• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: News Fuse

News Fuse
ସାର୍‌ ଆପଣ ଆଗେ ଖାଇ ଦିଅନ୍ତୁ, ଆମେ ପରେ ଖାଇବୁ..

ପ୍ରଦୀପ ବାବୁ ବହୁଦିନ ହେଲାଣି ଖାଇନାହାନ୍ତି ବୋଧହୁଏ। ଦେଖୁନାହାନ୍ତି ପ୍ରଦୀପ ସେନା ଗଢାଯିବା ପରେ କେମିତି ହାଉଁ ହାଉଁ କରି ଖାଇ ଦେଉଛନ୍ତି ପ୍ରଦୀପ?

Newsfuse
ରାଜା ସାଇଁ ମା ମାଉସୀଙ୍କୁ ଦେଖାଇଲେ ନାଲି ଆଖି

ଜାଇଁଲୁରେ ନାରଣ, ନୋକେ କୁହନ୍ତି, ଆମ ରାଜା ସ୍ୱାଇଁ କାଳେ ଯା ଛା ତା କହି ପକାନ୍ତି। କାହାରିକୁ ମାନନ୍ତିନି। ନିଜ ଏରିଆରେ ସେ କୁଆଡେ ରାଜା ଭଳିଆ ହୁଅନ୍ତି। ତା ବୋଲି କଣ ଏମିତି ମା କୁ ସମ୍ମାନ

newsfuse
ଭାଇ ଟିକିଏ ହାଉଲେ, ଏତେ ଗୁଣଗାନ କଲେ ନବୀନ ବାବୁ ତୁମ ପାଖକୁ ପଳେଇ ଆସିବେ

ବୁଝିଲୁରେ ନାରଣ, ଆମ ଲୋକ ଅଳ୍ପରେ ସନ୍ତୁଷ୍ଟ। ପଖାଳ ଭାତକୁ ଆଳୁ ଚକଟା ଟିକେ ହେଇଗଲେ ହେଲା। ରାତିରେ ନାଲପାଣି ଆଉ... କିଏ ପଚାରୁଛି କହିଲୁ। ନିର୍ବାଚନ ଆସିଲେ ନାଲିପାଣି ଫ୍ରି... ଭାଇ ଆମର ଚଢ଼େଇ ଦେଇଛନ୍ତି

News Fuse
ମୁନ୍ନା ଭାଇ-ସୁର ଭାଇ ଡ୍ୟାନ୍ସ

ବାଟ ଛାଡ ଆସୁଛି ଆମ ସାହି ମେଢ। ଆମ ସାହି ମେଢରେ ସୁର ଅଜାଙ୍କ ଭିଡ। ଆଗକୁ ଦେଖ, ପଛକୁ ଦେଖ। ଗାଡି ଉପରେ ଚାଲିଛି ହାଇଭୋଲଟେଜ୍ ପ୍ରଚାର। ଏବେ ବାଟ ଛାଡ଼.

News Fuse
ପାରମ୍ପରିକ ବାଦ୍ୟ ନୃତ୍ୟ ସାଙ୍ଗକୁ ମୁଖାଧାରୀଙ୍କ ନାଚ

ଅଙ୍ଗଭଙ୍ଗୀ ସହ ମୁଖା ପିନ୍ଧି ସଲିଡ୍ ଡ୍ୟାନ୍ସ୍ କରୁଛନ୍ତି ବିଜେପି କର୍ମୀ। ବିଭିନ୍ନ ଅପରାଧିକ ମାମଲାକୁ ଢ଼ାଲ କରି ରାଜ୍ୟ ବିଜେପି ପକ୍ଷରୁ ନବୀନ ନିବାସ ଘେରାଉ ସମୟର ଦୃଶ୍ୟ

News Fuse
ଗୋଟେ ଭଲ ରକମ ଚାଲିଥିଲା, ତମେ କାଇଁ ଭାଙ୍ଗୁଣିଆ କଲ !

