ମାଟିରେ ଧାଡିଧାଡ଼ି ହୋଇ କଣା, ବାହାରୁଛି ଦେଶୀ ପଣା, ଟିକେ ପିଇଲେ ପୁରା ବାଟବଣା...
ପେଗ୍ ବନେଇ ଦେ...ସାଙ୍ଗ ପେଗ୍ ବନେଇ ଦେ...ଆଲୋ ଆଲୋ ଇଏ କଣ? ଅଧା ରାସ୍ତାରେ ଡ୍ରାଇଭର କଣ ରୋଗୀଙ୍କୁ ମଦ ପିଆଇଲେଣି? ଇଏ ରୋଗୀ ନା ଭୋଗୀ ?
ଆଲୋ ଆଲୋ...ବେଲୁନ ଭିତରେ କଣ ପଶିଲେଣି ଦାମବାବୁ? ଏଡେ ବଡ ନେତା, ଜନ୍ମଦିନରେ ଏଇ ଛୋଟିଆ କେକ୍? ନାରଣ ତୁ ବେଜତ କରିଦେବୁ...
ଭାଇ, ଆଉ ବିରୋଧ କେଉଁଠି ଦେଖିବେ କି? ଶୂନ୍ୟରୁ କିଛି ପଡ଼ିଲାକି, ହେଇ ଦିଅଁଙ୍କ ଫଟୋ ପାଖରେ ଅଣ୍ଡା ମାଡ଼ କରୁଛ....ଧରମ ସହିବ ତ!
ଭାଇଙ୍କ ପିଠି କୁଣ୍ଡେଇ ହେଉଥିଲା.. ପ୍ରଥମେ ହାତରେ ପରେ ଚପଲରେ ମଲମ ଦେଇଦେଲେ ଭଉଣୀ..
ହଇଓ ଭଉଣୀ.. ତୁମ ଦେହ ଭଲ ଅଛି ତ.. ଲଙ୍କାକୁ ଯାଉଛ ନା ପିକନିକ୍.. ଭୁଲିଯାଉଛ କି କୋଉ ଚରିତ୍ରରେ ଅଛ..
ହଇରେ ନାରଣ.. ପତ୍ନୀ ଥାଉ ଥାଉ ପରକୀୟା ପୀରତି କରି ପ୍ରତରଣା ଦେଇ ପ୍ରେସ ଆଗର ପ୍ରେମିକ ପ୍ରବର ପଟ୍ଟାମୁଣ୍ଡାଇ ବଜାରରେ ପାହାର ଖାଇଲେ..
ବୃଦ୍ଧଙ୍କ ପିଠିକୁ ଟେବୁଲ୍ କରିଦେଲେ ଅଫିସର I ଆଉ ଟେବୁଲ୍ ଉପରେ ଫାଇଲ୍ ଥୋଇଲା ଭଳିଆ , ପିଠିଉପରେ କାଗଜ ରଖି ଦସ୍ତଖତ କରିଚାଲିଲେ ।
ଆହୁରି ନାଚିବାକୁ ବାକି ଅଛି ? ୨୨ ବର୍ଷ ହେଲାଣି ତ ଶାସନ କରୁଛ, ପୁଣି ଲୋକଙ୍କ ସହ ଯୋଡି ହେବାକୁ ନାଚିବାକୁ ପଡୁଛି। ଏ ସମ୍ପର୍କରେ ବୋଧହୁଏ ପ୍ରବଳ ଫାଟ...
ଆଲୋ ଆଲୋ ନନା ପରା ସିଟିଂ ଏମପି। ତାଙ୍କୁ ପୋଲିସ ମୁଣ୍ଡିଆ ମାରିବନି ତ କଣ କରିବ? କିରେ ନାରଣ, ନନାଙ୍କ କାର୍ ଡିକି କଣ ଖୋଲିଲା? ନନା କଣ ନେଉଥିଲେ କିରେ?
ମଲା.. ନନାଙ୍କର କଣ ରାଜନୀତି ଶତ୍ରୁ କମ୍ ଥିଲେ ଯେ, ସେ ପଲିଟିକାଲ୍ ଛାଡ଼ି ନନପଲଟିକାଲ୍ ସାଙ୍ଗେ ଲଢିଲେ..
