ଝିଅକୁ ମାରିଦେଲା ମାଆ । ଦିନକ ତଳେ ଝଗଡ଼ା ହୋଇଥିଲା । ଆଉ ମାଆ ରାଗି ଯାଇ ଝିଅକୁ ଶିଳପୁଆରେ ଛେଛି ମାରି ଦେଇଛି ।
ନୟାପଲ୍ଲୀ ସୁପାରି କିଲିଂ ମାମଲାର ମାଷ୍ଟର ମାଇଣ୍ଡ ରାଜେନ୍ଦ୍ର ମଲ୍ଲିକ ଗିରଫ । ୩୦ହଜାର ଟଙ୍କା ଫେରିପାଇବା ଲାଗି ଜଣେ ବ୍ୟବସାୟୀଙ୍କୁ ହତ୍ୟା କରିବାକୁ ସେ ସୁପାରି ଦେଇଥିବା ପୋଲିସ ଜାଣିବାକୁ ପାଇଛି ।
ଶବକୁ ବ୍ୟବଚ୍ଛେଦ ଲାଗି ପଠାଇ ପୋଲିସ ଘଟଣାର ଛାନଭିନ କରୁଛି ସେପଟେ ଅଭିଯୁକ୍ତ ଧରାନପିଡିବା ଯାଏଁ ପରିବାର ଲୋକେ ଶବ ଗ୍ରହଣ କରିବେନି ବୋଲି କହିଛନ୍ତି।
ଦେହରେ ବାଉଁଶ ବାଜି ଯିବାରୁ ଚାଲିଗଲା ୨ ବର୍ଷର ପୁଅ ଜୀବନ। ଗାଁ ଲୋକଙ୍କ ଭୟରେ ୨ ବର୍ଷର ପୁଅର ମୃତଦେହକୁ ଜଳାଶୟକୁ ଫିଙ୍ଗି ଦେଇଥିଲେ ଜଣେ ମହିଳା ଓ ତାଙ୍କର ୧୬ ବର୍ଷୀୟ ପୁଅ।
ବର୍ଷେ ତଳେ ହତ୍ୟା, ଏବେ ମିଳିଲା ଅବଶେଷ। ପାରିବାରିକ ଅଶାନ୍ତିରୁ ପତ୍ନୀକୁ ହତ୍ୟା କଲା ସ୍ବାମୀ । ବର୍ଷେ ପରେ ମିଳିଲା ପତ୍ନୀର ମୃତଦେହର ଅବଶେଷ। ବର୍ଷେ ତଳେ ପ୍ରେମ ବିବାହ କରିଥିଲେ
ପ୍ରଥମେ ପ୍ରେମ ଜାଲରେ ଫସାଇ ବିବାହ କରିଥିଲା ଆଉ ତାପରେ ବିବାଦ ଉପୁଜିବାରୁ ହତ୍ୟା କରିଦେଲା । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି କେନ୍ଦୁଝର ଜିଳ୍ଲା ବାଂଶପାଳ ନୟାକୋଟ ଥାନା ଅଞ୍ଚଳରେ ।
ପ୍ରେମ, ପ୍ରତାରଣା ପରେ ହତ୍ୟା ! ମୋ ଭଉଣୀକୁ ସେ ମାରିଦେଇଛି . .
୨୦୧୬ ମସିହା ନଭେମ୍ବର ୫ ରେ କୁଜଙ୍ଗ ଥାନା ପଙ୍କପାଳ ଠାରେ ଥିବା ସରକାରୀ ଠିପି ବନ୍ଦ ମଦ ଦୋକାନ ସେଲ୍ସମ୍ୟାନ୍ ଙ୍କୁ ଜୀଅନ୍ତା ପୋଡି ହତ୍ୟା କରାଯାଇଥିଲା ।
ଯୁବକଙ୍କୁ ଗୁଳିମାଡ଼ ପରେ ଭୁଜାଲିରେ ହାଣି ହତ୍ୟା। ବାଲେଶ୍ୱରରେ ସଦର ଥାନା କୁରୁଡ଼ା ଛକରେ ବିଚ୍ ରାସ୍ତାରେ ଏପରି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଛନ୍ତି କିଛି ଦୁର୍ବୃତ୍ତ । ଶୁଣନ୍ତୁ ପୂରା ଖବର ...
