ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ କଂଗ୍ରେସର ୬ ଘଣ୍ଟିଆ ବନ୍ଦ ଡାକରା ହରତାଳରେ ପରିଣତ ହୋଇଥିଲା। ଆଉ ଏହା ପଛରେ ସରକାରୀ ଦଳର ଚକ୍ରାନ୍ତକୁ ସାମ୍ନାକୁ ଆଣିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି।
ଏକ କାର୍ଯ୍ୟକ୍ରମରେ ଲୋକଙ୍କୁ ସମ୍ବୋଧନ କରି ସେ କହିଛନ୍ତି, ଜୟ ଶ୍ରୀରାମ ନାରା ଲଗାଉଥିବା ସମସ୍ତ ବ୍ୟକ୍ତି ମୁନି ବା ସାଧୁ ନୁହନ୍ତି ବରଂ ରାକ୍ଷସ ରହିଥାନ୍ତି । ସେମାନଙ୍କ ଠାରୁ ସତର୍କ ରହିବାର ଆବଶ୍ୟକତା ରହିଛି ।
ଜାଣିଶୁଣି ନବୀନ ବାବୁ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ସୁରକ୍ଷା ଦେଉଛନ୍ତି। ଏମିତି କରିବା ଦ୍ୱାରା ପୂରା ବିଶ୍ୱରେ ନିନ୍ଦିତ ହେଉଛି ଓଡ଼ିଶା
ବାଣୀବିହାର, ଆଚାର୍ଯ୍ୟ ବିହାର, ଏଜି-ଛକ, ମାଷ୍ଟର କ୍ୟାଣ୍ଟିନ, ରାଜମହଲ, ବିମାନ ବନ୍ଦର, କଳ୍ପନା, ବରମୁଣ୍ଡା, ଖଣ୍ଡଗିରି, ଜୟଦେବ ବିହାର, ରସୁଲଗଡ ଆଦି ସ୍ଥାନରେ ଅପ୍ରୀତିକର ପରିସ୍ଥିତି ଉପୁଜିବା ଆଶଙ୍କାରେ ପୋଲିସ ନିୟୋଜିତ ଅଛନ୍ତି।
ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଏବଂ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦାବିରେ ଅଡ଼ି ବସିଛନ୍ତି ବିରୋଧୀ । ପ୍ରଥମେ ୬ ଘଣ୍ଟିଆ ଓଡ଼ିଶା ବନ୍ଦର ଆହ୍ୱାନ ଦେଇଥିଲା କଂଗ୍ରେସ।
ଆଜି କଂଗ୍ରେସର ୬ ଘଂଟିଆ ଓଡ଼ିଶା ବନ୍ଦ। ଗାଡ଼ି ଚଳାଚଳକୁ ଜୋରଜବରଦସ୍ତ ପ୍ରଭାବିତ ନକରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ
ଆସନ୍ତାକାଲି ରାଜ୍ୟରେ କଂଗ୍ରେସର ୬ ଘଣ୍ଟିଆ ଧର୍ମଘଟ, କଂଗ୍ରେସର ବନ୍ଦକୁ ହାଇକୋର୍ଟଙ୍କ କଟକଣା । ବନ୍ଦ ନୁହେଁ, ହରତାଳ କରିପାରିବ ।
ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ମମିତାଙ୍କୁ ନ୍ୟାୟ ଦାବିରେ ଆସନ୍ତାକାଲି କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ ଦିନ ୧୨ଟା ଯାଏ କଂଗ୍ରେସ ଓଡ଼ିଶା ବନ୍ଦ ଡାକରା ଦେଇଛି ।ତେବେ ବନ୍ଦକୁ ନେଇ ହାଇକୋର୍ଟ ଦେଇଛନ୍ତି ଏମିତି ଆଦେଶ।
ପୂର୍ବରୁ ମନ୍ତ୍ରୀ କିମ୍ବା ନେତାଙ୍କ ବିରୋଧରେ ଅଭିଯୋଗ ଆସିବା ମାତ୍ରେ ସାଙ୍ଗେ ସାଙ୍ଗେ ଆକ୍ସନ ନେଉଥିଲେ ନବୀନ, ହେଲେ ଏବେ କିନ୍ତୁ ଆକ୍ସନ ନେବା ବଦଳରେ ପୁରସ୍କାର ଦିଆଯାଉଥିବା ନେଇ ଆସୁଛି ଅଭିଯୋଗ