ନବୀନ ବାବୁ ଆସନ୍ତୁ, ପାଣ୍ଡିଆନ୍ ବାବୁ ଆସିଲେ ଆମେ ରାସ୍ତାରୁ ହଟିବୁ। ଔଷଧ ନପାଇ ରାଜରାସ୍ତାରେ ଏମିତି ଗର୍ଜୁଛନ୍ତି କିଡନୀ ରୋଗୀ...ନାରଣ ଇଏ କଣ?
ମୁଁ ରାଜନୀତି ଛାଡିଲେ ବି ରାଜନୀତି ମତେ ଛାଡିବ ନାହିଁ। ମୁଣ୍ଡଟା ତ ଅଛି, ସବୁବେଳେ ସେ କଥା ଗୁଡା ମୁଣ୍ଡରେ ପଶିବ। କୁକୁର ଯୋଉ କାମୁଡିଲା...ସେ ମାଲିକ ସେଥିପାଇଁ ଯାଉ ହେଲେ କୁକୁର ରହୁ
ନାରଣ..ଏଇଟା ଘୋର କଳିକାଳ..ଏ ଯୁଗରେ ନାରୀ ନାରୀର ଭିଡ଼ୁଛି ବସ୍ତ୍ର.. ସିଏ ଭିଡ଼ୁ ଭିଡ଼ୁ ଦିଦି ଉଠେଇଲେଣି ଢେଲା..
କୁନି ଝିଅ ବୁଝୁଛି ମାଆର କଷ୍ଟ। ଯେଉଁ ବୟସରେ ସେ ବୁଲିବା କଥା ସେହି ବୟସରେ ଯାତରା ଭିତରେ ବସି ବିକ୍ରି କରୁଛି ବେଲଣା ପିଢା। ପଚାରିଲେ କହୁଛି, ମାଆ ଏକା ଏକା କେତେ ବିକ୍ରି କରିବ? ସାବାସ୍ କୁନିଝିଅ
ମୋ ବୋଉଲୋ...ଆଲୋ ଆଲୋ ନାରଣ ଦେଖ୍...ଇଏ ଗାନ୍ଧୀ ପୂରା ବେହାଲ। ଏତେ ମାତ୍ରାରେ ସୋମରୋସ ପାନ କରିଛନ୍ତି ଯେ ଆଉ ଚାଲିବା ଅବସ୍ଥାରେ ନାହାନ୍ତି...ରାସ୍ତା କଡରେ ହାଉଲୋ କିନା...ଦେଖ୍ ଦେଖ୍ ଭିଡିଓ
“ତୁମେ ଦେଖନି, ଜାଣ”...ବେଶ୍ୟାବୃତ୍ତି ପାଇଁ ଅନୁମତି ଦେବ କି? ଆଲୋ ଆଲୋ ମ୍ୟାଡମ୍ କଣ ଏତେ ଜୋରରେ ରାଗିଗଲେ? ଫୁଲ ପିକ୍ଅପ୍ରେ , ମୋ ବୋଉଲୋ...ନାରଣ ଚାଲ୍ ପଳେଇବା
ଆଲୋ ଆଲୋ...ନିବାରଣ ରାଲିରେ ମଉସାଙ୍କ ମଦ ଦେଲା କିଏ? ଏଇଟା ଦେଶୀ ନା ବିଦେଶୀ? ଏମିତି ପ୍ରତିବାଦୀ ରହିଲେ ପୂରା ଶହେ ଶହେରେ ଖେଳ
ମୋ ପେପର୍ ଦେଲେ ମୁଁ ତଳକୁ ଓହ୍ଲାଇବି। ନହେଲେ ଏଇ ଟାୱାର ଉପରେ ବସିବି...ନିର୍ବାଚନ ଲଢିବାକୁ ନେଇ ହାଇଡ୍ରାମା
News fuse| News Fuse Promo| Naranara balijatra bula OdishaTV is Odisha\'s no 1 News Channel. OTV being the first private satellite TV channel in Odisha
News Fuse 14 November 2022| Narana Ra Balijatra Bula OdishaTV is Odisha\'s no 1 News Channel. OTV being the first private satellite TV channel in Odisha