୧୯୮୯ରେ 'ଉଡାନ' ଶୋ' ରିଲିଜ ହୋଇଥିଲା। କବିତା ଏହି ଶୋ'ରେ ଆଇପିଏସ୍ ଅଧିକାରୀ କଲ୍ୟାଣୀ ସିଂ ଭୂମିକାରେ ଅଭିନୟ କରିଥିଲେ ।
ଛାତିରେ ଯନ୍ତ୍ରଣା ହେଉଥାଏ.. କିନ୍ତୁ ଚଳନ୍ତା ଗାଡ଼ିକୁ ଛାଡ଼ିଲେ ନାହିଁ.. ଗାଡ଼ି ଅଟକାଇ ଷ୍ଟିୟରିଂ ଉପରେ ଆଖି ବୁଜିଦେଲେ.. ୬୫ ଜଣଙ୍କ ଜୀବନ ବଞ୍ଚାଇ ବନିଗଲେ ହିରୋ.
ବସ୍ ଚଳାଉଥିବା ବେଳେ ଡ୍ରାଇଭରଙ୍କୁ ହାର୍ଟ ଆଟାକ୍। ତେବେ ଉପସ୍ଥିତ ବୁଦ୍ଧି ଯୋଗୁଁ ଟଳିଗଲା ବଡ଼ ଦୁର୍ଘଟଣା। ନିଜେ ଚାଲିଗଲେ, ହେଲେ ବଞ୍ଚାଇଦେଲେ ୬୦ରୁ ଅଧିକଜୀବନ। ସେପଟେ ରାସ୍ତାମଝିରେ ହନ୍ତସନ୍ତ ଅତିଥିଙ୍କୁ ତୁରନ୍ତ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇଛନ୍ତି ଜଣେ ସ୍ଥାନୀୟ ଡ୍ରାଇଭର।
ମଝି ରାସ୍ତାରେ ଡ୍ରାଇଭରଙ୍କୁ ହାର୍ଟ ଆଟାକ୍। ଷ୍ଟିଅରିଂ ଉପରେ ଜୀବନ ଯିବା ପୂର୍ବରୁ ଅଟକାଇଦେଲେ ବସ୍। ବଞ୍ଚିଗଲା ୬୫ ପର୍ଯ୍ୟଟକଙ୍କ ଜୀବନ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ଏ କାହାଣୀ, ସତ ଡ୍ରାଇଭରଙ୍କ ସତସାହସ।
ହୃଦଘାତ ଯୋଡ଼ିଲା ହୃଦୟ, ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହୋଇଗଲେ ସ୍ୱାମୀ ସ୍ତ୍ରୀ । ବାହାଘରକୁ ବର୍ଷେ ହୋଇଥିଲା । କିନ୍ତୁ ଉଭୟଙ୍କ ମଧ୍ୟରେ ମତାନ୍ତର ଦେଖା ଦେଲା ।
ଜଣେ ସାଧାରଣ ବ୍ୟକ୍ତି ପାଇଁ ୮୫ ଡେସିବଲରୁ ଅଧିକ ତୀବ୍ରତାର ଶବ୍ଦ କ୍ଷତିକାରକ ହେଉଥିବା ବେଳେ, ଡିଜେ ସାଉଣ୍ଡର ମାତ୍ରା ୧୦୦ରୁ ୧୨୦ ଡେସିବଲ । ଏତେ ତୀବ୍ର ଶବ୍ଦରେ କାନ ପରଦା ଫାଟିଯିବାର ଆଶଙ୍କା ରହିଛି। କାନର ସ୍ନାୟୁ ବା ନର୍ଭ୍ ମସ୍ତିଷ୍କ ଓ ହୃତପିଣ୍ଡ ସହ ସଂଯୁକ୍ତ ହୋଇଥିବାରୁ, ଏହା ବ୍ରେନ୍ ଷ୍ଟ୍ରୋକ୍ ଓ ହାର୍ଟ ଆଟାକ୍ ବି ଆଣିପାରେ।
କମ୍ ବୟସରେ କାହିଁକି ହୃଦଘାତ ? ସୁରତର ଏକ ଘରୋଇ ସ୍କୁଲର ଅଘଟଣ ।
