Advertisment

ରାଜ୍ୟର ପ୍ରିମିୟର୍ ହସ୍ପିଟାଲ- କ୍ୟାପିଟାଲ ହସ୍ପିଟାଲରେ ଅଜବ ସ୍ଥିତି

ରୋଗୀସେବାରେ ପ୍ରମୁଖ ଭୂମିକା ନେଉଥିବା ୫୩ ନର୍ସିଂ ଅଫିସର ପୋଷ୍ଟ ବି ଫାଙ୍କା। ଯାହାକୁ ନେଇ ରୋଗୀ ସେବା ଗୁରୁତର ପ୍ରଭାବିତ ହେବା ସହିତ ବଢୁଛି ଅସନ୍ତୋଷ।

author-image
Satyendu Shekher Mishra

ରାଜ୍ୟର ପ୍ରିମିୟର୍ ହସ୍ପିଟାଲ- କ୍ୟାପିଟାଲ ହସ୍ପିଟାଲରେ ଅଜବ ସ୍ଥିତି। ଦୁଇ ବର୍ଷରେ ଏଠି ଦୁଇଗୁଣା ହୋଇଛି ରୋଗୀ ସଂଖ୍ୟା। ହେଲେ ଖସିଛି ଡାକ୍ତର ଓ ନର୍ସଙ୍କ ସଂଖ୍ୟା। ହସ୍ପିଟାଲର ୬୪ଟି ଡାକ୍ତରୀ ପଦବି ଖାଲି ପଡ଼ିଥିବା ବେଳେ ୧୪ ଜଣ ଡାକ୍ତର ଠିକାରେ କାମ କରୁଛନ୍ତି। ସେହିପରି ରୋଗୀସେବାରେ ପ୍ରମୁଖ ଭୂମିକା ନେଉଥିବା ୫୩ ନର୍ସିଂ ଅଫିସର ପୋଷ୍ଟ ବି ଫାଙ୍କା। ଯାହାକୁ ନେଇ ରୋଗୀ ସେବା ଗୁରୁତର ପ୍ରଭାବିତ ହେବା ସହିତ ବଢୁଛି ଅସନ୍ତୋଷ।

Advertisment
Advertisment
Advertisment