• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Ratha Yatra

Ratha Yatra
ରଥଯାତ୍ରା ପାଇଁ ଜୋରସୋର ପ୍ରସ୍ତୁତି, ପ୍ରଶାସନ କରିଛି ଡବଲ ପ୍ଲାନ୍‌

ଆଗାମୀ ରଥଯାତ୍ରା ଓ ଏତେ ସଂଖ୍ୟକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ପୁରୀ ପ୍ରଶାସନ କରିଛି ଦୁଇ ପ୍ରକାର ପ୍ଲାନ । ପ୍ଲାନ ନମ୍ବର ୧- ଯଦି ପରିସ୍ଥିତି ସ୍ୱାଭାବିକ ହୁଏ ଓ ଶ୍ରୀକ୍ଷେତ୍ରକୁ ଦୁଇଗୁଣା ଭକ୍ତ ଆସନ୍ତି, ତାହାଲେ କଣ କରିବାକୁ ପଡ଼ିବ ?

Ratha Yatra
ଏଥର ଘୋଷଯାତ୍ରାକୁ ସମସ୍ତଙ୍କୁ ଅନୁମତି, ଦୁଇ ଗୁଣା ଅଧିକ ଭକ୍ତଙ୍କର ସମାଗମ ସମ୍ଭାବନା !

କୋଭିଡ୍ ବଢିଲେ କେମିତି ହେବ ଆୟୋଜନ ତାକୁ ନେଇ ବି କରାଯାଉଛି ଯୋଜନା ।

Puri News
ରଥଖଳାରେ ଚାଲିଛି ରଥ ନିର୍ମାଣ

ରଥ ନିର୍ମାଣ ପାଇଁ ଆଜି ସକାଳୁ ନିୟୋଜିତ ବିଶ୍ୱକର୍ମା ମହାରାଣା, କରତୀ ସେବାୟତ ପହଞ୍ଚି ରଥକାଠ ଚିରଟ ଆରମ୍ଭ କରିଛନ୍ତି ।

ରଥ କାଠ ଅନୁକୂଳ
ଅକ୍ଷୟ ତୃତୀୟାରେ ଅନୁକୂଳ ହେଲା ରଥ ନିର୍ମାଣ

ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ଦିନଟି ଅକ୍ଷୟ ତୃତୀୟା । ଏହି ଦିନକୁ ଔପଚାରିକ ଭାବେ ସରକାରୀ ସ୍ତରରେ କୃଷକ ଦିବସ ରୂପେ ପାଳନ କରାଯାଏ । କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ କରିଥାନ୍ତି ।

Odissi Danseuse Rojalin Mohanty
ଦୂରରୁ ଘେନ କୋଟି ପ୍ରଣାମ

କରୋନା କଟକଣା ମଧ୍ୟରେ ପାଳିତ ହେଉଛି ରଥଯାତ୍ରା। ଭକ୍ତଙ୍କ ପାଇଁ ବର୍ଷକ ପରେ ତିନି ଠାକୁର ବଡଦାଣ୍ଡକୁ ବାହାରି ଆସିଛନ୍ତି। ହେଲେ ଠାକୁରଙ୍କୁ ଦେଖିବାର ସୌଭାଗ୍ୟ ମିଳିନି ଭକ୍ତଙ୍କୁ। ତେଣୁ ଦୂରରୁ ଥାଇ ଭକ୍ତଙ୍କ ଭକ୍ତି ନୈବେଦ୍ୟ....

Ratha yatra in surat town
୫୯୦ ‍‍‍‍‍‍‍ବର୍ଷ ଧରି ଏଠି ପାଳିତ ହେଉଛି ରଥଯାତ୍ରା

ପୁରୀ ରଥଯାତ୍ରା ବିଶ୍ୱପ୍ରସିଦ୍ଧ। ପୁରୀ ବ୍ୟତୀତ ଦେଶ, ବିଦେଶର ଅନେକ ସ୍ଥାନରେ ରଥଯାତ୍ରା ହୁଏ। ହେଲେ ଏଇ ସହରର ରଥଯାତ୍ରା ବହୁ ପୁରୁଣା। ପ୍ରାୟ ୫୯୦ ବର୍ଷର । ମୋଗଲ ଶାସନ ସମୟରୁ ଏଠାରେ ରଥଯାତ୍ରା ପାଳିତ ହୋଇ ଆସୁଛି। କୁହାଯାଏ, ମୋଗଲ ଶାସକ ଶଙ୍ଖ ଓ ଘଣ୍ଟ ବଜାଇବା ଉପରେ ପ୍ରତିବନ୍ଧକ ଲଗାଇଥିଲେ। କିନ୍ତୁ ଏହି ମନ୍ଦିର ନିର୍ମାଣ ପାଇଁ ଅନୁମତି ଦେଇଥିଲେ।

The Great Odisha Political Circus | Fani Victim & King
The Great Odisha Political Circus | Fani Victim & King

OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves

puri
ଆଜି ଶ୍ରୀଜିଉଙ୍କ ଅନବସରର ଦ୍ୱାଦଶୀ ତିଥି

ପୁରୀ : ଆଜି ଶ୍ରୀଜିଉଙ୍କ ଅନବସରର ଦ୍ୱାଦଶୀ ତିଥି । ଆଜି ସକାଳ ଧୂପ  ଓ ଭୋଗମଣ୍ଡପ ନୀତି ପରେ ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ସୁସ୍ଥ ହେବା ଖବର ନେଇ ଶ୍ରୀନଅରକୁ ରାଜପ୍ରସାଦ ବିଜେ କରିବେ…

nilagiri
ଦିବ୍ୟାଙ୍ଗଙ୍କ ସ୍ୱପ୍ନରେ ଆସି ରଥରେ ବସିବାକୁ ଅଳି କଲେ ଜଗତ ଠାକୁର

ନୀଳଗିରି(ବିଶ୍ୱମ୍ବର ଦାସ) :  ମହାପ୍ରଭୁଙ୍କ ଅପାର ଲୀଳା । ଭାବ ଓ ଭକ୍ତିରେ ବନ୍ଧା କାଳିଆ ଠାକୁର ।  କେତେବେଳେ କାହାପାଖରେ ଯାଇ ପହଞ୍ଚି ଯାଆନ୍ତି ତାହା ତାଙ୍କୁ ହିଁ ଜଣା । ଏଇ ଯେଉଁ ଭଳି ନୀଳଗିରିର ଜଣେ ଦିବ୍ୟାଙ୍ଗ…

snana-purnima
ରାତି ପାହିଲେ ସ୍ନାନପୂର୍ଣ୍ଣମୀ; ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜୀଉ, ରାତି ୧ରୁ ଆରମ୍ଭ ନୀତିକାନ୍ତି

ପୁରୀ: ରାତି ପାହିଲେ ସ୍ନାନପୂର୍ଣ୍ଣମୀ । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜୀଉ, ହାତୀବେଶରେ ବି ସଜେଇ ହେବେ । ରାତି ଗୋଟାଏରେ ଠାକୁରଙ୍କ ସ୍ନାନପହଣ୍ଡି ସହ ସକାଳ ସାଢ଼େ ୭ଟାରୁ ସାଢ଼େ ୯ଟା ଭିତରେ ସ୍ନାନ ବିଧି…