ଯୁବକଙ୍କୁ ଗୁଳିମାଡ଼ ପରେ ଭୁଜାଲିରେ ହାଣି ହତ୍ୟା। ବିଚ୍ ରାସ୍ତାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଛନ୍ତି କିଛି ଦୁର୍ବୃତ୍ତ। ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ମୃତକଙ୍କ ପରିବାରର ଅଭିଯୋଗ କରିଛନ୍ତି।
ପୁଅ ଆଗ ନିଖୋଜ ହେଲା। କୁଆଡ଼େ ଗଲା କେହି କିଛି ଜାଣିପାରିଲେନି। ପ୍ରାୟ ଦୁଇ ସପ୍ତାହ ପରେ ଗୋଟେ କେନାଲରୁ ମିଳିଲା ମୃତ ଦେହ।
ଗୁଣି ଗାରେଡ଼ି ସନ୍ଦେହରୁ ପତି-ପତ୍ନୀ ଓ ଝିଅ, ୩ ଜଣଙ୍କୁ ବିଷ ଇଂଜେକ୍ସନ ଦେଇ ହତ୍ୟା ମାମଲାରେ ସମସ୍ତ ୯ ଦୋଷୀଙ୍କ ଫାଶି ଦଣ୍ଡାଦେଶ କାଏମ । ୨୦୧୬ରେ ରାୟଗଡ଼ାରେ ଘଟିଥିବା ଏ ଜଘନ୍ୟ ହତ୍ୟାକାଣ୍ଡରେ ପୂର୍ବରୁ ୯ ଦୋଷୀଙ୍କ ଫାଶି ଦଣ୍ଡାଦେଶ ଦେଇଥିଲେ ଗୁଣୁପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ।
ସୂଚନା ଅନୁସାରେ ୫ ବର୍ଷ ତଳେ ପୁରନ୍ଦର ଠେଲକୋଛାପର ଗାଁରେ ବିବାହ କରିଥିଲେ । ବେଶ ହସ ଖୁସିରେ ପରିବାର ଚାଲୁଥିଲା । ପୁରନ୍ଦର ଗାଁରେ ଦେଶୀ ମଦ ବିକ୍ରୟ କରୁଥୁଲେ । ଆଉ ସେବେଠାରୁ ଅସୁବିଧା ଆରମ୍ଭ ହୋଇଥିଲା ସବୁ ଅସୁବିଧା । ମଦ ବିକ୍ରି କରିବା ସହ ମଦ ପିଇବାରେ ମଧ୍ୟ ଅଭ୍ୟସ୍ତ ଥିଲା ଅଭିଯୁକ୍ତ ସ୍ୱାମୀ ।
ଘରୋଇ କଳିର କରୁଣ ପରିଣତି। ଜଣେ ବିଧବା ମହିଳାଙ୍କୁ ତାଙ୍କ ଦେଢ଼ଶୁର ହତ୍ୟା କରି ନଦୀରେ ଭସାଇ ଦେଇଥିବା ବେଳେ, ଅନ୍ୟପକ୍ଷେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା କଳି ଶେଷରେ ଭୟାନକ ରୂପ ଧାରଣ କରିଥିବା ଦେଖିବାକୁ ମିଳିଛି।
ପାରିବାରିକ ବିବାଦର କରୁଣ ପରିସ୍ଥିତି । ସ୍ତ୍ରୀଙ୍କୁ ଗଳା କାଟି ହତ୍ୟା ଉଦ୍ୟମ ପରେ ସ୍ୱାମୀ ଆତ୍ମହତ୍ୟା କରିଛନ୍ତି । ପିପିଲି ନିର୍ମଳା ଗାଁରେ ଘଟିଛି ଏଭଳି ଘଟଣା ।
ରାଉରକେଲା ସେକ୍ଟର-୫ ଦୀପିକା ସ୍କୁଲ ନିକଟ ରାସ୍ତା କଡ଼ରେ ଏକ ଅଜଣା ଲୋକର ସ୍ଥାନୀୟ ଲୋକେ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ପୋଲିସ ତଦନ୍ତ ଆରମ୍ଭ କରିଛି ।
ସମ୍ବଲପୁରରେ ଯୁବକଙ୍କୁ ହତ୍ୟା ମାମଲାରେ ଗୋଟିଏ ପରିବାରର ୫ ଜଣ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ବାଳକ ହୋଇଥିବା ଜଣାପଡିଛି ।
