ହାତୀ ଯାଉଥିଲା ତା’ ରାସ୍ତାରେ, ବାଡି ପଥର ପକେଇଲେ ବୋଲି...ରାଗିଗଲା ହାତୀ...ପାଦରେ ଦେଲା ମକଚି
ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ କାନ୍ଥରେ ଆଙ୍କୁଛନ୍ତି ପଦ୍ମଫୁଲ । କିନ୍ତୁ ପାଖରେ ଛିଡା ହୋଇଥିବା ଅନ୍ୟମାନେ ଏତେ ସିରିୟସ୍ ରେ ଦେଖୁଛନ୍ତି କଣ ?
ଆରେ ନାରଣ! ଇଏ କଣ ଶୂନ୍ୟରୁ ଆସିଲାଣି ଆଜ୍ଞାମାଳ #ଶୂନ୍ୟରୁ_ଆସିଲା_ଆଜ୍ଞା_ମାଳ ଆରେ
News Fuse | BJD leaders wait outside building while secys enjoy lunch inside ଚାଲିଛି ମଧ୍ୟାହ୍ନଭୋଜନ.. ଭିତରେ
ମୋ ସ୍କୁଲ, ମୁଁ ରାନ୍ଧିବି, ମୁଁ ଖାଇବି ତମ ପିଠି କାହିଁକି କୁଣ୍ଡେଇ ହେଉଛି !
ହଇରେ ନାରଣ!ଏମିତି କେମିତି ହେଲା? ସୂର୍ଯ୍ୟ ଯେବେ ମୁଣ୍ଡ ଉପରେ ଠିକ୍ ସେତିକି ବେଳେ କଳା କିଟିମିଟି ଅନ୍ଧାର ...
ଝିଅ ତୁ ଜମାରୁ ବ୍ୟସ୍ତ ହୁଅନି । ମୁଁ ପରା ଅଛି...ତୋ ଦେହରେ ପାଣି ପକାଇବାକୁ ଦେବନି
ଇଏ ପୂରା ସାଙ୍ଘାତିକ ଠକ । ଘର ତଳୁ ମଣୀ ବାହାରିବ କହିଲେ, ଏବେ କଣ ମାମୁଁ ଘରକୁ ଗଲେ? କ’ଣ ହେଲା କିରେ ନାରଣ?
ଆଲୋ ଆଲୋ ଇଏ କଣ? ଶୌଚାଳୟରେ ତାଲା କିଏ ପକାଇଲା? ଗଲା ଗଲା...ଦେଖୁନୁରେ ନାରଣ । କେମିତି ଶୌଚାଳୟ ସାମ୍ନାରେ ସାବୁଲ ଲଗେଇ ଲଗେଇ ଗାଧୋଉଛନ୍ତି ସୁବାଷ ସଂଗଠନର ଯୁବକ
ହଇରେ ନାରଣ.. ଏ ଭଉଣୀ କାହିଁକି ମୁହଁ ଲୁଚାଉଛନ୍ତି ? ମୁହଁରୁ ଗାମୁଛା ମୋଟରୁ କାଢୁନାହାନ୍ତି.. ଆମେ କଣ ଦେଢଶୂର !
ଲାଗୁଛି ଭିତରେ ବୋଧେ କିଛି ଆକ୍ସନ ମୁଭି ଚାଲିଥିଲା, ଯାହାକୁ ଦେଖି ବାହାରେ ଏପରି ଚୁଟି ଝିଙ୍କାଝିଙ୍କି...
ଆମେ ୯ ଅଛୁ, ୯୦ ହେବୁ । କଂଗ୍ରେସ ଏଥର ସରକାର ନିଶ୍ଚିତ କରିବ...ହେଲେ ମୁଖ୍ୟମନ୍ତ୍ରୀ କିଏ କିରେ?
ଅପରାଜିତା ମ୍ୟାଡାମ୍ ଏମିତି ପାଠ ପଢେଇଲେ ଯେ, ପିଲା ପୂରା ଚୁପ୍..
ବନ୍ଧାପଡ଼ିଛି ବିବେକ, ପ୍ରବଳ ଖରାରେ ଚାଲିଛି ଗଛକଟା..କାଳେ ପଞ୍ଚତାରକା ହୋଟେଲ ପାଇଁ ଅଡୁଆ ହୋଇଛି ଏହି ଗଛ ।
ମାଡାମ୍ଙ୍କ ପାଠ ବୁଝିବାକୁ ଆମର କ୍ୱାଲିଫିକେସନ୍ କାହିଁ? କଳାପଟାରେ ଇଏ କଣ ଲେଖୁଛନ୍ତି କିରେ ନାରଣ?
ନାରଣ ରହରେ...ମହାପ୍ରସାଦ ପାଇକି ଯିବୁ । ଆଲୋ ଆଲୋ...ଇଏ ଅଶ୍ୱିନୀ ବାବୁ ଓଟିଭିକୁ କିଆଁ ଖୋଜିଲେ? ଆମ ପାଖରେ କ’ଣ କାମ ଅଛି କି?