ଅପରାଧୀମାନେ ଶଙ୍ଖର ଖୋଳପା ଭିତରେ ଏଭଳି ପଶିଯାଉଛନ୍ତି, ତାଙ୍କର ଭୟରେ ଓଡ଼ିଶାବାସୀ ତ୍ରାହି ତ୍ରାହି ଡାକିଲେଣି। ଆମ ସମସ୍ତଙ୍କ ଡାକ ଆରାଧ୍ୟା ଦେବତା ଜଗନ୍ନାଥ ଶୁଣିବେ।
ଆଜି ଭବାନୀପାଟଣାରେ ମୁଖ୍ୟମନ୍ତ୍ରୀଙ୍କ ସହ ମଞ୍ଚରେ ଦିବ୍ୟଶଙ୍କର ରହିବାକୁ କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ ତୀବ୍ର ଭର୍ତ୍ସନା କରିଛନ୍ତି। ସରକାରଙ୍କ ଔଦ୍ଧତ୍ୟ ବଢ଼ି ଯାଇଥିବା ସେ କହିଛନ୍ତି।
ସ୍ୱାସ୍ଥ୍ୟକାର୍ଡ଼ ବାଣ୍ଟିବାକୁ ଯାଇଥିଲେ, ବିରୋଧର ଶିକାର ହେଲେ ମନ୍ତ୍ରୀ। ଦେଖନ୍ତୁ ଏହି ଭିଡ଼ିଓ…
କେସିଙ୍ଗାରେ କୃଷିମନ୍ତ୍ରୀ ଅରୁଣ ସାହୁ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟୁଥିବା ବେଳେ ପ୍ରବଳ ବିରୋଧର ସମ୍ମୁଖୀନ ହୋଇଛନ୍ତି। ବିଜେପି କର୍ମୀମାନେ ସଭାସ୍ଥଳ ଆଡ଼କୁ ଧସେଇ ପଶିବାରୁ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା।
ଗତକାଲି ସନ୍ଧ୍ୟାରେ ରାହୁଲ ଗାନ୍ଧି ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଭିଡିଓ ଶେଆର କରିଥିଲେ। ଭିଡିଓ ପୋଷ୍ଟ୍ କରି ସେ ଲେଖିଥିଲେ, ‘ସେଣ୍ଟ୍ ଯୋସେଫ୍ ସ୍କୁଲ୍ରେ ବନ୍ଧୁଙ୍କ ସହ ଆଲୋଚନା କରିବା ସହ ଡିନର୍ କରିଥିଲି। ତେବେ ଦିଲ୍ଲୀ ଗସ୍ତ ଦୀପାବଳିକୁ ଆହୁରି ଖାସ୍ କରିଥିଲା।’
ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ବିଜେପି ଟାର୍ଗେଟ୍ କରିଛି। ସମ୍ବେଦନହୀନ ସରକାର, ମୁଖ୍ୟମନ୍ତ୍ରୀ ଧ୍ରୁତରାଷ୍ଟ୍ର ଭଳି ବସିଛନ୍ତି ବୋଲି କହିଛନ୍ତି ରାଜ୍ୟ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ।
କଂଗ୍ରେସ ଟାର୍ଗେଟ୍ରେ ସରକାର। ପ୍ରେସମିଟ୍ କରି ଦଳ କହିଲା, ଶାସକ ଦଳର ନେତା ଓ ପ୍ରଶାସନ ଏଠି ଏକାଠି ହୋଇ ରହିଛନ୍ତି
ନବରଙ୍ଗପୁରରେ ଆଜି ବିଜେଡିର ବଡ଼ ଆୟୋଜନ। ସେଠି କଂଗ୍ରେସର ପୂର୍ବତନ ହେଭିୱେଟ୍ ନେତା ତାହ ଛାଡ଼ି ଶଙ୍ଖ ଫୁଙ୍କିବେ ବୋଲି ବ୍ୟବସ୍ଥା ଚାଲିଛି।
ବହୁ କଳ୍ପନାଜଳ୍ପନା ପରେ ଅକ୍ଟୋବର ୨୨ରେ କଂଗ୍ରେସରୁ ଇସ୍ତଫା ଦେଇଥିବା ନବରଙ୍ଗପୁରର ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ ଆଜି ବିଜେଡିରେ ଯୋଗ ଦେବେ।