ଓଃ… ଠିକ୍ ମୌସମ ବେଳକୁ ତମେ ବିଗାଡି ଦେଲ ଆଉ। ଦର୍ଶକ ଆମର ନୋଟ୍ ଉଡେଇଲା ବେଳକୁ ତମେ ଚପଲ ମାଡ କରିଦେଲ ! ବୁଝିଲ ନାନି, ତମେ ଟିକେ ନରମି ଯାଇଥାଆନ୍ତ ନା ଆଉ, ଆମର ପା ଗୀତ ବାଜୁଥିଲା ନରମ ନରମ ନିଆଳି ଛେନା, ଗରମ ଗରମ ଖାଇବା ମନା… ତମେ ଏତେ କାଇଁ ଗରମ ହଉଥିଲ ବା

News Fuse
ଏଇଟା ଶ୍ରୀକ୍ଷେତ୍ର ନାଁ ନବୀନ କ୍ଷେତ୍ର? ଇଲୋ ଇଏ କି ଭଜନ?

ଧନ୍ୟ ଧନ୍ୟ ନବୀନ କଥା...ବ୍ରହ୍ମା, ବିଷ୍ଣୁ ହର...ମାଉସୀଲୋ...ପୁରୀ ଆସି ଜଗାର ନାମ ନେବ ନା ନବୀନ ବାବୁଙ୍କ ନାଁ ନେବ। ଏବେ ତ ଖାଲି ହେ ନବୀନ ବାବୁ ଆମେ ତୁମର ଫ୍ୟାନ

News Fuse
ସିନ୍‌ ରିକ୍ରଏସନ୍‌ ପଛରେ ହେବ, ଆଗେ ଅସଲି ଆକ୍ସନ ଆରମ୍ଭ ହୋଇଗଲା...

ଅଭିଯୁକ୍ତଙ୍କୁ ସିନ୍‌-ରିକ୍ରିଏସନ୍‌ ପାଇଁ ଆଣିଥିଲା ପୋଲିସ୍‌। କିନ୍ତୁ ସବୁ ଓଲଟପାଲଟ ହୋଇଗଲା। ଭିଡ ଭିତରେ ମାମୁଁଙ୍କୁ ହାତ ଉଠାଇ ଦେଲେ ଲୋକେ...ତା’ପରେ ଦେଖନ୍ତୁ ହେଲା କଣ?

Newsfuse
ଭାଇ ଟିକେ ହାଉଲେ, ତମ ଖେଳ, ତାଙ୍କୁ କାଳ

ହଇଓ ଭାଇ, ବାଣ ଫୁଟୋଉଛ ଯଦି ଫୁଟା, ହେଲେ ଟିକେ କାଇଦାରେ ଫୁଟୋଉନା? ତମେ ରିଲ୍ କରିବ ବୋଲି କଣ ଏଇ ଲୋକଙ୍କ ମୁହଁରେ ବାଣ ଫୁଟେଇବ?

News Fuse
କି ଅବସ୍ଥା !! ସୋ’ ପାଇଁ ପାଣି ପଡୁଥିଲା, ସେଇଠି ଅଇଁଠା ଧୋଇ ଦେଲେ ଗାଁ ଲୋକ

ଆଲୋ ଆଲୋ ଇଏ କଣ? ସୋ’ ପାଇଁ ପଡୁଥିଲା ପାଣି…ବୁଝିପାରିଲେନି ଲୋକ...ସେଇଠି ନେଇକି ଅଇଁଠା ପ୍ଲେଟ୍‌ ଦେଲେ ଧୋଇ। ତା’ପରେ ହେଲା କଣ? ଦେଖନ୍ତୁ...

News Fuse
ଧାମନଗର ଉପନିର୍ବାଚନ ପ୍ରଚାରରେ ଯିବୁ...ନାଲିପାଣି ଟିକେ ପିଇବୁନି

ଏମିତି କେମିତି ହେବ? ଧାମନଗର ଉପନିର୍ବାଚନରେ ଆମେ ଯାଉଛୁ...ନାଲିପାଣି ଟିକେ ପିଇବୁନିତ ହେବ କେମିତି?

BJP takes a dig at Habishyalis
ଝୁଲି ଝୁଲି ଆସେ ନବୀନ ନାଗର...ଆଲୋ ଇଏ କି କୀର୍ତ୍ତନ?

ଆଲୋ ଆଲୋ ବିଜେପିର କଣ ହେଲା କି? ଇଏ କଣ ହରିନାମ ସଂକୀର୍ତ୍ତନ ବଦଳରେ ନବୀନଙ୍କ ନାମରେ କଲେଣି ସଂକୀର୍ତ୍ତନ?

