ରୋକାଯାଇ ପାରିଥାନ୍ତା ସାରା ବିଶ୍ୱକୁ ଦୋହଲାଇ ଦେଇଥିବା ବାହାନଗା ଦୁର୍ଘଟଣାକୁ । ଟାଳି ଦିଆଯାଇ ପାରିଥାନ୍ତା ଟ୍ରେନ୍ ଟ୍ରାଜେଡିକୁ। କିନ୍ତୁ ଦୁର୍ଭାଗ୍ୟ, କିଛି କର୍ମଚାରୀଙ୍କ ଦାୟିତ୍ୱହୀନତା ପାଇଁ ଚାଲିଗଲା ୨୯୩ ଯାତ୍ରୀଙ୍କ ଜୀବନ। ଏବେ କେବଳ ଚାଲିଛି, ଅଭିଯୁକ୍ତ କର୍ମଚାରୀଙ୍କ ବିରୋଧରେ ପ୍ରମାଣ ଖୋଜା। ଜଣଙ୍କ ପରେ ଜଣଙ୍କ ବିରୋଧରେ ହେଉଛି ବିଭାଗୀୟ କାର୍ଯ୍ୟାନୁଷ୍ଠାନ। ୭ ଜଣ କର୍ମଚାରୀଙ୍କୁ ଚାକିରିରୁ କରାଯାଇଛି ସସପେଣ୍ଡ।
Published By: Satyendu Shekher Mishra
Last updated: 12 July 2023, 09:59 PM IST
ଏକ ଅଜବ ଘଟଣା ଘଟିଛି ପାକିସ୍ତାନରେ । ଭିକ ମାଗି ଚଳୁଥିବା ଓ ପାଖରେ ପଇସା ନାହିଁ ବୋଲି କହି ଆସୁଥିବା ଗୋଟିଏ ପରିବାର ଭୋଜିରେ ୩୮ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ପାକିସ୍ତାନ ଗୁଜରନୱାଲାର ଏହି ପରିବାର ୨୦ ହଜାର ଅତିଥିଙ୍କୁ ଡାକି ଭବ୍ୟ ଭୋଜିରେ ଆପ୍ୟାୟିତ କରିଛନ୍ତି ।