ଲୋକଟା ଉପାସରେ ଆଉ ଶୋଇପଡିନାହାନ୍ତି ତ ? ବିଚରା ଟିକିଏ ଶାନ୍ତିରେ ଶୁଅନ୍ତୁ..
ହଇରେ ନାରଣ.. ଏଇଠି ଫିତା କଟା ହେଉଛି..ମନ୍ତ୍ରୀ, ବିଧାୟକ ଅଛନ୍ତି..ଏଭଳି ଏକ ପବିତ୍ର ମାହୋଲରେ ତୁ କାହିଁକି ପାଣି ପକାଉଛୁ ରେ..ନାରଣ?
ଏଇଟା ସରକାରୀ ଅଫିସ୍ ତ? ଇଏ କଣ? ଦେଶୀ ଖାସି ମାଂସ ତରକାରୀ...ମଦ..ଆଲୋ ଏଇଡୁ କଣ? ଆମକୁ ଦେଖି ବାବୁ କଣ ଏତେ ଜୋରରେ ହସୁଛନ୍ତି?
ଆଲୋ ଆଲୋ...କ୍ୟାମେରା ଆଗରେ ମିଛ ? ଟାଇମ୍ରେ ଆସୁନ, କହିଲା ବେଳକୁ ଫିଲ୍ଡ ୱାର୍କରେ ଯାଇଥିଲ ବୋଲି କିଆଁ କହୁଛ? ନାରଣ ତୋର କାହିଁକି ମୁଣ୍ଡ ବିନ୍ଧିଲା ଦିଦି ଯେତେବେଳୁ ଆଇଲେ...ଏଇଠି ପରା 5-T…
ଜୟ ନାରାୟଣ କାହାକୁ ବାଡେଇଛନ୍ତି ଏମାନେ ମୂଳରୁ ଜାଣିନାହାନ୍ତି, ହେଲେ ରାଲି କରିବା ଲାଗି ଆସିଛନ୍ତି। କି ଲାଜ କିଲୋ? ମୁଁ ମରିଯାଏ...ଚାଲ ଚାଲ ଏଇ ମାଉସୀଙ୍କୁ ପଚାରିବା କୁଆଡେ ଆଇଛନ୍ତି?
ପ୍ରଭାତଙ୍କ ବୁଦ୍ଧିକୁ ମାନିବାକୁ ପଡିବ। ଦେଖୁନୁରେ କେମିତି ଗର୍ଜିଲେଣି...ଆଲୋ ଆଲୋ ଇଏ କଣ କହିଲେ? ପ୍ରଭାତ କଣ ଦୁର୍ନୀତି କରେ ତାହା ଦୁନିଆ ଜାଣେ। ହଁ...ଚିଟଫଣ୍ଡ ଗିରଫ ବେଳେ ସମସ୍ତେ ଜାଣିଲେ।
ବିରୋଧିଦଳ ନେତା ଜୟନାରାୟଣ ମିଶ୍ରଙ୍କ ବିରୋଧରେ କିନ୍ନରଙ୍କ ବିକ୍ଷୋଭ । ଜୟନାରାୟଣ ଝିଅ ହାତରୁ ମିଠା ଖାଇ ଘରକୁ ବାହୁଡ଼ି ଗଲେ ବିକ୍ଷୋଭ କରୁଥିବା କିନ୍ନର...
ଆବାସ ପାଇଁ ବାଡିଆପିଟା...ମୋ ବୋଉଲୋ...ପଳେଇ ଚାଲ। ଦେଖୁନୁ ମିଟିଂରେ କେମିତି ମହିଳାଙ୍କ ମଧ୍ୟରେ ହେଲା ଟଣାଟଣି, ଭାଙ୍ଗିଲା ଚୁଡ଼ି।
ଇଏ ପୂରା ଡିଫରେଂଟ୍...ଶ୍ରାଦ୍ଧ । ଦିବସରେ ଛାତିଥରା ନୃତ୍ୟ। ପୁଣି ଗୀତ ବାଜୁଛି ବାହା ହେବି ହେବି ସେହି ଝିଅକୁ ଭାଇନା ରାଜି କରିଦିଅ ମୋ ବୋଉକୁ। ନାରଣ ତୁ ଆଖି ବୁଜି ଦେ’
ଖେଳ ଆରମ୍ଭ ହେଉ କି ନହେଉ...ରୋଲ୍ ଆରମ୍ଭ କରିଦେଲେ ଅରୁଣ ଭାଇ। ମୋ ବୋଉଲୋ...ଏମାନେ ପୂରା ଫର୍ମ୍ରେ। ହେଲେ ଏମ୍ପିଙ୍କୁ ଏମଏଲଏଙ୍କ ଟି-ସାର୍ଟ କିଏ ପିନ୍ଧାଇଦେଲା?
ଏଠି ଷଣ୍ଢ ଡାଲି କାଇ ଗଲାଣି ସେପଟେ ମଞ୍ଚ ଉପରେ ପ୍ରବଳ ନେତା । ଦୀପ ବି ଜଳୁନି ଭଲରେ । ନେତାଙ୍କ ସଭା ପାଇଁ ପିଲାଙ୍କ ପରୀକ୍ଷାବି ଗଲା
ବୋଉ ଲୋ.. ଅସନା ମସନା ହେଇ କେମିତି ସବୁ ପଡ଼ିଛି..ଏମିତି ଉଦ୍ୟାନ ଫ୍ରେସ୍ ଦେଖିଲେ ମଣିଷ ପୂରା ଡିପ୍ରେସନକୁ ପଳେଇବ.. ନାରଣ ଦେଖି ଛାନିଆ..
