• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: News Fuse

Jharsuguda gears up for by-elections
ଝାରସୁଗୁଡ଼ା ଯୁଦ୍ଧ ମଇଦାନରେ ଲଢ଼େଇ ହେବ; ଘୁଞ୍ଚିଯା ଘୁଞ୍ଚିଯା ଖଣ୍ଡା ବୁଲିଲା

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଏବେଠୁ ଚଳଞ୍ଚଳ ହେଲାଣି ମଇଦାନ । ଆଉ ମଇଦାନରେ ଶକ୍ତି ପ୍ରଦର୍ଶନ ପୂର୍ବରୁ ବଳ ଦେଖାଇଲେଣି ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ନାରଣ କହିଲାଣି, ଝାରସୁଗୁଡ଼ା ଯୁଦ୍ଧ ମଇଦାନରେ ଲଢ଼େଇ ହେବ; ଘୁଞ୍ଚିଯା ଘୁଞ୍ଚିଯା ଖଣ୍ଡା ବୁଲିଲା...

News Fuse
ନାରଣ ମୁଣ୍ଡକୁ କ’ଣ ଜୁଟିଲା କେଜାଣି, ଯାହାକୁ ଦେଖୁଛି କହୁଛି ଅ ଆ ଡାକ

ଆଜି ନାରଣର ମୁଣ୍ଡକୁ କଣ ଜୁଟିଲା କେଜାଣି, ଯାହାକୁ ଦେଖୁଛି କହୁଛି ଅ ଆ ଡାକ । ଏଇ ଦେଖୁନାହାନ୍ତି ବାଟରେ ଘାଟରେ ଯାହାକୁ ଦେଖୁଛି ସେମିତି କିଛି ପଚାରୁଛି...

News Fuse
ଦିଦି ତୁମ ଜ୍ଞାନ ଶୁଣିଲେ...ଆମେ...

ଆଲୋ ଆଲୋ...ୟାଙ୍କର କେତେ ଜ୍ଞାନ? ବନ୍ଦେ ଉତ୍କଳ ଜନନୀ କିଏ ଲେଖିଥିଲେ କିରେ ନାରଣ?

News Fuse
କଳା ପୋଷାକରେ କଂଗ୍ରେସ ନେତା

କଳା ପୋଷାକରେ କଂଗ୍ରେସ ନେତା। ସମସ୍ତେ ଦେଖାଯାଉଛନ୍ତି ସତେ ଯେମିତି ‘ବ୍ଲାକ୍ କ୍ୟାଟ୍ କମାଣ୍ଡୋ’ ।

News Fuse
ଖାଇ ସାରି ଟଙ୍କା ବଢ଼େଇ ଦେଲେ ରୁଦ୍ର ହେଲେ ନେବାକୁ କୁନ୍ଥୁ କୁନ୍ଥୁ ଦୋକାନୀ

ଉଠା ଦୋକାନୀକୁ ଗଲେ ଖାଇବେନି ଖାଇବେନି କହି ପେଟପୁରା ଖାଇଲେ । ଖାଇ ସାରି ଟଙ୍କା ବଢ଼େଇ ଦେଲେ ରୁଦ୍ର ହେଲେ ନେବାକୁ କୁନ୍ଥୁ କୁନ୍ଥୁ ଦୋକାନୀ....

News Fuse
ପରୀକ୍ଷା ଚାଲିଛି...ପ୍ରଶ୍ନର ଉତ୍ତର ଡାକିଦେଲେ ସାର୍‌

ବାଃ ବାଃରେ ଶିକ୍ଷାବ୍ୟବସ୍ଥା : ଗଣଶିକ୍ଷାମନ୍ତ୍ରୀ ସମୀର ଦାଶେ ଏ ଭିଡ଼ିଓ ଦେଖିଛନ୍ତି ତ? ପିଲାଏ ମାଟ୍ରିକ୍‌ ପରୀକ୍ଷା ଦେଉଛନ୍ତି, ସାର ମାନେ ଉତ୍ତର ଡାକୁଛନ୍ତି...ମୋ ବୋଉଲୋ...

News Fuse
ରାଗି ପାଚିଲେ ସବ-କଲେକ୍ଚର...

ଇଏ କାଳେ ଉପ-ଜିଲ୍ଲାପାଳ । ଗାଁ ଲୋକଙ୍କୁ ଦେଖି ଖାଲି ଦେଖାଇଲେ ଆଙ୍ଗୁଠି, ଆଉ ନାଲିଆଖି

News Fuse
ହଇରେ ନାରଣ ଆଙ୍କର କ’ଣ ହେଲା ?

ପେଟି ଧରି ଇଏ କ’ଣ ଏମିତି ଧାଇଁଛନ୍ତି, ଆଙ୍କର କଣ ହେଲାକି ?

News Fuse
ଇଏ କଣ BDO ସାର୍ ଏମିତି ମିଡିଆକୁ ଆଡେଇ ମାଡିଯାଉଛନ୍ତି !