ପ୍ରତିଦିନ ମମିତାଙ୍କୁ ନେଇ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ। ସେପଟେ ମନ୍ତ୍ରୀଙ୍କ ହୋମ ଗ୍ରାଉଣ୍ଡରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବାକୁ ସଜ ହେଲେଣି ବିଜେପି ଓ କଂଗ୍ରେସ
ରାଜ୍ୟରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ। କଂଗ୍ରେସ ନେତା ସୁଦର୍ଶନ ଦାସ କହିଲେ ରାଜ୍ୟରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ମାଟିରେ ମିଶାଇ ଦେଇଛନ୍ତି ରାଜ୍ୟ ସରକାର
ମମିତା ମେହେର ହତ୍ୟାକାଣ୍ଡଙ୍କୁ ନେଇ ଥମିବାରେ ନା ନେଉନାହିଁ ବିବାଦ। ଗୋଟିଏ ପରେ ଗୋଟିଏ ମନ୍ତ୍ରୀଙ୍କ ବିରୋଧରେ ଆସୁଛି ଅଭିଯୋଗ
ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସ ନେତା ଭକ୍ତ ଚରଣ ଦାସ। ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ଲୋକେ ସାମିଲ ଥିବା ଅଭିଯୋଗ ଆଣିଲେ ଭକ୍ତ। ଆଜିଠୁ ଜିଲ୍ଲାବ୍ୟାପୀ ଅନ୍ଦୋଳନ ଚେତାବନୀ
ମମିତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ କଳାହାଣ୍ଡି ଜିଲ୍ଲା କଂଗ୍ରେସ ପକ୍ଷରୁ ଭବାନୀପାଟଣାର ଗାନ୍ଧିଛକରେ ସଭା କରି ଏପରି ଭାବେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଭକ୍ତ। ମନ୍ତ୍ରୀଙ୍କ ତିନି ସହଯୋଗୀଙ୍କ ଫୋନ କଲ୍ ଡିଟେଲ ଯାଞ୍ଚ କରିବାକୁ ସେ ଦାବି କରିଛନ୍ତି। ମମିତାଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଲଢେଇ ଜାରି ରହିବ।
ବଦଳିଲା ରାଜ୍ୟ କଂଗ୍ରେସରେ ସମୀକରଣ । ଏକାଠି ହେଲେ ଚନ୍ନି ଓ ସିଦ୍ଧୁ । କଂଗ୍ରେସ କନ୍ଦଳରେ ବ୍ରେକ୍ ଲାଗିଥିବା ପରି ଜଣାପଡ଼ୁଛି । ମଙ୍ଗଳବାର ଦିନ ନବଜୋତ ସିଂ ସିଦ୍ଧୁ ଏବଂ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ମଧ୍ୟରେ ହୋଇଥିବା ବୈଠକରେ ନୂଆ ସମୀକରଣ ଦେଖିବାକୁ ମିଳିଛି ।
ଆସାମ ବିଧାନସଭା ଉପନିର୍ବାଚନରେ ବାଜି ମାରିଲା ବିଜେପି । ସମସ୍ତ ୫ ଆସନରେ ବାଜିମାତ କରିଛନ୍ତି ବିଜେପି ଏବଂ UPPL ମେଣ୍ଟ ପ୍ରାର୍ଥୀ । ଥୌରା ଆସନରୁ ବିଜେପିର ସୁଶାନ୍ତ ବୋରଗେନ ବିଜୟୀ ହୋଇଛନ୍ତି