• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: News Fuse

News Fuse
ନାରଣ.. ଏଠି ସବୁ ତାତିକି..

ଇଲୋ ହେଇଲୋ.. ମିଳିମିଳି ଖାଇଗଲେ ପିଲାଙ୍କ ଟଙ୍କା..

News Fuse
ପିଠି କୁଣ୍ଡେଇ ହେଲେ ଏମିତି ମଲମ..

ଭାଇଙ୍କ ପିଠି କୁଣ୍ଡେଇ ହେଉଥିଲା.. ପ୍ରଥମେ ହାତରେ ପରେ ଚପଲରେ ମଲମ ଦେଇଦେଲେ ଭଉଣୀ..

News Fuse
ଏଠି ସୀତା ପୂରା ‘ପୁଷ୍ପା ଝୁକେଗା ନେହିଁ..’

ହଇଓ ଭଉଣୀ.. ତୁମ ଦେହ ଭଲ ଅଛି ତ.. ଲଙ୍କାକୁ ଯାଉଛ ନା ପିକନିକ୍.. ଭୁଲିଯାଉଛ କି କୋଉ ଚରିତ୍ରରେ ଅଛ..

News Fuse
ସୁର ଭାଇଙ୍କୁ ଶୁଣି ନାରଣ ମୁଣ୍ଡ ଟିଣ

ପୁଣି ସଭାପତିଙ୍କ ନାଁ ଭୁଲିଗଲେ.. ଏମିତି କହିଲେ ଯେ.. ନାରଣ ମୁଣ୍ଡ ଟିଣ..

News Fuse
ବାଇକ ଉପରୁ ଭିଡିଆଣିଲେ, ବିଧା ଚାପୁଡ଼ା ଥୋଇଲେ

ହଇରେ ନାରଣ.. ପତ୍ନୀ ଥାଉ ଥାଉ ପରକୀୟା ପୀରତି କରି ପ୍ରତରଣା ଦେଇ ପ୍ରେସ ଆଗର ପ୍ରେମିକ ପ୍ରବର ପଟ୍ଟାମୁଣ୍ଡାଇ ବଜାରରେ ପାହାର ଖାଇଲେ..

News Fuse
ପିଠି ତ ନୁହେଁ ପୁରା ଟେବୁଲ୍

ବୃଦ୍ଧଙ୍କ ପିଠିକୁ ଟେବୁଲ୍ କରିଦେଲେ ଅଫିସର I ଆଉ ଟେବୁଲ୍ ଉପରେ ଫାଇଲ୍ ଥୋଇଲା ଭଳିଆ , ପିଠିଉପରେ କାଗଜ ରଖି ଦସ୍ତଖତ କରିଚାଲିଲେ ।

News Fuse | BJD MP Rajshree Mallick dances during election campaign
ନବୀନ ବନ୍ଦନା ଶୁଣି ପ୍ରୋଟିନ୍‌ ପାଇଗଲେ ମଉସା !

ଆହୁରି ନାଚିବାକୁ ବାକି ଅଛି ? ୨୨ ବର୍ଷ ହେଲାଣି ତ ଶାସନ କରୁଛ, ପୁଣି ଲୋକଙ୍କ ସହ ଯୋଡି ହେବାକୁ ନାଚିବାକୁ ପଡୁଛି। ଏ ସମ୍ପର୍କରେ ବୋଧହୁଏ ପ୍ରବଳ ଫାଟ...

News Fuse | Police checks vehicle of BJP leader Pratap Sarangi
ନନାଙ୍କ ଡିକି ଖୋଲିଲା କିଏ ?

ଆଲୋ ଆଲୋ ନନା ପରା ସିଟିଂ ଏମପି। ତାଙ୍କୁ ପୋଲିସ ମୁଣ୍ଡିଆ ମାରିବନି ତ କଣ କରିବ? କିରେ ନାରଣ, ନନାଙ୍କ କାର୍‌ ଡିକି କଣ ଖୋଲିଲା? ନନା କଣ ନେଉଥିଲେ କିରେ?

Pratap Sarangi
ନନାଙ୍କ ସହ ଖଣ୍ଡା ଯୁଦ୍ଧ

ମଲା.. ନନାଙ୍କର କଣ ରାଜନୀତି ଶତ୍ରୁ କମ୍ ଥିଲେ ଯେ, ସେ ପଲିଟିକାଲ୍ ଛାଡ଼ି ନନପଲଟିକାଲ୍ ସାଙ୍ଗେ ଲଢିଲେ..

