Missing Man Found Dead In Odisha’s Kendrapara, Family Suspects Murder
ପୁଅ ଆଗ ନିଖୋଜ ହେଲା। କୁଆଡ଼େ ଗଲା କେହି କିଛି ଜାଣିପାରିଲେନି। ପ୍ରାୟ ଦୁଇ ସପ୍ତାହ ପରେ ଗୋଟେ କେନାଲରୁ ମିଳିଲା ମୃତ ଦେହ। ବାପା ମା ପୁଅର ମୃତ୍ୟୁରେ କାନ୍ଦିକାନ୍ଦି ନୟାନ୍ତ ହେଲେଣି। ଏଣେ ପରିବାର ଲୋକେ ଅଭିଯୋଗ କରୁଛନ୍ତି, ସ୍ୱାମୀର ମୃତ୍ୟୁରେ ସ୍ତ୍ରୀ ଟିକେ ବି ମନ ଦୁଃଖ କରୁନି ବରଂ ପୁଅର ଜନ୍ମଦିନ ପାଳୁଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)