ଆପଣ ଯେତେ ସୁସ୍ଥ ଖାଦ୍ୟ ଖାଆନ୍ତୁ ନା କାହିଁକି, ଯଦି ଆପଣଙ୍କର ବିସ୍କୁଟ, କେକ୍, କୁର୍କୁରି ଆଦି ଜିନିଷ ଖାଇବାର ଅଭ୍ୟାସ ଅଛି ତେବେ ଏହା ହୃଦଘାତ କିମ୍ବା ଷ୍ଟ୍ରୋକ୍ର ଆଶଙ୍କା ହୋଇପାରେ। ଏ କଥା ଆମେ ନୁହେଁ ବରଂ ବ୍ରିଟେନରେ କରାଯାଇଥିବା ଏକ ଅଧ୍ୟୟନରେ କୁହାଯାଇଛି।
ଜିମ୍ ଏବଂ ଫିଟନେସ ପ୍ରତି ବଢୁଥିବା ଯୁବପୀଢ଼ୀଙ୍କ ଆଗ୍ରହ ପାଇଁ ପ୍ରୋଟିନ୍ ସୋ ରୁମ, ଏବେକାର ବିଜନେସର ନୂଆ ଟ୍ରେଣ୍ଡ୍। ହେଲେ ଅଭିଯୋଗ ହେଉଛି ଏଭଳି ପ୍ରୋଟିନ ସୋ ରୁମ ଭିତରୁ ଅଧିକାଂଶଙ୍କର ନା ଏଥିପାଇଁ ଲାଇସେନ୍ସ ଅଛି। ନା ଏମାନଙ୍କ ପାଖରେ ପୋଷଣ ତତ୍ତ୍ବ ଉପରେ ଜ୍ଞାନ ଥିବା କେହି ନ୍ୟୁଟ୍ରିସିଆନ୍ ଅଛନ୍ତି। ନା ଡାଏଟ୍ରି ଉପରେ ସର୍ବନିମ୍ନ ଜ୍ଞାନ ଅଛି।
୪୧ ବର୍ଷିୟ ହୃଦ୍ରୋଗ ବିଶେଷଜ୍ଞ ଡାକ୍ତର ଗୌରବ ଗାନ୍ଧୀଙ୍କ ହୃଦଘାତରେ ମୃତ୍ୟୁ ଘଟିଛି। ଏହି ଖବର ଏଇଥିପାଇଁ ଆଶ୍ଚର୍ଯ୍ୟ କରୁଛି ଯେ ଯେଉଁ ରୋଗରୁ ସେ ହଜାର ହଜାର ଲୋକଙ୍କୁ ରକ୍ଷାକରି ଜୀବନ ଦେଇଛନ୍ତି ଶେଷରେ ସେହି ରୋଗରେ ସେ ଚାଲିଗଲେ।
ଆପଣଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥିବ ବସ୍ ଭିତରେ ଥିବା ସେହି ଭଗବାନ କିଏ ? କେଉଁ ରୂପରେ ଆସିଥିଲେ ଭଗବାନ ? କେମିତି ବଞ୍ଚିଗଲା ସମସ୍ତଙ୍କ ଜୀବନ ?
ସତୀଶଙ୍କ ପୂର୍ବରୁ ବି ଆଖି ବୁଜିଛନ୍ତି ବହୁ ସେଲିବ୍ରିଟି
ଦେଶରେ ବର୍ତ୍ତମାନ ହୃଦଘାତ ଜନିତ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ଏନେଇ ଦିଲ୍ଲୀରେ ବିଶେଜ୍ଞମାନେ ଏକ ଆଲୋଚନା କରିଛନ୍ତି । ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ହୃଦରୋଗ ବିଶେଷଜ୍ଞ ମାନେ ଦିଲ୍ଲୀରେ ଆୟୋଜିତ ହୋଇଥିବା ‘କାର୍ଡିଓଲୋଜି ସୁମା ୨୦୨୩’ରେ ଯୋଗଦେଇ ସେମାନେ ସେମାନଙ୍କ ମତ ରଖିଛନ୍ତି ।
ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ସମୟରେ ଜଣେ ବ୍ୟକ୍ତି ହୃଦ୍ଘାତରେ ପୀଡିତ ହୋଇ ଯନ୍ତ୍ରଣା ଭୋଗିବାକୁ ଲାଗିଲେ। ସେହି ବ୍ୟକ୍ତିଙ୍କ ଏଭଳି ଅବସ୍ଥା ଦେଖି CISF ଅଧିକାରୀମାନେ ସଙ୍ଗେ ସଙ୍ଗେ ଘଟଣାସ୍ଥଳକୁ ଆସି ତାଙ୍କୁ CPR ଦେଇ ତାଙ୍କ ଜୀବନ ବଞ୍ଚାଇ ଦେଲେ।
ଆପଣ ଜାଣନ୍ତି କି, ଯଦି ଆମ ଦୈନନ୍ଦିନ ଜୀବନରେ ଲୁଣର ବ୍ୟବହାର ଆବଶ୍ୟକ ଠାରୁ ଅଧିକ ହୁଏ ତେବେ କ’ଣ ସବୁ କ୍ଷତି ହୋଇପାରେ । ଶରୀରରେ ଏହାର କି ପ୍ରଭାବ ପଡ଼ିଥାଏ ।
କ୍ରିକେଟ ଖେଳୁ ଥିବାବେଳେ ଉତ୍ତର ପ୍ରଦେଶର କାନପୁର ସହରରେ ଜଣେ ୧୬ ବର୍ଷୀୟ ବାଳକଙ୍କ ଅଚାନକ୍ ହାର୍ଟ ଆଟାକ୍ ହେବାରୁ ମୃତ୍ୟୁ ଘଟିଛି।
ଜିମ୍ ନଉଛି କଳାକାରଙ୍କ ଜୀବନ। ବ୍ୟାୟାମ ବେଳେ ଚାଲିଯାଇଛି ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀଙ୍କ ପ୍ରାଣ ବାୟୁ। ଫିଟ୍ନେସ୍ ପ୍ରତି ଥିଲା ରୁଚି। ମାତ୍ର ୪୬ ବର୍ଷରେ ଆରପାରିରୁ ଆସିଲା ଡାକରା।
ଏମିତି ଧାଇଁ ଧାଇଁ ମଣିଷ ଶେଷରେ ପାଏ କ’ଣ ? ଯେଉଁ ସୁଖର ସନ୍ଧାନରେ ଏମିତି ଅଣନିଃଶ୍ୱାସୀ ହୋଇ ଛଟପଟ ହେଉଥାଏ ସେ ସୁଖ କ’ଣ ସତରେ ମିଳେ ? ଯଦି ମିଳେନି ତେବେ ମଣିଷ କାହିଁକି ଏମିତି ଧାଏ ? ଯଦି ମିଳେନି ତେବେ କେତେଦିନ ଏମିତି ଧାଇଁବ ? କ’ଣ ଏହାର ସମାଧାନ ? ଏହାର ସମାଧାନ ପାଇଁ ଦରକାର ସୁସ୍ଥ ହୃଦୟଟିଏ। ମାନସିକ ଶାନ୍ତି ଟିକିଏ।
ଆଜିକାଲି ଅନେକ କମ୍ ବୟସର ଲୋକମାନଙ୍କର ହୃଦ୍ଘାତରେ ପୀଡିତ ହେବା ଦେଖିବାକୁ ମିଳୁଛି। ବିଶ୍ୱ ସ୍ୱାସ୍ଥ୍ୟ ସ°ଗଠନ ଅନୁସାରେ ପୃଥିବୀରେ ପ୍ରତିବର୍ଷ ହାରାହାରି ୧୭.୯ ମିଲିୟନ ଲୋକ ହୃଦ୍ଘାତ ବା କାର୍ଡିଓଭାସ୍କୁଲାର୍ ଡିଜିଜ୍ କାରଣରୁ ପ୍ରାଣ ହରାଉଛନ୍ତି। ତେବେ ଏହାର କାରଣ ଓ ନିରାକରଣ କ’ଣ ଆସନ୍ତୁ ଜାଣିବା।
