• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: News Fuse

News Fuse
ଅଧା ରୋଷେଇରୁ ରୋଷେୟା ଗାଏବ୍...

ବାବୁଙ୍କୁ ପଚାରିଲେ କହୁଛନ୍ତି କିଛି ହଉନି, ହେଲେ ସବୁ ରେଡି ରୋଷେୟା ଗାଏବ୍...

Labourers ransack BDO office in Khaparakhole after failing to get MGNREGA wages
ବିଡିଓଙ୍କ ଚାମ୍ବରରେ ପଶି ସବୁ ଭାଙ୍ଗିଦେଲେ..

ହେ ମାଆ ଲୋ.. ଏମାନେ କଣ ପଙ୍ଗପାଳ ମାଡିଗଲା ଭଳି ମାଡ଼ିଗଲେଣି.. ଏଠି କି ପାଲା ଚାଲିଛି ?

News Fuse | Tussle over drinking water in Kalinga stadium
News Fuse: ଶୁଶୁ କଲା ଭଳି ପାଣି ବାହାରୁଛି...

ହଇରେ ନାରଣ ! ଏଠି କ’ଣ ଶୁଶୁ କଲା ଭଳି ପାଣି ବାହାରୁଛି….

News Fuse | 'Unsmart' pics of toilets in 'Smart School' of Odisha
ଉପର ଚିକ୍କଣ ଭିତର ଖାଲି...

5T ସ୍କୁଲ୍ ଶୌଚାଳୟରେ ଶୌଚ ହୋଇପାରିଲେ ହେଲା। ଉପର ଚିକ୍କଣ ଭିତର ଖାଲି...

News Fuse
ଇଲୋ ବୋଉ.. ଯେତେ ଉଠେଇଲେ ସରୁନି..

ହଜାରେ ବର୍ଷର ସହର କଟକ ସହର ଧବଳ ଟଗରର ସିନ୍ ଦେଖନ୍ତୁ..

News Fuse
ଗଳି ପଡ଼ିଗଲେ ସୁର ଭାଇ, କହିଲେ ରେଡି ରେଡି

ହଇରେ ନାରଣ.. ସୃଷ୍ଟିରେ ଇଏ ଜଣିଏ ଲୋକ ଯିଏ ପଡିଲେ କୁହନ୍ତି ରେଡି ରେଡି..

News Fuse
ଭାରି ଅଣଦେଖା କଲେ ତହସିଲଦାର...

ତହସିଲଦାର ଅଣଦେଖା କଲେ । ବିଦ୍ୟୁତ୍ ତାର ଲାଗି ଧାନ ପୋଡିଗଲା ପରେ ପଚାରିଲାରୁ ଚିହିଁକି ଉଠିଲେ । ସିଧା ସିଧା ବୁମ୍ ଠେଲିଦେଲେ ।

NEWSFUSE
ନବୀନଙ୍କ ସ୍ୱପ୍ନର ବିଭାଗରେ ଉଈ ସାଲୁବାଲୁ..

ନାରଣ ଦେଖିଲା ଗୋଟିଏ ସରଳରେଖାରେ ମିଶନ ଶକ୍ତି, ଉଈ ଶକ୍ତି ଆଉ ମଦ ଶକ୍ତି

News Fuse | Drunk Drivers’ Reaction After Being Caught By Police
ପିଇକି ଆସିଲେ, ଫାଇନ୍ ଦେଲେ..

ପିଇକି ଆସିଲେ, ଫାଇନ୍ ଦେଲେ...ଯାହାର ମେସିନ୍ ଯେତେ ନାଲି ତାର ଯୋଗଦାନ ବେଶୀ..

Congress distributes Dahi Bara on new year
ବର୍ଷ ଆରମ୍ଭରୁ ଖଟା ଖୁଆଇଦେଲେ ସୁର

ସୁର ଖୁଆଇ ଦେଲେଣି.. ଶରତ ଭାଇ ବି ଖୁଆଇଦେଲେଣି.., ମୋ ନଜର ଲାଗିଯିବ ଲୋ...

News Fuse
ଫଟୋ ଦେଖାଇ ପଚାରୁଛି ନାରଣ.. ଆମେ ବଦଳି ଯାଇନେ?

ଆଜି ଫଟୋ ଦେଖାଇ ଫ୍ୟୁଜ୍ କଲା ନାରଣ..

News Fuse
ଲାଗୁଛି ପଖାଳ ସାଙ୍ଗକୁ ସମୁଦ୍ର କୂଳିଆ ପବନ ପାଇଁ ନିଦ

୨୪ ପାଇଁ ଚିନ୍ତା କରିବାକୁ ନେତା ଚେଇଁଛନ୍ତି ନା ଦେଖୁନ..

News Fuse
କଂପ୍ଲେନଟା ଏଇଠି ଦେଇଦବା

ରେଳ ଉପରକୁ ଚଢିଗଲେଣି ରେଳମନ୍ତ୍ରୀ

News Fuse
ରାସ୍ତା କଡ଼ରେ ଜମୁଛି, ଭିତରକୁ ଯିବୁ କିଆଁ?

ରାସ୍ତା କଡ଼ରେ ଭଲ ଜମୁଛି, ଆମେ କାହିଁକି ଭିତରକୁ ଯିବୁ ?

