""
ଓଡିଶା Videos କୋମାରୁ ଉଠୁନି IMD କୋଠା, ୫ ବର୍ଷ ହେଲା ନେଉଛି ଧୀର ନିଃଶ୍ୱାସ ତିଆରି ସରିଛି ୩ ତାଲା କୋଠା । ଘର ଭିତରେ ବିଦ୍ୟୁତ ସାମଗ୍ରୀ ସହିତ ଆନୁସଙ୍ଗିକ ସରଞ୍ଜାମ ମଧ୍ୟ ଖଞ୍ଜା ସରିଛି । ହେଲେ ଗତ ୫ ବର୍ଷ ଧରି ଏହି ଡୋପଲାର ରାଡାର ସିଷ୍ଟମ୍ କାର୍ଯ୍ୟକ୍ଷ୍ୟମ ହୋଇପାରୁ ନାହିଁ । ସେହିପରି ଇଏ ହେଉଛି ବାଲେଶ୍ବର ଆଞ୍ଚଳିକ ପାଣିପାଗ ସୂଚନା କେନ୍ଦ୍ରର ଚିତ୍ର । Pallipuspa Samal 01 Oct 2024 11:26 IST Doppler Radar System Special StoryAdvertisment Read More Advertisment ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