News Fuse
ମଝି ରାସ୍ତାରେ କିଡନୀ ରୋଗୀ, କେହି ଶୁଣୁନାହାନ୍ତି ଦୁଃଖ ୟାଙ୍କର

ନବୀନ ବାବୁ ଆସନ୍ତୁ, ପାଣ୍ଡିଆନ୍‌ ବାବୁ ଆସିଲେ ଆମେ ରାସ୍ତାରୁ ହଟିବୁ। ଔଷଧ ନପାଇ ରାଜରାସ୍ତାରେ ଏମିତି ଗର୍ଜୁଛନ୍ତି କିଡନୀ ରୋଗୀ...ନାରଣ ଇଏ କଣ?

Tathagat Satpathy
କୁକୁର କାମୁଡିବାଠୁ ବିଜେଡି ରାଜନୀତି...ଏମିତି କହିଲେ ତଥାଗତ

ମୁଁ ରାଜନୀତି ଛାଡିଲେ ବି ରାଜନୀତି ମତେ ଛାଡିବ ନାହିଁ। ମୁଣ୍ଡଟା ତ ଅଛି, ସବୁବେଳେ ସେ କଥା ଗୁଡା ମୁଣ୍ଡରେ ପଶିବ। କୁକୁର ଯୋଉ କାମୁଡିଲା...ସେ ମାଲିକ ସେଥିପାଇଁ ଯାଉ ହେଲେ କୁକୁର ରହୁ

News Fuse
ଘୋର କଳିକାଳ.. ଏଠି ଲେଡି ଦୁଃଶାସନ

ନାରଣ..ଏଇଟା ଘୋର କଳିକାଳ..ଏ ଯୁଗରେ ନାରୀ ନାରୀର ଭିଡ଼ୁଛି ବସ୍ତ୍ର.. ସିଏ ଭିଡ଼ୁ ଭିଡ଼ୁ ଦିଦି ଉଠେଇଲେଣି ଢେଲା..

News Fuse
ଭାଲୁ ଭାଇଙ୍କ ସାଏରୀ ଶୁଣି ଲାଜେଇ ଗଲେ ଜିଲ୍ଲାପାଳ

ଆଲୋ ଆଲୋ..ମଂଚ ଉପରେ କଣ ଏମିତି ଢଗ ବୋଲିଲେଣି ଭାଲୁ ଭାଇ...

News Fuse
ମାଆକୁ ସାହାଯ୍ୟ ପାଇଁ ବେଲଣା ପିଢା ବିକୁଛି ଝିଅ

କୁନି ଝିଅ ବୁଝୁଛି ମାଆର କଷ୍ଟ। ଯେଉଁ ବୟସରେ ସେ ବୁଲିବା କଥା ସେହି ବୟସରେ ଯାତରା ଭିତରେ ବସି ବିକ୍ରି କରୁଛି ବେଲଣା ପିଢା। ପଚାରିଲେ କହୁଛି, ମାଆ ଏକା ଏକା କେତେ ବିକ୍ରି କରିବ? ସାବାସ୍‌ କୁନିଝିଅ

News Fuse
ଟିକିଏ ନାଲିପାଣି ପିଇଲା ପରେ ଗାନ୍ଧୀ ପୂରା ବେହାଲ

ମୋ ବୋଉଲୋ...ଆଲୋ ଆଲୋ ନାରଣ ଦେଖ୍‌...ଇଏ ଗାନ୍ଧୀ ପୂରା ବେହାଲ। ଏତେ ମାତ୍ରାରେ ସୋମରୋସ ପାନ କରିଛନ୍ତି ଯେ ଆଉ ଚାଲିବା ଅବସ୍ଥାରେ ନାହାନ୍ତି...ରାସ୍ତା କଡରେ ହାଉଲୋ କିନା...ଦେଖ୍‌ ଦେଖ୍‌ ଭିଡିଓ

News fuse | Vyasanagar Municipality chairperson Sangeeta Pinguahurls file at govt
ଫାଇଲ୍‌ ମାଡ ଖାଇକି ବାବୁ ପୂରା ଥରୁଛନ୍ତି...

“ତୁମେ ଦେଖନି, ଜାଣ”...ବେଶ୍ୟାବୃତ୍ତି ପାଇଁ ଅନୁମତି ଦେବ କି? ଆଲୋ ଆଲୋ ମ୍ୟାଡମ୍‌ କଣ ଏତେ ଜୋରରେ ରାଗିଗଲେ? ଫୁଲ ପିକ୍‌ଅପ୍‌ରେ , ମୋ ବୋଉଲୋ...ନାରଣ ଚାଲ୍‌ ପଳେଇବା

News Fuse
ନିବାରଣ ରାଲିଲେ ନାଲିପାଣି ବୋତଲ !!

ଆଲୋ ଆଲୋ...ନିବାରଣ ରାଲିରେ ମଉସାଙ୍କ ମଦ ଦେଲା କିଏ? ଏଇଟା ଦେଶୀ ନା ବିଦେଶୀ? ଏମିତି ପ୍ରତିବାଦୀ ରହିଲେ ପୂରା ଶହେ ଶହେରେ ଖେଳ

News Fuse
ଟାୱାର ଉପରେ ଚଢିଲେ ନେତା, ହେଲେ କାହିଁକି?

