• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: News Fuse

News Fuse
ଅଙ୍ଗନବାଡ଼ି ଜରିଆରେ ସରକାର ଯୋଗାଇ ଦେଉଥିବା ଛତୁଆ, ସୁଜିରେ ପ୍ରବଳ ପୋକ

ହଇରେ ନାରଣ ! ଇଏ ସବୁ କଣ ଦେଖିବାକୁ ମିଳୁଛିରେ? ଅଙ୍ଗନବାଡ଼ି ଜରିଆରେ ସରକାର ଯୋଗାଇ ଦେଉଥିବା ଛତୁଆ,ସୁଜିରୁ ବାହାରୁଛି ପ୍ରବଳ ପୋକ ଆଉ ଜୋକ...

News Fuse
ଭାଷଣ ଦେଉଥିଲେ...କାନ୍ଦିଲେ କିଆଁ?

୨୪ ବିଧାୟକ ହେବା ପାଇଁ ନୁହେଁ ବରଂ ଲୋକଙ୍କ ଭଲ ପାଇବା ପାଇଁ...ମୋ ବୋଉଲୋ...ନେତାଙ୍କ ମୁହଁରେ କାନ୍ଦ ଦେଖିଲେ ଏବେ ଲାଭ କଣ? ମନ୍ତ୍ରୀ ପରେ...

News Fuse
ବରଗଛରୁ ବିୟର ବାହାରୁଛି !

ସେଇଟା କଣ ଟ୍ରଙ୍କ୍‌? ଆଲୋ ଆଲୋ... ମଉସା ଟଣା ପାଟି, ଇଏ ନାଲିପାଣି ପାଟି । ମୋ ବୋଉଲୋ... ପଳେଇ ଚାଲ୍‌ରେ ନାରଣ । ନିଶା ହୋଇଯିବରେ

News Fuse
କହୁ କହୁ ସୁର ଭାଇ ଏମିତି କହିଦେଲେ..

କହୁ କହୁ ସୁର ଭାଇ ଏମିତି କହିଦେଲେ.. ସତ କହୁଛି କହି କହି ବିରୋଧୀଙ୍କୁ କଲେ ପ୍ରଶଂସା..

News Fuse
ସରକାରୀ ମେଡିକାଲରେ ମାଆଙ୍କ ପାଇଁ ମହୁ ଚାଷ!

ସରକାରୀ ମେଡିକାଲରେ ମାଆଙ୍କ ପାଇଁ ମହୁ ଚାଷ!

News Fuse
ପାଣି ଲାଗି କୂଅ ଭିତରେ ପଶ

ଆଲୋ ଆଲୋ...ଇଏ କ’ଣ ? ଏଇଟା କୂଅକୁ ନା ପାତାଳକୁ ରାସ୍ତା?

News Fuse
ହାତୀକୁ ହୋମିଓପାଥି...ଗୋଡେଇଲା ବେଳେ ଦୌଡୁଛ କିଆଁ?

ହାତୀ ଯାଉଥିଲା ତା’ ରାସ୍ତାରେ, ବାଡି ପଥର ପକେଇଲେ ବୋଲି...ରାଗିଗଲା ହାତୀ...ପାଦରେ ଦେଲା ମକଚି

News fuse
ସାର କଂକ୍ରିଟ୍ କାନ୍ଥରେ ପଦ୍ମପୁଟେଇବା ନେତା

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ କାନ୍ଥରେ ଆଙ୍କୁଛନ୍ତି ପଦ୍ମଫୁଲ । କିନ୍ତୁ ପାଖରେ ଛିଡା ହୋଇଥିବା ଅନ୍ୟମାନେ ଏତେ ସିରିୟସ୍ ରେ ଦେଖୁଛନ୍ତି କଣ ?

News Fuse | People grab fruits from garland in Karnataka
News Fuse | People grab fruits from garland in Karnataka

ଆରେ ନାରଣ! ଇଏ କଣ ଶୂନ୍ୟରୁ ଆସିଲାଣି ଆଜ୍ଞାମାଳ #ଶୂନ୍ୟରୁ_ଆସିଲା_ଆଜ୍ଞା_ମାଳ ଆରେ

News Fuse | BJD leaders wait outside building while secys enjoy lunch inside
News Fuse | BJD leaders wait outside building while secys enjoy lunch inside

News Fuse | BJD leaders wait outside building while secys enjoy lunch inside ଚାଲିଛି ମଧ୍ୟାହ୍ନଭୋଜନ.. ଭିତରେ

News Fuse
ହଇରେ ନାରଣ, ୟାଙ୍କର ଫ୍ୟୁଜ୍ ହେବାକୁ ଏତେ ମନ !

ହଇରେ ନାରଣ, ୟାଙ୍କର ଫ୍ୟୁଜ୍ ହେବାକୁ ଏତେ ମନ !

News Fuse
ମୋ ସ୍କୁଲ, ମୁଁ ରାନ୍ଧିବି, ମୁଁ ଖାଇବି ତମ ପିଠି କାହିଁକି କୁଣ୍ଡେଇ ହେଉଛି !

ମୋ ସ୍କୁଲ, ମୁଁ ରାନ୍ଧିବି, ମୁଁ ଖାଇବି ତମ ପିଠି କାହିଁକି କୁଣ୍ଡେଇ ହେଉଛି !

News Fuse
ସୂର୍ଯ୍ୟ ଯେବେ ମୁଣ୍ଡ ଉପରେ ଠିକ୍ ସେତିକି ବେଳେ କଳା କିଟିମିଟି ଅନ୍ଧାର

ହଇରେ ନାରଣ!ଏମିତି କେମିତି ହେଲା? ସୂର୍ଯ୍ୟ ଯେବେ ମୁଣ୍ଡ ଉପରେ ଠିକ୍ ସେତିକି ବେଳେ କଳା କିଟିମିଟି ଅନ୍ଧାର ...

