ହାଜତ ଭିତରେ ଅପରାଧୀ ପସିଛି। ବାହାରେ ତାକୁ ଜଗିଛନ୍ତି ଅବକାରୀ ଥାନା ବାବୁ। ଦେଖୁନୁରେ ନାରଣ, ପେଟେ ପଖାଳ ଖାଇ ଏମିତି ଅଚିନ୍ତାରେ କେମିତି ଘୁଙ୍ଗୁଡ଼ି ମାରୁଛନ୍ତି ବାବୁ? ପୁଣି ଲକ୍ଅପ୍ ଚାବି ଟେବୁଲ ଉପରେ। ହଇରେ ନାରଣ...ପଚାରିବାରୁ ଇଏ କଣ ଆମ ଉପରେ ଗରମ ଦେଖାଉଛନ୍ତି?
ପାଣିର ଅଭାବ ମଣିଷ ବୁଝିନି। କିନ୍ତୁ ପଶୁ ବୁଝୁଛି। ଶୋଷ ମେଂଟାଇବା ପାଇଁ ଏମିତି କରୁଛନ୍ତି ସଂଘର୍ଷ...ଦେଖନ୍ତୁ ଏହି ଭିଡ଼ିଓ
ମୋ ବୋଉଲୋ। ଆଲୋ ଏଇ ରାସ୍ତାରେ ମହାନଦୀ କୁଆଡ଼ୁ ଆଇଲା କିରେ? ଏତେ ଜୋର୍ରେ କ’ଣ ପାଣି ମାଡ଼ି ଆସିଲାଣି? ନାରଣ...ମାରିଦେବୁ କି? ବିନା ଟେନ୍ସନ୍ରେ ବୁଢୀ ମାଉସୀ କିନ୍ତୁ ଅଖା ଧୋଇ ଶୁଖେଇଲାଣି, ଦେଖୁନୁ ଟିକିଏ.....
ପିସିସି ସଭାପତି ଚୌକି ପଦ ତ ଗଲା.. କିନ୍ତୁ ଇଏ କୋଉ ଖୁସିରେ ଏତେ ମିଠା ଆଉ ଚା’ ଦେଉଛନ୍ତି କିରେ ନିରଞ୍ଜନ ବାବୁ? ଦେଖୁନ...କେମିତି ଗୁରୁକୁ ଡାକି ମିଠା ଆଉ ଚା’ ପାଇଁ ଅର୍ଡର ଦେଉଛନ୍ତି ପଟ୍ଟନାୟକ ସାର୍
ଆଲୋ ଆଲୋ ଇଏ କଣ ହେଲା? ଷ୍ଟେଜ୍ ଉପରେ ଧନୁର୍ଦ୍ଧରଙ୍କ ପ୍ୟାଣ୍ଟ ଖୋଲିଗଲା। ଇଏ ଚିତ୍ରାଳୟ ବାଲା ବୋଧହୁଏ ପ୍ୟାଣ୍ଟ ଡୋରକୁ ଭଲରେ ଟାଇଟ୍ କରିନାହାନ୍ତି...ନାରଣ ତୁ କଣ ଦେଖିଲୁରେ?
କ’ଣ ନ ଦେଖିଲାରେ ଏ ନେତ। ମନ୍ତ୍ରୀ ମହାଶୟ କୋଉଠି ଥିଲେ କେଜାଣି। ମଗ ଧରି ହଠାତ୍ ଆସି ପାଇଖାନା ଭିତରେ ପଶିଗଲେ। ଆଉ ବାହାରିବା ପରେ ବିଡ଼ିଓଙ୍କ ଉପରେ ହେଲେ ଖାଲି ରାଉରାଉ...
ଏ ତହସିଲଦାର ମ୍ୟାଡମଙ୍କୁ ମାନିବାକୁ ହବ। ଯିଏ ଦେଖିଛି, ସେ ହିଁ କହିପାରିବ ସବୁ କିଛି। ଶୁଣୁନ, ମ୍ୟାଡମଙ୍କ ବିଷୟରେ କ’ଣ କହୁଛନ୍ତି ଏମାନେ...
ହଇରେ ନାରଣ ଏଠି କଣ ଚାଲିଛି କିରେ... କୁକୁଡା ଗାଡି ପଛେ ପଛେ ଯାଉଛି ନାଲିବତୀ ଗାଡି। ଅଧ ବାଟରେ ଏ କଣ ହଉଛି... ଶୂନ୍ୟରେ ଏ ଗାଡିରୁ ବାହାଉଛି ହାତ, ସେ ଗାଡିରୁ ବାହାଉଛି ହାତ...
ଆଲୋ ଇଏ କଣ? ସିଏ ତ ଷଣ୍ଢ ମହାରାଜା। ଇଏ କଣ ତାଙ୍କ ଉପରେ ଏମିତି ଶୟନ କଲେ? ପାଟିରୁ ପୁଣି କଣ ଏମିତି ମୋଟା ଧୂଆଁ ବାହାରୁଛି? ନାରଣ କଥା କଣ କିରେ? ଆଜି ଷଣ୍ଢର ଷଣ୍ଢତ୍ୱ ବୋଧହୁଏ ନଷ୍ଟ ହୋଇଯିବ ଲାଗୁଛି...
