‘ସେ ଦୃଶ୍ୟ ବର୍ଣ୍ଣନା କରିହେବନି.. ମୁଁ ଭାବୁଥିଲି କଣ ଘଟିଗଲା ମୋ ସହ.. ମୁଁ କୋଉ ଜନ୍ମରେ କୋଉ ପାପ କରିଥିଲି ଯେ ଶହ ଶହ ଶବ ଦେଖିଲି.. ଆଉ କୋଉ ଜନ୍ମରେ କି ପୂଣ୍ୟ କରିଥିଲି ଯେ ମୁଁ ନୂଆ ଜୀବନ ପାଇଲି..’
ହେ ଭାଇ ହେ ଆଲୋ ଇଏ କ’ଣ ? ଯମପୁରକୁ ଯାଉ ଯାଉ ବ୍ୟାୟାମ କଥା ଟିକେ ମନେ ପଡିଗଲା ? ?
ଛାତ ନାଁରେ ଭଣ୍ଡେଇ ଦେଲେ ସରକାର.. ଭାବୁଛନ୍ତି ଆମେ ବୋଧେ ଲୋକ ନୁହେଁ ପୋକ ଗୁଡ଼ା..
ବାଲିଯାତ୍ରାରେ ଗାନ୍ଧି ବେଶ ଧାରଣ କରି ଭିକ୍ଷାବୃତ୍ତି କରିବା କେତେ ଗ୍ରହଣୀୟ?
ଏଇ ଆଜ୍ଞା ଆଉ ଗୋଟିଏ ଘର, ଜୀବନ ବେଳାରେ ସନ୍ଧ୍ୟା ହୋଇ ହୋଇ ଆସୁଥିବା ଅନେକ ପକ୍ଷୀଙ୍କ ମେଳ ଇଏ। ଏଠି ବିଶ୍ୱାସ ଅଛି ଏଠି ନିଶ୍ୱାସ ବି ଅଛି। ଏଠି ଆତ୍ମୀୟତା ଅଛି, ଏଠି ମମତା ଅଛି।
ମୋ ବୋଉଲୋ..ପୂରା ଓଡ଼ିଶାରେ ଚହଳ ପକାଇଦେଲେ । ନାରଣ ପଚାରୁଛି ପ୍ରକୃତରେ ଫାଇଭ୍-ଟି ସଚିବଙ୍କ ନାଁ କଣ? ମତେ ଯେ ମରଣ ହେଉନି
ନାଇ ନାଇ.. ୟାଙ୍କୁ ଚନ୍ଦ୍ରକୁ ନେବାନି.. ଇଏ ଚନ୍ଦ୍ରକୁ ଗଲେ ସବୁ ଅଗଲ ବଗଲ କରିଦେବେ..
ମଲା ସେମାନେ କାହୁଁ ଜାଣିବେ ସହିଦ୍ କିଏ? ନା ଶୁଣିବା ମାତ୍ରେ ଜିନ୍ଦାବାଦ ପକାଇବାର କଥା..ସିଏ ଯିଏ ହେଉ । ହେଲେ ନାରଣ ଏଇଠି କାହା ନାଁରେ ଜିନ୍ଦାବାଦ ପଡୁଛି ଟିକେ କାନପାରି ଶୁଣିଲୁ
ଓଲଟିପଡ଼ିଲା ପରିବା ଗାଡ଼ି । ଯିଏ ଯେଉଁଥିରେ ପାରିଲା ତୋଳିନେଲା । ଆଲୋ, ଆଲୋ ଭାଇ ଜଣେ ଗାମୁଛା ଖୋଲି ବ୍ୟାଗ କରିଦେଲେ । ଆଉ ମହରଗ ଟାଇମରେ କିଏ ଛାଡ଼ିବ
ସବୁ ଖୋଲାମେଲା, କେହି କୁଆଡେ ନାହାନ୍ତି..ବ୍ୟବସ୍ଥା ପୂରା ଢିଲା । ସାର୍ ଚାର୍ଜ ନାହାନ୍ତି..ଆଲୋ ଆଲୋ ଇଏ କଣ? ସମୁଦ୍ର କଙ୍କଡ଼ା ଖାଇବାକୁ ଗଲେକି?
ମୋ ବୋଉଲୋ..ପଳେଇ ଚାଲରେ ନାରଣ । ଏମାନେ ମାରିଦେବେ..ଦେଖୁନ, କେମିତି ବିଧାୟକଙ୍କୁ ଅସ୍ତବ୍ୟସ୍ତ କରିଦେଲେଣି
ଏ ଲୋକଗୁଡ଼ା କିଛି ବୁଝନ୍ତିନି...ଦେଖୁନୁ...ବବି ଭାଇ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରୁ କରୁ ଇଏ କେମିତି ତାଙ୍କ ବେକରେ ଆଣି ଗେଣ୍ଡୁ ମାଳ ପକାଇ ଦେଲେଣି। ସିଏ କୋଉ କମ୍ ଚାଲାକ୍ ? ସଙ୍ଗେ ସଙ୍ଗେ ମାଳକୁ ବେକରୁ କାଢ଼ି ଦେଲେ...
କାଳିଆ ଠାକୁରଙ୍କ ରଙ୍ଗିଲା ଭକ୍ତ । ରଥଯାତ୍ରାରେ ହେଲା ଆଇଟମ୍ ନାଚ। ଟାର୍ଗେଟ୍ ଦେଖି ନନା ଫିଙ୍କିଲେ କଦଳୀ ଭୋଗ।
ବିଜୁଳି କଟିଲା ଘାଇଁ ଘାଇଁ ବିଜେପି ମାତିଲା ସାଇଁ ସାଇଁ । ଢେଙ୍କାନାଳରେ ବିଜୁଳି କାଟକୁ ନେଇ ତାତିଲେ ଲୋକେ ବିଜୁଳି ଅଫିସରେ ପକେଇ ଦେଲେ ତାଲା...
ଏଇଟା ବିରଳ ଦୃଶ୍ୟ । ଆଲୋ ଆଲୋ...ଇଏ କଣ ? ନେତା ଧରୁ ଧରୁ ରଥ ରହିଗଲା ଯେ ? ମଲା ଆଉ କଣ ସେ ପାୱାର ଅଛି ଯେ ଧରୁ ଧରୁ ସବୁ ଘିଡିଘିଡି ହୋଇ ଗଡିବ ।
ହେ ଭାଇ..ଏଥର ସାର୍ ଅଛନ୍ତି କଟିଲା..ଲୋକେ କହିଲେ ଘିମିରି ବାହାରି ପଡ଼ିଲାଣି । ଗ୍ରୀନ୍ କରିଡୋର୍ ବୈଠକରେ ଦିନରେ ଅନ୍ଧାର ହେଇଗଲା ।
ପ୍ୟାଣ୍ଟରେ କଣ ଠିପି ଦେଲେଣି? ଇଏ କି ହୁକରେ? ମୋ ବୋଉ...ନାରଣ ତୋ ପ୍ୟାଣ୍ଟରେ ଡୋର ଅଛି ନା?
ଆଲୋ ଆଲୋ ଇଏ କଣ? ରସବତୀ ନାଚିବ ବୋଲି କଣ ନାଳରେ? ଛି ଛି ଛି....କୁଣ୍ଡିଆକୁ କିଣିକି ନେବେ ଇଏ