News Fuse
ବୈଠକରେ ଚେୟାରମ୍ୟାନ-କାଉନସିଲର ତୁ ତୁ ମେଁ ମେଁ

ଚାଲିଥିଲା ଏନଏସି ବୈଠକ। କାଉନସିଲର ଚେୟାରମ୍ୟାନଙ୍କୁ ପ୍ରଶ୍ନ କଲେ ହୁ ଆର୍‌ ୟୁ? ବାସ୍‌ ଚେୟାରମ୍ୟାନ କହିଲେ ତୁ କଣ ମତେ ଜାଣିପାରୁନୁ? ପରେ ଦେଖନ୍ତୁ ହେଲା କଣ?

News Fuse 26 OCT 2022| Bhoka ra kanda
News Fuse 26 OCT 2022| Bhoka ra kanda

News Fuse 26 OCT 2022| Bhoka ra kanda OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the

Newsfuse
ଦିଲ୍‌ ଦେଇ ଭୁଲିଗଲେ ହାର୍ଟ ଡାକ୍ତର

ଆମେ ମୁଣ୍ଡିଆ ମାରିବାକୁ ପଛରୁ ଧାଉଁଛୁ, ହେଲେ ଇଏ କଣ ଆମକୁ ଦେଖି ଧାଉଁଛନ୍ତି। ଏ ଠାଣି ପଛରେ ରହିଛି ବଡ କାହାଣୀ...ପ୍ରତାରଣା ପାଇଁ ଏବେ ମାମୁଁଘର ଗଲେ ଡାକ୍ତର ବାବୁ

News Fuse | India\'s first aluminum freight train painted moments before inauguration
ଗାଡ଼ି ଛାଡ଼ିବାକୁ ରେଡ଼ି, ଝୁଲୁଛି ଗେଣ୍ଡୁ, ଚାଲିଛି ରଙ୍ଗ କାମ

ରେଳରେ ଝୁଲୁଛି ଗେଣ୍ଡୁମାଳ। ଗାଡ଼ି ଛାଡ଼ିବାକୁ ରେଡ଼ି, ରଙ୍ଗ ଦେବାରେ ବ୍ୟସ୍ତ କର୍ମଚାରୀ।

News Fuse
ରଙ୍ଗବତୀ ରଙ୍ଗବତୀ ଗୀତରେ ମଂଚ ଦୁଲୁକାଇ ଦେଲେ ପ୍ରଶାନ୍ତ ଜଗଦ୍ଦେବ

ଆଲୋ ଆଲୋ ଇଏ ପୂରା ବୋବାଲିଆ ନାଚ ନାଚୁଛନ୍ତି। ଦେଖୁନାହାନ୍ତି କେମିତି ଦୁଇ ତରୁଣୀଙ୍କ ସହ ତାଳ ଦେଇ ମଂଚ ଦୁଲୁକାଉଛନ୍ତି ଚିଲିକା ବିଧାୟକ। ଇଏ ପୁଣି ରଙ୍ଗବତୀ ରଙ୍ଗବତୀ ଗୀତରେ...

Sura Routray
ନିରଞ୍ଜନ ସାରଙ୍କ ପ୍ରମ୍ପଟିଂ କଲେ ସୁର ଅଜା

ହେଇଟି ସୁର ଅଜା, ତେମେ ଆଉ ଏମିତି ଅଗଲ ବଗଲ କୁହନି। ନିରଞ୍ଜନ ସାଆରେ କହୁଛନ୍ତି ଗୋଟାଏ, ତମେ ପଛରେ ଠିଆ ହେଇ କହୁଛ ଆଉ ଗୋଟାଏ। ଯାଇଁଲ ସାର୍ କହୁଛନ୍ତି ଫାଟ ଅଛି, ତେମେ କହୁଛ ଫାଟ ନାହିଁ ? କି କଥା ଏଗୁଡ଼ା, ଲଜ୍ଜା…

News Fuse
ନୋ ପାର୍କିଂରେ ପାର୍କିଂ କଲେ ମାଡ ଖାଇବ

ରାଗିଗଲେ ଟ୍ରାଫିକ୍‌ ବାବୁ। ବେଶି କଥା କହନା...ନହେଲେ ଗୋଟିଏ ଠେଲା ଦେବି ସିଧା ଗାଡିରେ ବାଜିବୁ। ଆଉ...ତୁମେ ନୋ ପାର୍କିଂ ଜାଗାରେ ପାର୍କିଂ କରିବ, ଆମେ ତୁମକୁ ମାରିବୁନି କଣ ଛାଡିବୁ?