ଇଏ କଣ ଏମିତି ମିଡିଆକୁ ଆଡେଇ ମାଡିଯାଉଛନ୍ତି । କହିଲେଣି ମନାଅଛି ପ୍ଲିଜ ପ୍ଲିଜ୍ । ହେଲେ ସାମ୍ବାଦିକ ତ ତାଙ୍କ ପ୍ଲିଜକୁ ଖାତିର କରୁନାହାନ୍ତି... ଦେଖୁନ ତାଙ୍କ ପଛରେ ଗୋଡେଇଲେଣି...

News Fuse
ଏ ଲୋ ଷ୍ଟାଣ୍ଡାର୍ଡ ଠକ ଲାଇଫ୍ ରେ ଫାଷ୍ଟ ଟାଇମ୍ ଦେଖୁଛୁ

ଏଇ ଚୋରର ବୁଦ୍ଧି ସାଙ୍ଗରେ ବିବେକ ବି ଅଛି । ଗୋଟେ ନେଲା ଆଉ ଛାଡିଦେଲା । ଆଉ ଏ ଗାଡି ନମ୍ୱର ଉପରେ ଲଗେଜ ଭାରି ପଡିଲେ କଣ ହୁଏ

News Fuse
ଦେଖିଲେ ଦେଖିଲେ ପ୍ୟାଣ୍ଟ ଚୋରି କରି ନେଲେ

ଛି ଛି ଛି ...ଗେଟ୍‌ରେ ଶୁଖୁଥିଲା ଜିନ୍ସ ପ୍ୟାଣ୍ଟ । ଏଇ ବାବୁ ଆସି ଦେଖିଲେ ଦେଖିଲେ...ସାଙ୍ଗରେ ନେଇ ପଳାଇଗଲେ । ଏହେ...କାହାର କାଛୁକୁଣ୍ଡିଆ ହୋଇଥିବ...

News Fuse
ସେଦିନ ଲଡୁ, ଆଜି ଡାଲି ଖଟେଇ

ସେଦିନ ଲଡୁ, ଆଜି ଡାଲି ଖଟେଇ

News Fuse
ଇଏ ଥାନା ନା ଦାରୁଖାନା !

ଥାନା ଭିତରେ ଚାଖଣା ତାଟିଆ କ’ଣ କରୁଛି ? ଖଟ ଉପରେ ଯେତିକି ବୋତଲ ଅଛନ୍ତି ତଳେ ବି ସେତିକି!

News Fuse
ହଇରେ ନାରଣ..ସହଜେ ଗ୍ୟାସ ଦର ଯାହା ସରକାରକୁ ଆସିଲେ କହିଲେଣି ଆହୁରି ବଢେଇବେ...

ହେ ପ୍ରଭୁ କେଉଁଠି ମୁଣ୍ଡ ପିଟିବି, ସହଜେ ଗ୍ୟାସ ଦର ଯାହା ସରକାରକୁ ଆସିଲେ କହିଲେଣି ଆହୁରି ବଢେଇବେ

News Fuse
ଇଏ ବିଶ୍ୱପ୍ରସିଦ୍ଧ ରଙ୍ଗିଲା ଡ୍ୟାନ୍ସର

ସତରେ ୟାଙ୍କ ନାଚ ଦେଖିକି ଲାଗୁଚି ଇଏ କୋଉଠି ଗୋଟେ ନାଚଫାଚ ଏବେ ଶିଖୁଛନ୍ତି ବୋଧେ ଯାଇକି... ନହେଲେ ଏ ରାସ୍ତା ମଝିରେ ହଠାତ୍ କାଇଁ ଏମିତି ନାଚିଲେ....

News Fuse
ପେଟେ ପିଇଲେ, ଗଛ ଉପାଡି ନାଚିଲେ

ରସବତୀ ବିଲାସ...ରସବତୀ ବିଲାସ...ଧନ କ’ଣ ପିଇଛୁ କିରେ? ମଲା...ଏଇଠି ତ ରାସ୍ତା ଉପରେ ମାଗଣାରେ ସର୍କସ ଦେଖୁଛନ୍ତି ଲୋକେ

News Fuse
ବାପା ବେକରେ ଚପଲ ମାଳ, ପୁଅ ଭାଗରେ ମାରିଦେଲେ ହାତ

କି ଯୁଗ ହେଲାରେ ନାରଣ । ବାପା ବେକରେ ଚପଲ ମାଳ । ବୋହୂ ସହ ଲାଗିବାକୁ କିଏ କହୁଥିଲା ?

News Fuse
ଆଶୀର୍ବାଦ ନେଲେ, ନୋଟ ବଢେଇ ଦେଲେ

ପତିତଜନଙ୍କୁ ଉଦ୍ଧାରିବା ପାଇଁ...କାଳିଆ ସାଆନ୍ତଙ୍କ ଶରଣରେ ଦିବ୍ୟଶଙ୍କର । ସବୁ ସେହି କାଳିଆର ଇଚ୍ଛା...ମଲା ଗୋଟେ ମାସ ଅଜ୍ଞାତ ଅବସ୍ଥାରେ ରହିବାକୁ ପଡ଼ିଲା ଯେ...ଏବେଠୁ ବାନା ବାନ୍ଧିଦିଅ। ନହେଲେ ୨୪ରେ ଉଡିଉଡି ଆସିବନି ଯେ..