ମୋ ପେପର୍‌ ଦେଲେ ମୁଁ ତଳକୁ ଓହ୍ଲାଇବି। ନହେଲେ ଏଇ ଟାୱାର ଉପରେ ବସିବି...ନିର୍ବାଚନ ଲଢିବାକୁ ନେଇ ହାଇଡ୍ରାମା

News fuse| News Fuse Promo| Naranara balijatra bula
News fuse| News Fuse Promo| Naranara balijatra bula

News fuse| News Fuse Promo| Naranara balijatra bula OdishaTV is Odisha\'s no 1 News Channel. OTV being the first private satellite TV channel in Odisha

News Fuse 14 November 2022| Narana Ra Balijatra Bula
News Fuse 14 November 2022| Narana Ra Balijatra Bula

News Fuse 14 November 2022| Narana Ra Balijatra Bula OdishaTV is Odisha\'s no 1 News Channel. OTV being the first private satellite TV channel in Odisha

sadhaba pua
କି ନିଦ? ବନ୍ଦାଉ ବନ୍ଦାଉ ଶୋଇ ପଡିଲେ ସାଧବାଣୀ...

ଆଲୋ ଆଲୋ ଇଏ ନିଦ କି ବୋଲ ମାନୁଛି? ସାଧବ ପୁଅକୁ ବନ୍ଦାଇ ବନ୍ଦାଇ ଥକି ପଡିଥିଲେ ବୋଧହୁଏ...ଦେଖୁନୁରେ ନାରଣ କେମିତି ଥାଳି ଧରି ଶୋଇ ପଡିଲେ

News Fuse
ସିଏ ବବି…କୋବି ନୁହେଁ ଯେ ପରିବା ମାର୍କେଟ୍ରେ ମିଳିବେ !!

ଭାଇ ତୁମେ କଂଟ୍ରୋଲରେ ନାହଁ। ୟାଙ୍କର ଏକ ଜିଦ୍‌ ବବି ଭାଇ ଆମର ଦରକାର। ବବି ଭାଇ ଏବେ ଓସିଏ ସଭାପତି। ଏଇନେ ଚାହିଁବେ ମାନେ ପଡିଆ ପୂରା ନୂଆ ହେବ। ହେଇଲୋ...ଇଏ କଣ ନେତା ଖଟୁନାହାନ୍ତି ବୋଲି କହିଲେ, ପଏଣ୍ଟ ଟୁ ବି ନୋଟେଡ୍‌

News Fuse
ଭୁବନେଶ୍ୱର ମେୟରଙ୍କ ହାତରେ ଅଳିଆ, ଚାଲିଛି ସଫେଇ ଅଭିଯାନ

ଅଳିଆ ପାଇଁ ତ ଆମ ଭୁବନେଶ୍ୱର ସ୍ମାର୍ଟ ସିଟି ତାଲିକାରେ ତଳକୁ ଖସିଗଲାଣି । ଅବଶ୍ୟ ଆମ ନୂଆ ମେୟର ଆଉ କମିଶନର ଯୋଉ ରେଟରେ ଅଳିଆ ସଫାରେ ଲାଗିଛନ୍ତି, ଆଉ କିଛି ସଫା ହେଉ କି ନ ହେଉ, ଅଳିଆ ହଟିବା ଥୟ ।

News Fuse
ନନାଙ୍କର ଆଉ ଡ୍ରେସ୍‌ ନାହିଁ...

ନନା ତୁମେ ପରା ପୂର୍ବତନ କେନ୍ଦ୍ରମନ୍ତ୍ରୀ, ଦୁଇହଳ ଡ୍ରେସ୍‌ ରଖୁନ? ମଲା ସିଏ କଣ ଜାଣିଥିଲେ ଧାମନଗରରେ ସୂର୍ଯ୍ୟ ଉଇଁବ ବୋଲି? ଜାଗା ମୁଣ୍ଡରେ ତୁ କଣ କହିଲୁରେ ନାରଣ?

News Fuse
ଉପନିର୍ବାଚନ ଜିତିଲ ବୋଲି ସରକାର କରିବ ନାଁ କଣ?

ଆଲୋ ଇଏ କଣ? ମରୁଭୂମି କଣ ବର୍ଷା ହେଲା କି? ସୂର୍ଯ୍ୟ ଜିତିବା ପରେ ଏମାନେ ଏମିତି ଉତ୍ପାତ ହେଉଛନ୍ତି ...କିଲୋ କଣ କହିଲେଣି ଆମେ ସରକାର କରିବୁ ବୋଲି