News Fuse
କବାଟ ବାଟ ଫାଟ, ମୁଣ୍ଡ ଗଳେଇ ପଶ

ତୁ ଜାଣିଲୁ ନାରଣ? ସବୁ ଆଡ଼େ ଆଖି ପକାଉଛୁ। କୋଉଠି ପାଇଖାନା କବାଟ ନାହିଁ ସେଇଟା ବି ଦେଖେଇବୁ? ତୁ ଆମ ସରକାରକୁ କଣ ଏମିତି ବେଜିତ୍ କରିବୁ? ଆମର ପା ନବୀନ ସରକାର, ନିରୋଳା ସ୍ୱଚ୍ଛ

News Fuse
ଖାଲି ସମ୍ମାନକୁ ଜଗି ଛାଡ଼ିଦେଲି, ନହେଲେ ତା ୩୨ ଝଡ଼େଇ ଦେଇଥାଆନ୍ତି

ମୁଁ ଗୋଟେ ଫୁଟବଲ୍ ଖେଳୁଆଡ଼ି। ଆରେ ଏ କଳିଙ୍ଗ ଷ୍ଟାଡିୟମ କରିଛି କିଏ ? ମୁଁ ପିଲାଙ୍କୁ ଉତ୍ସାହିତ କରିବାକୁ ଆସିଥିଲି। ମତେ ବିଦା କରି ଦେଲ! ଆଉ ଏ ଷ୍ଟାଡିୟମ ମୁହଁ ମାଡିବିନି!

News Fuse
ଅଟୋ ନା ମିନି ବସ୍ , ପଚାରିଲେ ପାଟିରେ ବାଟୁଳି ବାଜୁନି

ଅଟୋରେ ଯେତିକି ଲୋକେ ଅଛନ୍ତି ଅଟୋ ବାଲା ପାଖରେ ହିସାବ ନାହିଁ। ଏ ଅଟୋ ଉପରେ ଥରେ ନଜର ପକାନ୍ତୁ । ଆଉ ଏ ଅଟୋର ପାସେଞ୍ଜରଙ୍କ ପାଟିରେ ବାଟୁଳି ବାଜୁନି । ଅଣ ଓଡିଆ ବୁଝି ପାରିଲେନି ଓଡିଆ। କହୁ କହୁ ସତ କହିଦେଲେ

News Fuse
ନବୀନଙ୍କୁ ପୁନେଇ ଜହ୍ନ ଦେଖାଇଲେ ପାଣ୍ଡିଆନ୍…

କୁମାର ପୂର୍ଣ୍ଣିମାରେ କେମିତି ଦିଶୁଥିଲା ଜହ୍ନ? ଛାତ ଉପରକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଜହ୍ନ ମାମୁଁ ଦେଖାଇଲେ 5-T ସଚିବ

News Fuse
ନାଚୁ ନାଚୁ ମଂଚରୁ ଗଳିପଡିଲେ ନିଆଳି ଛେନା

ପୂଜାରେ ଜୋରଦାର ଚାଲିଥିଲା ନାଚ। ଦୁଲୁକୁଥିଲା ମଂଚ...ହେଲେ ଏତିକି ବେଳେ ନିଆଳି ଛେନା ନାଚୁ ନାଚୁ ମଂଚରୁ ଗଳିପଡିଲେ ଡ୍ୟାନ୍ସର। ବାସ୍‌ ଜାଗା ଉପରେ ଜମିଗଲା ଖେଳ

News Fuse
ଏଥର ଫୋନ୍‌ରେ ଆଉ ହ୍ୟାଲୋ କହିବନି...କହିବ ନବୀନ ପଟ୍ଟନାୟକ...ମୋ ବୋଉଲୋ

କିରେ ବବି ଭାଇ କଣ ଓଡିଆ କହୁନାହାନ୍ତି। ନାରଣ ତୁ ଭଲରେ ଶୁଣ...ସେ କହିଲେ ଆଉ ଫୋନ୍‌ରେ ହ୍ୟାଲୋ ନକହି ନବୀନ ପଟ୍ଟନାୟକ କହିବ। ବୁଝିଲୁ...ଖାଲି ତ କନକନ ହେଉଛୁ। ଦେଖ୍‌ ପୁଣି କହିଲେଣି ମାଆଙ୍କ ପାଖରେ ୧୦୦ ମୁଣ୍ଡ। ଆଲୋ ଦଶହରା ପରେ ମୁଣ୍ଡ ବଳି କିଏ ମାଗିଲା କିରେ?