ନବୀନ-ପାଣ୍ଡିଆନ୍ ତ ଖାଲି ଖେଳୁଛନ୍ତି। ଏ ମୋଦିକୁ ଦେଖି ନବୀନ ସବୁ ଏମିତି କରୁଛନ୍ତି…ୟାଙ୍କର ସବୁ ନାଲିନାଲି....ବାଃ ବାଃରେ ଅଫିସର। ଆଲୋ ସୁର ଭାଇ କଣ ଏମିତି କହିଲେଣି?
ଆଉ କୋଉଠି କରିଥିଲେ କଣ ଏତେ ଭାଇରାଲ ହେଇଥାନ୍ତା ନା କଣ ? ସମସ୍ତଙ୍କ ନଜର ଯେତେବେଳେ ପୁରୀର ଐତିହାସିକ କରିଡର ପ୍ରକଳ୍ପ ଉପରେ ଆଉ ଏଇ ଭଉଣୀ ଜଣକ ବି ଟିକେ ଏଇଠି ଗୋଟେ ଜବରଦସ୍ତ ଧମାକାଦାର ଭିଡିଓ ଗୋଟେ ବନେଇ ଦେଲେ....
ମୋ ବୋଉଲୋ...ଇଏ ଦୁର୍ବଳରୁ ଦୋହଲୁଛନ୍ତି। କିନ୍ତୁ ଭୀମ ଚରିତ୍ରରେ ଆକ୍ଟିଂ କରୁଛନ୍ତି। ଆଲୋ ଇଏ କଣ? ଭୀମଙ୍କ ପାହାର ଖାଇ ଷ୍ଟେଜ୍ ତଳକୁ ଗଳିପଡ଼ିଲେ ଦୁର୍ଯ୍ୟୋଧନ...ଗଲା ଗଲା ମାରି ପକାଇଲା ରେ...ନାରଣ ରକ୍ଷା କର…
ଇଲୋ ବୋଉଲୋ...ଆରମ୍ଭରୁ ଏତେ ଫଁ ଫଁ କିଆଁ ହେଉଛନ୍ତି ମେୟର? ଇଏ କଣ ଏମିତି କହିଲେଣି, ଛୋଟ ମୋଟ ଆଲୋଚନା କରିବାନି ବୋଲି। ନାରଣ କେଉଁ କାମ ଛୋଟ କିରେ? ମାରିଦେଲୁରେ ନାରଣ...ଇଏ କଣ ରାଗିକି ପୂରା ଚିଡି ଗଲେଣି
ଗୋରୀ ଟିକେ ହେଇ ଯାଉ ହେଇ ଯାଉ ଡିଜେ ବାଲା ଡ୍ୟାନ୍ସ। ଆଲୋ ମୋ ବୋଉ...କି ପ୍ରସେସନ୍ କିରେ? କେଡ଼େ ସୁନ୍ଦରିଆ ସାଜସଜ୍ଜା ହୋଇଛି, ପୁଣି ଡିଜେ ବାଜୁଛି...ନାରଣରେ, ଇଏ କଣ କହିଲେ ମୁଁ ଆଜି କିଛି କରିପାରିବିନି, ଆଜି ମୋ ବାହାଘର...
ଆଲୋ କିଏ ଆଉଛନ୍ତି କି? ମାମୁଁମାନେ କଣ ଏକାଠି ହେଲେଣି ଏଇଠି? ପୁଣି ହାତରେ ଏତେ ଦାମିକିୟା ଫୁଲ...ଆଜ୍ଞା ଏମାନେ ସମସ୍ତେ ଏଠାରେ ଏକାଠି। କିନ୍ତୁ ଏତେ ସ୍ୱାଗତର ଆୟୋଜନ କାହା ପାଇଁ?
ଆଲୋ ଆଲୋ...ଇଏ ବିଡ଼ିଓଙ୍କ ଉପରେ ଏମାନେ ଏମିତି କାହିଁକି ଚଢୁଛନ୍ତି କିରେ? ହଇରେ ଓଭରସ୍ମାର୍ଟ କିଏ ହେଲା? ନାରଣ କିଛି ବୁଝାପଡ଼ୁନି। ଆମ ରାଇଜରେ ଅଫିସର ବେଶି ସ୍ମାର୍ଟ, ହେଲେ ଇଏ ଶାସକ ଦଳ ନେତା କଣ ସ୍ମାର୍ଟ ହେବାରେ ପ୍ରତିବନ୍ଧକ ଲଗାଉଛନ୍ତି କିରେ?
