀ ଫୁଲିବା ପରଠୁ ସୋନପୁର, ବୌଦ୍ଧ, ନୟାଗଡ଼ ଓ କଟକରେ ତାଉ ଦେଖେଇବା ଆରମ୍ଭ କରିଦେଇଛି ବନ୍ୟା ।

  • Thursday, 03 August 2023
2 youths trapped in river get rescued by fire dept team in Dhenkanal
‘ଆମେ ପାଣି ଘେରରେ ରହିଯାଇଥିଲୁ, ରାତିରେ ସାପ ଉପରକୁ ଉଠି ଆସୁଥିଲେ’

‘ଆମେ ପାଣି ଘେରରେ ରହିଯାଇଥିଲୁ । ବ୍ରାହ୍ମଣୀ ନଦୀର ଘୁ ଘୁ ଗର୍ଜନ ସାଙ୍ଗକୁ ରାତିରେ ସାପ ଉପରକୁ ଉଠି ଆସୁଥିଲେ । ଆମେ ଡରି ଯାଇଥିଲୁ । ସକାଳୁ ଆମକୁ ଉଦ୍ଧାର କଲେ । ’

  • Thursday, 03 August 2023