Rain-battered north India
ଉତ୍ତର ଭାରତରେ ବର୍ଷା ଓ ବନ୍ୟା ବିତ୍ପାତ ପରେ ସାମ୍ନାକୁ ଆସୁଛି ଦୁର୍ଦ୍ଦଶାର ପୁଳା ପୁଳା ଚିତ୍ର। କେଉଁଠି ପାହାଡ଼ ଧସିଛି ତ କେଉଁଠି ଧୋଇଯାଇଛି ବଡ଼ ବଡ଼ ସେତୁ ଏବଂ ରାସ୍ତାଘାଟ। ହିମାଚଳ ପ୍ରଦେଶର ଅନେକ ରୁଟରେ ଯାତାୟାତ ଠପ୍ ହୋଇଯାଇଥିବା ବେଳେ ଫସିଛନ୍ତି ହଜାର ହଜାର ପର୍ଯ୍ୟଟକ। ୮୮ ଜଣଙ୍କ ପ୍ରାଣହାନୀ ହୋଇଥିବାବେଳେ ୧୬ ଜଣଙ୍କ ପତ୍ତା ମିଳୁନି। ବର୍ଷା ଓ ବନ୍ୟା ଯୋଗୁଁ ଉତ୍ତରାଖଣ୍ଡରେ ବି ସଙ୍ଗୀନ ହୋଇଛି ସ୍ଥିତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)