ଆଲୋ ଭାଇ ଇଏ କି ନାଚ? ଦେଖୁନ...କେମିତି ନାଗିନ ଗୀତରେ ଗଡ଼ି ଗଡ଼ି ନାଚୁଛନ୍ତି...ନାଚ ନିଶାରେ ଏମିତି ମଜିଛନ୍ତି ଯେ, ସେ ଭାଇଙ୍କୁ ଦୁଇ ଗୋଇଠା ଦେଲେ। ସିଏ ବି ଚିତ୍ପଟାଙ୍ଗ ମାରିଲେ ।
ମୋ ବୋଉଲୋ...ଆଲୋ ଇଏ କଣ? ନାରଣ ଲୁଚି ଯା, ଛପି ଯା...କାନ୍ଧରେ ଧନୁତୀର ଧରି ବାହାରିଛନ୍ତି କୋରାପୁଟ୍ ବିଧାୟକ, କାହାକୁ ବିନ୍ଧିବେ କିରେ?
News Fuse 11 May 2022| My Everything Naveen Sir OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries
ମୋ ବୋଉଲୋ...ଆଲୋ ଇଏ କଣ? ବିଚ୍ ରାସ୍ତା ଉପରେ ଭାଲୁ ଭାଇ-ଲେଡ଼ି ଅଫିସର କଣ ମୁହାଁମୁହିଁ ହେଲେ? ନାରଣ ଘଟଣା କଣ କିରେ !! ଦୁହେଁ ଦୁହିଁଙ୍କ ଉପରେ କଣ ଏମିତି ବର୍ଷଣ କରୁଛନ୍ତି?
ଭାଇଲେ ରାତି ଅଧରେ କିଆଁ ପିଇଲୁ? ମାମୁଁ ପା ମଝି ରାସ୍ତାରେ ଛକିଛି। ଦେଖୁନୁ...କେମିତି ପାଟିରେ ବଇଁଶି ଲଗାଇ ଫୁଙ୍କ ଫୁଙ୍କ କହୁଛି....ବାଃ ବାଃରେ ନାରଣ। ଏତେ ପିଇବୁ କାହିଁକି? ମଝି ରାସ୍ତାରେ ଏମିତି ହେବୁ କାହିଁକି?
ସବୁ ଦିନେ ଧଳା କୁର୍ତ୍ତା ପିନ୍ଧି ରାଜନୀତି ଚାଷ କରୁଥିବା ନେତା-ମନ୍ତ୍ରୀମାନେ ଅକ୍ଷୟ ତୃତୀୟା ଆସିଲେ ଧୋତି ପିନ୍ଧି ଚାଷ କରିବାକୁ ବାହାରି ପଡନ୍ତି। କିଏ ଚପଲ ପିନ୍ଧି ଜମି ହଳ କରେ ତ ଆଉ କିଏ ଧାନ ବୁଣିବା କୌଶଳ ନ ଜାଣି କ୍ୟାମେରା ଆଗରେ ଏଣେତେଣେ ଧାନ ବୁଣି ପକାନ୍ତି। ଯେମିତି ଅକ୍ଷୟ ତୃତୀୟାରେ ଦିନିକିଆ ଚାଷୀ ହୋଇ ଅଭିନୟ କରୁଥିବା ନେତା କେମିତି କଲବଲ ହେଲେ ଦେଖନ୍ତୁ...
ହଇରେ ନାରଣ ଶେଷରେ ଟ୍ରାକ୍ଟର ଦେହରେ ବି ଶଙ୍ଖ ବାନା... ରାଇଜ ସାରା ତ ଏଇନୁ ଶଙ୍ଖ ନାଦ ହେଉଛି... ଚାଷ ଯିଏ କରୁ, ଅମଳ କରୁଛି ବିଜେଡି... ଆଉ ଆମ ରାଜ ଭାଇ ତ ଯୋଗାଣ ମନ୍ତ୍ରୀ... ସିଏ କାଇଁ ଛାଡ଼ିବେ...
ପୁଷ୍ପାକୁ ଛାଡି ଆଉ ରହି ହବନିରେ ନାରଣ। ଥାନାଠୁ ଡାକ୍ତରଖାନା ସବୁଠି ପୁଷ୍ପା କ୍ରେଜ୍। ଏବେ ସ୍ମାର୍ଟ ସ୍କୁଲର ସ୍ମାର୍ଟ କ୍ଲାସ୍ ରୁମରେ ପିଲା ଦେଖୁଛନ୍ତି ପୁଷ୍ପା ଫିଲ୍ମ। ଆଉ ଗୁଆଘିଅ ଗୀତରେ ନାଚୁଛନ୍ତି ପିଲାଏ...
ପୁଷ୍ପାକୁ ଛାଡି ଆଉ ରହି ହବନିରେ ନାରଣ। ଥାନାଠୁ ଡାକ୍ତରଖାନା ସବୁଠି ପୁଷ୍ପା କ୍ରେଜ୍। ଏବେ ସ୍ମାର୍ଟ ସ୍କୁଲର ସ୍ମାର୍ଟ କ୍ଲାସ୍ ରୁମରେ ପିଲା ଦେଖୁଛନ୍ତି ପୁଷ୍ପା ଫିଲ୍ମ। ଆଉ ଗୁଆଘିଅ ଗୀତରେ ନାଚୁଛନ୍ତି ପିଲାଏ...