ନିଜକୁ ଫିଟ୍ ରଖିବା ପାଇଁ ଆବଶ୍ୟକତାରୁ ଅଧିକ ଏକ୍ସରସାଇଜ୍ ବି ହାର୍ଟ ଆଟାକ୍ର ପ୍ରମୁଖ କାରଣ ପାଲଟୁଛି କିି? କାହିଁକି ନା କମେଡି କିଙ୍ଗ୍ ରାଜୁ ଶ୍ରୀବାସ୍ତବ୍ ଜିମ୍ରେ ବ୍ୟାୟାମ କରିବା ସମୟରେ ହିଁ ହୃଦ୍ଘାତର ଶିକାର ହୋଇ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି ।
ନିଜକୁ ଫିଟ୍ ରଖିବା ଲାଗି ଏବେକାର ଯୁବପିଢି ଅଧିକ ସମୟ ଜିମ୍ରେ ରହୁଛନ୍ତି। ଅଧିକ ସମୟ ବ୍ୟାୟାମ କରିବା ସହ ସୁନ୍ଦର ଦେଖାଯିବା ଲାଗି ବିଭିନ୍ନ ପ୍ରକାର ଷ୍ଟେରଏଡ୍ ବା ଔଷଧ ସେବନ କରୁଛନ୍ତି। ଷ୍ଟେରଏଡ୍ ନେବା ସ୍ୱାସ୍ଥ୍ୟ ପାଇଁ ଘାତକ ସାଜିପାରେ।
ବୈଜ୍ଞାନିକଙ୍କ ବଡ଼ ଖୁଲାସା। ଏଣିକି ହାର୍ଟ ଆଟାକ୍ ଆସିବାର ୩ ବର୍ଷ ପୂର୍ବରୁ ଜାଣିପାରିବେ ରୋଗୀ…କମିଯିବ ମୃତ୍ୟୁହାର, କେବଳ ଏହି ଔଷଧ ବଂଚାଇପାରିବ ଜୀବନ, ଦେଖନ୍ତୁ ଏହି ଭିଡ଼ିଓ…
ସିଦ୍ଧାର୍ଥ ଶୁକ୍ଳା ଓ ପୁନିତ୍ ରାଜକୁମାରଙ୍କ ଅକାଳ ମୃତ୍ୟୁ ଦେଶର ଲକ୍ଷ ଲକ୍ଷ ପ୍ରଶଂସକଙ୍କୁ ବ୍ୟଥିତ କରିଛି କିନ୍ତୁ ସେମାନଙ୍କ ମୃତ୍ୟୁ ଦେଶର ଅନ୍ୟ ସେଲିବ୍ରିଟିଙ୍କୁ ଏକ ସୁସ୍ଥ ଜୀବନଯାପନ ଲାଗି ଅନେକ କିଛି ଶିକ୍ଷା ଦେଇଯାଇଛି।
ଦିନକୁ ଦିନ ବଢୁଥିବା ଚାପ ଓ ମହାମାରୀ କାରଣରୁ ଘରେ ରହିବାକୁ ବାଧ୍ୟ ହେବା ଆମ ନିଦକୁ ଅଧିକ ପ୍ରଭାବିତ କରିଛି। ଭଲ ନିଦ ଅଭାବରୁ ଆମେ ମାନସିକ ସ୍ତରରେ କ୍ଳାନ୍ତ ଅନୁଭବ କରୁ, ଏହା ଆମ ହୃଦୟକୁ ମଧ୍ୟ ବହୁତ ପ୍ରଭାବିତ କରିଥାଏ। ବିଶେଷଜ୍ଞମାନେ ନିର୍ଦ୍ଦେଶ ଦେଇଛନ୍ତି ଯେ ରାତିରେ ୭ ରୁ ୧୦ ଘଣ୍ଟା ଶୋଇବା ଅତ୍ୟନ୍ତ ଜରୁରୀ। ଏହି ସମୟରେ ଶରୀ ନିଜକୁ ସୁସ୍ଥ କରାଏ।
କରୋନା ମହାମାରୀ ତ ମଣିଷ ପାଇଁ କାଳ ହୋଇଛି, ତେବେ କରୋନା ଏକା ଆସିନାହିଁ ଏହାର ପ୍ରଭାବରେ ହୃଦଘାତ, ମଧୁମେହ, ଉଚ୍ଚ ରକ୍ତଚାପ ଓ ଶ୍ୱାସ ଭଳି ନନ୍ କମୁନିକେବଲ ଡିଜିଜ୍ ବି ବଢିବାରେ ଲାଗିଛି। ତେବେ ଚିନ୍ତା ବଢାଇଛି ଅଧିକରୁ ଅଧିକ ଯୁବ ପୀଢି କରୋନା ସଂକ୍ରମଣ ବେଳେ କିମ୍ବା ପରବର୍ତ୍ତୀ ସମୟରେ ହୃଦଘାତର ଶିକାର ହେବା