News Fuse
ମୁଁ ଓଦା ହେବି ହେଲେ ତୋ ଦେହରେ ପାଣି ପଡିବନି...

ଝିଅ ତୁ ଜମାରୁ ବ୍ୟସ୍ତ ହୁଅନି । ମୁଁ ପରା ଅଛି...ତୋ ଦେହରେ ପାଣି ପକାଇବାକୁ ଦେବନି

News Fuse
ମଣୀ ତ ବାହାରିଲାନି, ଡାଇମଣ୍ଡ ନେଇକି ଆମେ କଣ କରିବୁ?

ଇଏ ପୂରା ସାଙ୍ଘାତିକ ଠକ । ଘର ତଳୁ ମଣୀ ବାହାରିବ କହିଲେ, ଏବେ କଣ ମାମୁଁ ଘରକୁ ଗଲେ? କ’ଣ ହେଲା କିରେ ନାରଣ?

News Fuse
ଶୌଚାଳୟ ପିଣ୍ଡାରେ ସାବୁନ ଲଗେଇଦେଲେ

ଆଲୋ ଆଲୋ ଇଏ କଣ? ଶୌଚାଳୟରେ ତାଲା କିଏ ପକାଇଲା? ଗଲା ଗଲା...ଦେଖୁନୁରେ ନାରଣ । କେମିତି ଶୌଚାଳୟ ସାମ୍ନାରେ ସାବୁଲ ଲଗେଇ ଲଗେଇ ଗାଧୋଉଛନ୍ତି ସୁବାଷ ସଂଗଠନର ଯୁବକ

News Fuse
ତରୁଣ ଭାଇଙ୍କୁ ଭଗବାନ ଭରସା

ଏ ଦୁଃଖ ଆଉ ଦେଖି ହେଉନି.. ତରୁଣ ଭାଇଙ୍କୁ ଭଗବାନ ଭରସା

News Fuse
ନର୍ସିଂହୋମ୍ ଭିତରେ ସିକ୍ରେଟ୍ ଚାମ୍ବର୍

ହଇରେ ନାରଣ.. ଏ ଭଉଣୀ କାହିଁକି ମୁହଁ ଲୁଚାଉଛନ୍ତି ? ମୁହଁରୁ ଗାମୁଛା ମୋଟରୁ କାଢୁନାହାନ୍ତି.. ଆମେ କଣ ଦେଢଶୂର !

News Fuse
ପାଖଲୋକଙ୍କ ପାଇଁ ପ୍ରବଳ ଭିଡ଼

ହଇରେ ନାରଣ ! ପାଖଲୋକଙ୍କୁ ପାଖରୁ ଦେଖିବାକୁ ଦଳାଚକଟା ସ୍ଥିତି !

News Fuse
ଏଠି ପାଟିଆର ସବୁ ପୋଖତ, ପାର୍କିଂ ପାଇଁ ପିଟାପିଟି

ଲାଗୁଛି ଭିତରେ ବୋଧେ କିଛି ଆକ୍ସନ ମୁଭି ଚାଲିଥିଲା, ଯାହାକୁ ଦେଖି ବାହାରେ ଏପରି ଚୁଟି ଝିଙ୍କାଝିଙ୍କି...

News Fuse
“୯ ଅଛୁ ୯୦ ଆଣିବୁ, ସରକାର କରିବୁ”

ଆମେ ୯ ଅଛୁ, ୯୦ ହେବୁ । କଂଗ୍ରେସ ଏଥର ସରକାର ନିଶ୍ଚିତ କରିବ...ହେଲେ ମୁଖ୍ୟମନ୍ତ୍ରୀ କିଏ କିରେ?

News Fuse
ଏମିତି ଟିଚର୍ ମୋଟରୁ ନେବେନି.. ଦରକାର ପଡ଼ିଲେ କିଛି ଦେବେ

ଅପରାଜିତା ମ୍ୟାଡାମ୍ ଏମିତି ପାଠ ପଢେଇଲେ ଯେ, ପିଲା ପୂରା ଚୁପ୍..

News Fuse
ବନ୍ଧାପଡ଼ିଛି ବିବେକ ପ୍ରବଳ ଖରାରେ ଚାଲିଛି ଗଛକଟା

ବନ୍ଧାପଡ଼ିଛି ବିବେକ, ପ୍ରବଳ ଖରାରେ ଚାଲିଛି ଗଛକଟା..କାଳେ ପଞ୍ଚତାରକା ହୋଟେଲ ପାଇଁ ଅଡୁଆ ହୋଇଛି ଏହି ଗଛ ।

Drunk man
ଇଏ ବିଶ୍ୱସ୍ଥରୀୟ ଖେଳାଳି..!

ଏଇ କ’ଣ ଶୂନ୍ୟରେ ବଲ୍ ଉଡ଼ଉଛନ୍ତି.... ଖାଲି ଛକା, ଚୌକା.. କେଉଁ ଟିମର ଖେଳାଳି କି ?

News Fuse
କ୍ଲାସ୍‌ ଟିଚର ହେଲେ ଅପରାଜିତା...ଟପିକ୍‌ କ’ଣ?

ମାଡାମ୍‌ଙ୍କ ପାଠ ବୁଝିବାକୁ ଆମର କ୍ୱାଲିଫିକେସନ୍‌ କାହିଁ? କଳାପଟାରେ ଇଏ କଣ ଲେଖୁଛନ୍ତି କିରେ ନାରଣ?