ଭାଙ୍ଗିଲା IPS କୋଟେରୀ ଗ୍ରୁପ୍ । ହଟିଲେ ବୋଥ୍ରା ଓ ଅନୁପ ସାହୁ । ଅରୁଣ ରାୟ, R.P. କୋଚ୍ଚେ, ବିନୟତୋଷଙ୍କୁ ଗୁରୁ ଦାୟିତ୍ୱ । ପୋଲିସ କମିଶନର ଏବଂ ଡିସିପିଙ୍କୁ ମହଙ୍ଗା ପଡ଼ିଲା ଭରତପୁର ଘଟଣା । କ୍ଷମତାକୁ ଆସିବା ପରେ ପ୍ରଥମ ଥର ପାଇଁ ଆଇପିଏସ୍ ସ୍ତରରେ ବଡ଼ ଧରଣ ଅଦଳବଦଳ କରିଛନ୍ତି ମୋହନ ସରକାର ।
Published By: Santosh Kumar Sahoo
Last updated: 30 September 2024, 10:23 PM IST
ନୂଆ ସରକାରକୁ ୧୦୦ ଦିନ ବିତିବା ପରେ IPS ସ୍ତରରେ ହୋଇଛି ପ୍ରଥମ ବଡ଼ ଧରଣ ଅଦଳବଦଳ।ବଦଳିଛନ୍ତି ବହୁ ବିବାଦୀୟ IPS।