News Fuse
ରାଇଜ ମୁଖିଆଙ୍କ ଜହ୍ନ ରାତିରେ ବିହାର

ଏ ବର୍ଷର ସୁପର ହିଟ୍ ଆଇଟମ୍ । ବ୍ୟକ୍ତିଗତ ସଚିବଙ୍କ ସହ ରାଇଜ ମୁଖିଆଙ୍କ ଜ୍ୟୋସ୍ନା ବିହାର...

News Fuse
ଜମାରୁ ମିସ୍ କରନ୍ତୁନି ସ୍ପେଶାଲ ଧମାକାଦାର ନ୍ୟୁଜଫ୍ୟୁଜର ଏପିସୋଡ୍

୨୨ର ବଛା ବଛା ଭିଡିଓ ରହିଛି ଏହି ଅଧ୍ୟାୟରେ । ଜମାରୁ ମିସ୍ କରନ୍ତୁନି ସ୍ପେଶାଲ ଧମାକାଦାର ନ୍ୟୁଜଫ୍ୟୁଜର ଏପିସୋଡ୍...

News Fuse
ହଇରେ ନାରଣ..ଏମାନେ ପିକନିକ୍ କରିବାକୁ ଆଇଛନ୍ତି ନା ମଜୁରୀ ଲାଗିବାକୁ..

ହଇରେ ନାରଣ..ଏମାନେ ପିକନିକ୍ କରିବାକୁ ଆଇଛନ୍ତି ନା ମଜୁରୀ ଲାଗିବାକୁ..

News Fuse
ପେଟି ଖୋଲୁ ଖୋଲୁ ଖାଲି ଆସ୍କା-୪୦

ଆସ୍କା-୪୦, ପୂରା ଜୀବନ ମାଟି। ପୋଲିସ ଜାଣିନି...ଆମେ ଏଇଠି ଟିକେ ଲୁଚେଇ ବେପାର କରୁଛୁ...ଲେବର ପିଉଛନ୍ତି ବୋଲି ଆମେ ବିକୁଛୁ...

News Fuse
ମାଟିରେ କଣା, ବାହାରୁଛି ଦେଶୀ ପଣା, ପିଇଲେ ବାଟବଣା

ମାଟିରେ ଧାଡିଧାଡ଼ି ହୋଇ କଣା, ବାହାରୁଛି ଦେଶୀ ପଣା, ଟିକେ ପିଇଲେ ପୁରା ବାଟବଣା...

News Fuse
ଅଧା ରାସ୍ତାରେ ଅଟକିଲା ଆମ୍ବୁଲାନ୍ସ...ସାଙ୍ଗ ହୋଇ ନାଲିପାଣି ପିଇଲେ ରୋଗୀ-ଡ୍ରାଇଭର

ପେଗ୍‌ ବନେଇ ଦେ...ସାଙ୍ଗ ପେଗ୍‌ ବନେଇ ଦେ...ଆଲୋ ଆଲୋ ଇଏ କଣ? ଅଧା ରାସ୍ତାରେ ଡ୍ରାଇଭର କଣ ରୋଗୀଙ୍କୁ ମଦ ପିଆଇଲେଣି? ଇଏ ରୋଗୀ ନା ଭୋଗୀ ?

News Fuse
ଆଲୋ ଇଏ କାହାକୁ ଧୂଆଁ ଦେଉଛନ୍ତି ବା..

ହଇରେ ନାରଣ.. ! ଏଠି ପୂରା ଧୂଆଁମୟ.. ମଶାରୀ ଭିତରେ ଚିହ୍ନା ମୁହଁ..

News Fuse
ବେଲୁନ ଭିତରେ ଦାମ ବାବୁ

ଆଲୋ ଆଲୋ...ବେଲୁନ ଭିତରେ କଣ ପଶିଲେଣି ଦାମବାବୁ? ଏଡେ ବଡ ନେତା, ଜନ୍ମଦିନରେ ଏଇ ଛୋଟିଆ କେକ୍‌? ନାରଣ ତୁ ବେଜତ କରିଦେବୁ...

News Fuse
ମଞ୍ଚ ଉପରେ ନେତାଙ୍କୁ ଅଣ୍ଡାମାଡ଼ ହେଲା ଏମିତି

ଭାଇ, ଆଉ ବିରୋଧ କେଉଁଠି ଦେଖିବେ କି? ଶୂନ୍ୟରୁ କିଛି ପଡ଼ିଲାକି, ହେଇ ଦିଅଁଙ୍କ ଫଟୋ ପାଖରେ ଅଣ୍ଡା ମାଡ଼ କରୁଛ....ଧରମ ସହିବ ତ!

News Fuse
ନାରଣ.. ଏଠି ସବୁ ତାତିକି..

ଇଲୋ ହେଇଲୋ.. ମିଳିମିଳି ଖାଇଗଲେ ପିଲାଙ୍କ ଟଙ୍କା..

News Fuse
ପିଠି କୁଣ୍ଡେଇ ହେଲେ ଏମିତି ମଲମ..

ଭାଇଙ୍କ ପିଠି କୁଣ୍ଡେଇ ହେଉଥିଲା.. ପ୍ରଥମେ ହାତରେ ପରେ ଚପଲରେ ମଲମ ଦେଇଦେଲେ ଭଉଣୀ..