ଏବେ ତ ଇଲେକ୍ସନ ନାହିଁ ଏ ସୁର ବାବୁ କଣ ଏବେଠୁ ଗଳା ବାଟ ଦେଖିଲେଣି...
ବନ୍ଧୁ ପରା ବିପଦରେ ପଡ଼ିଛି..ଛାଡିକି କେମିତି ଚାଲିଯିବ ବନ୍ଧୁ । ବନ୍ଧୁଙ୍କୁ ଉଦ୍ଧାର କରିବାକୁ ସବୁ ବଳ ଲଗାଇଦେଇଛି । ଏଇତ ପ୍ରକୃତ ବନ୍ଧୁତା ।
ଜୀବନ କେତେବେଳେ କାହାଁ ପାଇଁ କେମିତି । ଦିନେ ଯିଏ ଧନୀ ତା ପର ଦିନ ହୁଏତ ସେ ଦାଣ୍ଡର ଭିକାରୀ । ଠିକ୍ ଏମିତି କିଛି ଘଟିଛି ଦିଲ୍ଲୀର ଜଣେ ମହିଳାଙ୍କ କ୍ଷେତ୍ରରେ । ଏଇ ମାଆ ଦିନେ ପ୍ରାଚୁର୍ଯ୍ୟରେ ବଢ଼ିଥିଲେ, ଏବେ କିନ୍ତୁ ଦିଲ୍ଲୀର ରାଜପଥରେ ବିତୁଛି ଜୀବନ...
ଆମକୁ ଖାଇବାକୁ ଦେବେ ବୋଲି କହିଲେ, ଆମେ ଆଇଲୁ। ଏବେ ଖାଇବାକୁ ଦେଉନାହାନ୍ତି...ଷଣ୍ଢକୁ ଡାଲି ଡିସ୍ ଦେଉଛନ୍ତି। ଟଙ୍କା କଥା ତ କହିନଥିଲେ? ନାରଣ ଏଇଠି କଣ ହେଉଥିଲା କିରେ?
ଏମାନଙ୍କୁ ଏସନ ସାହସିକତା ପୁରସ୍କାର ମିଳିବ। ଦେଖୁନୁରେ ନାରଣ, ଟ୍ରେନ କେମିତି ହର୍ଣ୍ଣ ଦେଇ ଆଗକୁ ମାଡିଆସୁଛି...ଏ ଭାଇ ଜଣକ ରେଳ ସାମ୍ନାରେ ଜିନିଷ ଧରି ଧାଉଁଛନ୍ତି। ଏମାନଙ୍କୁ କହିବୁ କଣ?
ବିଧାନସଭାରେ ଗାଳି, ମଂଚରେ କୋଳାକୋଳି...ଆଲୋ ଇଏ କଣ? ନାନାକେ...କି ରଡି ଲୋ ବୋପା? ତାରା ଯଦି ପ୍ରଶଂସା କରିବେ ତାହାଲେ ସୂର୍ଯ୍ୟ ଆଉ ରବି କଣ କରିବେ? ମଲା ତୁ ଦେଖୁନୁ...ଖଟ ମୁଣ୍ଡାଇବା ଲୋକ, ମୁଣ୍ଡ କିଆଁ ଖଟାଉଛୁ?
ବୁଝିଲୁ ନାରଣ.. ସେଇ ପୋଷ୍ଟରରେ ଆଖି ପୂରେଇ ଥା’.. ଆଲୋ ପୋଷ୍ଟରରୁ ବାହାରିକି ଟିକିଏ ଦେଖେ..
ଭଦ୍ରକ ମୁଖ୍ୟ ଚିକିତ୍ସାଳୟରୁ ଧରା ପଡ଼ିଲା ନକଲି ଡାକ୍ତର । ସ୍ତ୍ରୀ ଓ ପ୍ରସୂତି ବିଭାଗ ୱାର୍ଡରୁ ନକଲି ଡାକ୍ତରଙ୍କୁ ଧରିଛନ୍ତି ଖୋଦ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ.
ମୋ ବୋଉଲୋ....ଭାଇ ଏଇଟା କଣ ତୁମ ଜିମ୍ କି? ରାସ୍ତା ମଝିରେ ଏମିତି କିଆଁ ହେଉଛ? ଆଲୋ ଇଏ କଣ? ନାରଣ ତୁ ଦୂରେଇ ରହ, ନହେଲେ ଗଡିପଡିବୁ
କୋଣାର୍କର ଏ କି ଅବସ୍ଥା। ଲୋକେ ତାକୁ ଧୋବାତୁଠ ଭାବିଦେଲେ । ମାଗଣା ବୁଲି ଗଲା ପରେ ଯାହା ହୁଏ । ଓଡିଶାର ଐତିହ ଉପରେ ଶୁଖୁଛି ଲୁଗା
୧୪ ଫେବ୍ରୁଆରୀରୁ କଲେଜ ଆସିବାକୁ ହେଲେ ଗୋଟାଏ ବୟଫ୍ରେଣ୍ଡ୍ ଥିବା ନିହାତି ଦରକାର ! ଯାହାର ବୟଫ୍ରେଣ୍ଡ ନଥିବ
ନିଆଁକୁ ଖାତିର ନ କରି ଜଣେ ଦେଶଭକ୍ତ ଜାତୀୟ ପତାକାକୁ ସୁରକ୍ଷିତ ତଳକୁ ଆଣିଲେ