ନାରଣ ରହରେ...ମହାପ୍ରସାଦ ପାଇକି ଯିବୁ । ଆଲୋ ଆଲୋ...ଇଏ ଅଶ୍ୱିନୀ ବାବୁ ଓଟିଭିକୁ କିଆଁ ଖୋଜିଲେ? ଆମ ପାଖରେ କ’ଣ କାମ ଅଛି କି?
ଏମିତି ନିଶାରେ ଘାଇଲାଯେ ସେ ଟ୍ରେନ୍ ଗେଟ୍ ପକାଇବାକୁ ଭୁଲିଗଲେ । ଟ୍ରେନ୍ ଆସି ଛି଼ଡା ହେଲା ଡ୍ରାଇଭର ଆସି ଗେଟ୍ ପକାଇଲେ । ଜଗୁଆଳି ନିଶାରେ ପୂରା ଚୁର୍
ଆମେ ଆମର ଚାକିରି କରିଛୁ ତମେ କାଇଁ ଆସି ପଚାରୁଛ କହିଲେଣି ଦିଦି...ଏବେ ଦୁନିଆଟା ଡୁପ୍ଲିକେଟ୍ ।
ରତ୍ନ ଭଣ୍ଡାରକୁ କିଏ କଣ ସହଜରେ ଖୋଲିଦିଏ? ତୁମର ହୋଇଥିଲେ ତୁମେ କଣ ସହଜରେ ଖୋଲି ଦେବ କି?
ଛି ଛି ଛି...ବାଦାମ ପ୍ୟାକେଟ୍ରେ ସାଲୁବାଲୁ ହେଉଛନ୍ତି ପୋକ । ୟାକୁ ଖାଇଲେ କଣ ହେବ?
ସ୍ୱାଧୀନତା ଦେଇଥିଲେ, ଧୋତି ପିନ୍ଧୁଥିଲେ । ହେଲେ ପୌର ପ୍ରଶାସନ ତାଙ୍କୁ ପିନ୍ଧାଇଲା ପ୍ୟାଣ୍ଟ...ଏବେ ଦେଖନ୍ତୁ ହେଉଛି କଣ?
ହେଲମେଟ୍ ପିନ୍ଧିଲେ ମୁଣ୍ଡ ସିଝୁଛି ? ସେଇଟା ହେଲମେଟ୍ ନା ପ୍ରେସରକୁକୁର ? ମଲେ ରିସ୍କ କିଏ ନେବ ?
ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଏବେଠୁ ଚଳଞ୍ଚଳ ହେଲାଣି ମଇଦାନ । ଆଉ ମଇଦାନରେ ଶକ୍ତି ପ୍ରଦର୍ଶନ ପୂର୍ବରୁ ବଳ ଦେଖାଇଲେଣି ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ନାରଣ କହିଲାଣି, ଝାରସୁଗୁଡ଼ା ଯୁଦ୍ଧ ମଇଦାନରେ ଲଢ଼େଇ ହେବ; ଘୁଞ୍ଚିଯା ଘୁଞ୍ଚିଯା ଖଣ୍ଡା ବୁଲିଲା...
ଆଜି ନାରଣର ମୁଣ୍ଡକୁ କଣ ଜୁଟିଲା କେଜାଣି, ଯାହାକୁ ଦେଖୁଛି କହୁଛି ଅ ଆ ଡାକ । ଏଇ ଦେଖୁନାହାନ୍ତି ବାଟରେ ଘାଟରେ ଯାହାକୁ ଦେଖୁଛି ସେମିତି କିଛି ପଚାରୁଛି...
କଳା ପୋଷାକରେ କଂଗ୍ରେସ ନେତା। ସମସ୍ତେ ଦେଖାଯାଉଛନ୍ତି ସତେ ଯେମିତି ‘ବ୍ଲାକ୍ କ୍ୟାଟ୍ କମାଣ୍ଡୋ’ ।
ଉଠା ଦୋକାନୀକୁ ଗଲେ ଖାଇବେନି ଖାଇବେନି କହି ପେଟପୁରା ଖାଇଲେ । ଖାଇ ସାରି ଟଙ୍କା ବଢ଼େଇ ଦେଲେ ରୁଦ୍ର ହେଲେ ନେବାକୁ କୁନ୍ଥୁ କୁନ୍ଥୁ ଦୋକାନୀ....
ବାଃ ବାଃରେ ଶିକ୍ଷାବ୍ୟବସ୍ଥା : ଗଣଶିକ୍ଷାମନ୍ତ୍ରୀ ସମୀର ଦାଶେ ଏ ଭିଡ଼ିଓ ଦେଖିଛନ୍ତି ତ? ପିଲାଏ ମାଟ୍ରିକ୍ ପରୀକ୍ଷା ଦେଉଛନ୍ତି, ସାର ମାନେ ଉତ୍ତର ଡାକୁଛନ୍ତି...ମୋ ବୋଉଲୋ...
ଇଏ କଣ ଏମିତି ମିଡିଆକୁ ଆଡେଇ ମାଡିଯାଉଛନ୍ତି । କହିଲେଣି ମନାଅଛି ପ୍ଲିଜ ପ୍ଲିଜ୍ । ହେଲେ ସାମ୍ବାଦିକ ତ ତାଙ୍କ ପ୍ଲିଜକୁ ଖାତିର କରୁନାହାନ୍ତି... ଦେଖୁନ ତାଙ୍କ ପଛରେ ଗୋଡେଇଲେଣି...
ଏଇ ଚୋରର ବୁଦ୍ଧି ସାଙ୍ଗରେ ବିବେକ ବି ଅଛି । ଗୋଟେ ନେଲା ଆଉ ଛାଡିଦେଲା । ଆଉ ଏ ଗାଡି ନମ୍ୱର ଉପରେ ଲଗେଜ ଭାରି ପଡିଲେ କଣ ହୁଏ
ଛି ଛି ଛି ...ଗେଟ୍ରେ ଶୁଖୁଥିଲା ଜିନ୍ସ ପ୍ୟାଣ୍ଟ । ଏଇ ବାବୁ ଆସି ଦେଖିଲେ ଦେଖିଲେ...ସାଙ୍ଗରେ ନେଇ ପଳାଇଗଲେ । ଏହେ...କାହାର କାଛୁକୁଣ୍ଡିଆ ହୋଇଥିବ...
ହେ ପ୍ରଭୁ କେଉଁଠି ମୁଣ୍ଡ ପିଟିବି, ସହଜେ ଗ୍ୟାସ ଦର ଯାହା ସରକାରକୁ ଆସିଲେ କହିଲେଣି ଆହୁରି ବଢେଇବେ