ଦୁର୍ଗାପୂଜା ଚାଲିଥିବା ବେଳେ ଫୁଟିଲା ଗୁଳି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆଖିବୁଜା ଗୁଳିଚାଳନା କଲେ ଦୁର୍ବୃତ୍ତ । ଅଯୋଧ୍ୟା କୋଟୱାଲିର ଦେବକାଳୀ ଛକ ନିକଟସ୍ଥ କୋରଖାନା ଅଞ୍ଚଳରେ ଦୁର୍ଗାପୂଜା ଚାଲିଥିବା ସମୟରେ ଗୁଳିମାଡ଼ ହୋଇଛି ।
ବଧୂହତ୍ୟା ମାମଲାରେ ୪ ଜଣଙ୍କୁ ଆଜୀବନ କାରାଦଣ୍ଡ । ସ୍ୱାମୀ, ଶ୍ୱଶୁର, ଦିଅର ଓ ଶାଶୁଙ୍କୁ ଯାଜପୁର ଜିଲ୍ଲା ଦୌରାଜଜ୍ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।
ମନିଷ ଦାସଙ୍କ ମୃତ୍ୟୁକୁ ନେଇ ନିଜର ମନର କଥା କହିଲେ ମନିଷଙ୍କ ବାପା ନବୀନ ଦାସ । ନିର୍ଭୟା ଗୁମରକଥା ଜରିଆରେ ଭିଡିଓ ରିଲିଜ୍ କରି ନିଜ ମନର କଥା ସେୟାର କରିଛନ୍ତି ବରିଷ୍ଠ ସାମ୍ୱାଦିକ ନବୀନ ଦାସ ।
ଖୋର୍ଦ୍ଧା ଗୁରୁଜଙ୍ଗରେ ଅଭାବନୀୟ ଘଟଣା । ଶ୍ୱଶୁର ଘରେ ସ୍ତ୍ରୀର ତଣ୍ଟିକାଟି ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଗତକାଲି ରାତିରେ କାର୍ତ୍ତିକ ପ୍ରଧାନ ଓ ତାଙ୍କ ସ୍ତ୍ରୀ ଇନ୍ଦିରା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ କୌଣସି କାରଣକୁ ନେଇ କାର୍ତ୍ତିକ ତାଙ୍କ ସ୍ତ୍ରୀକୁ ହତ୍ୟାକରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ
କଥାବାର୍ତ୍ତା ନ କରିବାରୁ ପ୍ରେମିକର ହତ୍ୟା କରିଛନ୍ତି ଯୁବକ । ହତ୍ୟାକାଣ୍ଡ କରି ରାଜସ୍ଥାନର ଝାଲାବାଡ୍ ଜିଲ୍ଲାର ପିଡାୱା ଥାନାରେ ଆତ୍ମସମର୍ପଣ କଲେ ଯୁବକ । ପିଡାୱା ଥାନା ନିକଟାବର୍ତ୍ତୀ ଅଞ୍ଚଳରେ ଥିବା ବାକି ପୁର ଗାଁର ନିବିସୀ ଜୁବେର ଖାନ୍ ନାମକ ଜଣେ ଯୁବକ ନିଜ ଗାଁର ଝିଅ ପୂଜା ମେହେରଙ୍କ ସହ ଏକପାଖିଆ ପ୍ରେମ କରୁଥିଲେ।
ପୁଅଙ୍କୁ ବଞ୍ଚାଇବାକୁ ତାଙ୍କ ମାଆ ସମ୍ମୁଖରେ ଆସିବାରୁ ତାଙ୍କୁ ବି ଛାଡ଼ିନଥିଲେ ଏମାନେ। ମାରଣାସ୍ତ୍ରରେ ହାଣିଥିଲେ ୫ ଜଣ। ପ୍ରୀତମ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର ହୋଇଥିବା ବେଳେ ତାଙ୍କ ମାଆଙ୍କ ମୃତ୍ୟୁ ହୋଇଛି।
ସର୍ପଦଂଶନ ଦ୍ୱାରା ମହିଳାଙ୍କୁ ହତ୍ୟା କରାଯାଇଛି । ଏହି ଘଟଣାର ଶୁଣାଣୀ ସମୟରେ ଜାମିନ୍ ଦେବାକୁ ମନା କରିଦେଲେ ସୁପ୍ରିମ୍ କୋର୍ଟ । ରାଜସ୍ଥାନରେ ଦେଖିବାକୁ ମିଳିଛି ଏଭଳି ଭିନ୍ନ ଢଙ୍ଗର ହତ୍ୟାକାଣ୍ଡ ।
ପ୍ରଥମେ କୋଲକାତା ଓ ପରେ ନୟାଗଡ଼ ଜଙ୍ଗଲରେ ଲୁଚିଥିଲା। ସେଠୁ କନ୍ଧମାଳ ଫେରାର ହେବା ବେଳେ କମିଶନରେଟ୍ ପୋଲିସ୍ ତାକୁ ଧରିଛି। ଫରିଦ୍ ଗତ ୨୦ ବର୍ଷ ତଳେ ପଶ୍ଚିମବଙ୍ଗ ମେଦିନାପୁର ଅଞ୍ଚଳରୁ ଓଡ଼ିଶାକୁ ଆସିଥିଲା।