Advertisment

ଭାରି ସୁନ୍ଦର ଭିତର ଅନ୍ଧାର

ବାହାର ଚକ୍ ଚକ୍ ହେଲେ ଭିତର ଫମ୍ପା। ଏ ହେଉଛି ଯାଜପୁରର ପୁରାତନ କଲେଜ ନରସିଂହ ଚୌଧୁରୀ ମହାବିଦ୍ୟାଳୟ। ଥରେ ଭଲ କରି ନଜର ପକାନ୍ତୁ, ନାମୀଦାମୀ କମ୍ପାନୀର ଆକ୍ଵାଗାର୍ଡ ଲାଗିଛି କିନ୍ତୁ ପାଣି ଆସୁନି। ଛାତ୍ର ଛାତ୍ରୀଙ୍କ ପାଇଁ ଥିବା ଟଏଲେଟ୍ ଅବସ୍ଥା ମଧ୍ୟ ଶୋଚନୀୟ। ଯେଉଁଥିପାଇଁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ବିଦ୍ୟାର୍ଥି।

author-image
Pallipuspa Samal
Special Story
Advertisment
Advertisment