News Fuse
ମୋ ବୋଉଲୋ...ପଳେଇ ଚାଲେ...ଏମାନେ ମାରିପକେଇବେ

ପଇଲେଲୋ ପଇଲେଲୋ...କହୁ କହୁ ଦୁଲଦାଲ ଗଳିପଡିଲେ । ଏମାନେ କାଳେ କର୍ପୋରେଟର...ଧନ୍ୟ ଧନ୍ୟ

News Fuse
କଣ କଲ ହେ ନବୀନ.. ଏମପି କ୍ୱାର୍ଟର୍ସରୁ ସିଧା ବସ୍ତି ବିଛଣା

ଲୋକଟା ଉପାସରେ ଆଉ ଶୋଇପଡିନାହାନ୍ତି ତ ? ବିଚରା ଟିକିଏ ଶାନ୍ତିରେ ଶୁଅନ୍ତୁ..

News Fuse
ମିଛ କହିଦେଲେ ନରଂସିହ ମିଶ୍ର ! ଏଟା ପିଟାପିଟି ନା ପ୍ରେମ ?

ହଇରେ ନାରଣ.. ଏଇଠି ଫିତା କଟା ହେଉଛି..ମନ୍ତ୍ରୀ, ବିଧାୟକ ଅଛନ୍ତି..ଏଭଳି ଏକ ପବିତ୍ର ମାହୋଲରେ ତୁ କାହିଁକି ପାଣି ପକାଉଛୁ ରେ..ନାରଣ?

News Fuse
ସରକାରୀ ଅଫିସ୍‌ରେ ଖାସି ମାଂସ କିଏ ଆଣିଲା?

ଏଇଟା ସରକାରୀ ଅଫିସ୍‌ ତ? ଇଏ କଣ? ଦେଶୀ ଖାସି ମାଂସ ତରକାରୀ...ମଦ..ଆଲୋ ଏଇଡୁ କଣ? ଆମକୁ ଦେଖି ବାବୁ କଣ ଏତେ ଜୋରରେ ହସୁଛନ୍ତି?

News Fuse
ଲେଟ୍‌ରେ ଆସୁଛନ୍ତି..ପଚାରିଲେ କହୁଛନ୍ତି ଫିଲ୍ଡ ୱାର୍କରେ ଯାଇଥିଲୁ

ଆଲୋ ଆଲୋ...କ୍ୟାମେରା ଆଗରେ ମିଛ ? ଟାଇମ୍‌ରେ ଆସୁନ, କହିଲା ବେଳକୁ ଫିଲ୍ଡ ୱାର୍କରେ ଯାଇଥିଲ ବୋଲି କିଆଁ କହୁଛ? ନାରଣ ତୋର କାହିଁକି ମୁଣ୍ଡ ବିନ୍ଧିଲା ଦିଦି ଯେତେବେଳୁ ଆଇଲେ...ଏଇଠି ପରା 5-T…

News Fuse
ରାଲି ପାଇଁ ଆସିଛନ୍ତି...ଜୟନାରାୟଣଙ୍କୁ କ୍ୟାବିନେଟ୍‌ ମନ୍ତ୍ରୀ କରିଦେଲେ

ଜୟ ନାରାୟଣ କାହାକୁ ବାଡେଇଛନ୍ତି ଏମାନେ ମୂଳରୁ ଜାଣିନାହାନ୍ତି, ହେଲେ ରାଲି କରିବା ଲାଗି ଆସିଛନ୍ତି। କି ଲାଜ କିଲୋ? ମୁଁ ମରିଯାଏ...ଚାଲ ଚାଲ ଏଇ ମାଉସୀଙ୍କୁ ପଚାରିବା କୁଆଡେ ଆଇଛନ୍ତି?

Former Cuttack-Choudwar MLA Pravat Biswal faces corruption slur
ପ୍ରେସମିଟ୍‌ରେ ରାଗିଗଲେ...ଫଁ ଫଁ ହେଲେ ପ୍ରଭାତ

ପ୍ରଭାତଙ୍କ ବୁଦ୍ଧିକୁ ମାନିବାକୁ ପଡିବ। ଦେଖୁନୁରେ କେମିତି ଗର୍ଜିଲେଣି...ଆଲୋ ଆଲୋ ଇଏ କଣ କହିଲେ? ପ୍ରଭାତ କଣ ଦୁର୍ନୀତି କରେ ତାହା ଦୁନିଆ ଜାଣେ। ହଁ...ଚିଟଫଣ୍ଡ ଗିରଫ ବେଳେ ସମସ୍ତେ ଜାଣିଲେ।