• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: 2023 Men S World Cup

Udhayanidhi Stalin
ଭାରତ-ପାକିସ୍ତାନ ମ୍ୟାଚ୍‌ରେ ଲାଗିଲା ‘ଜୟ ଶ୍ରୀରାମ’ ନାରା, ରାଗିଲେ ଉଦୟାନିଧି ଷ୍ଟାଲିନ୍‌

ଉଦୟାନିଧି ‘X’ର ପୋଷ୍ଟ କରି ଲେଖିଛନ୍ତି କି ଭାରତ ନିଜର ଖେଳ ଭାବନା ଓ ଆତିଥ୍ୟ ପାଇଁ ପ୍ରସିଦ୍ଧ। ତେବେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପାକିସ୍ତାନୀ ଖେଳାଳିଙ୍କ ସହ ହୋଇଥିବା ବ୍ୟବହାର ନିମ୍ନ ସ୍ତରର ଏବଂ ଗ୍ରହଣୀୟ ନୁହେଁ ।

Ind Vs Pak
ଭାରତୀୟ ବୋଲରଙ୍କ କମାଲ; ପାକିସ୍ତାନ ୧୯୧ରେ ସୀମିତ

ପାକିସ୍ତାନ ୧୯୧ ରନ୍‌ରେ ଅଲଆଉଟ୍‌ କଲା ଟିମ୍‌ ଇଣ୍ତିଆ ।

Ind Vs Pak
ଭାରତ-ପାକିସ୍ତାନ ମହାମୁକାବିଲା: ଇଶାନଙ୍କ ସ୍ଥାନରେ ଖେଳିବେ ଗିଲ୍

ଟସ୍‌ ଜିତି ଭାରତର ବୋଲିଂ ନିଷ୍ପତ୍ତି ନେଇଛି । ଭାରତର ଚୂଡ଼ାନ୍ତ ଏକାଦଶରେ ଗୋଟିଏ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି ।

India vs Pakistan
ମ୍ୟାଚ୍ ଦେଖିବା ପାଇଁ ରୋଗୀ ହୋଇଗଲେ ଦର୍ଶକ, ହସ୍ପିଟାଲ ବୁକ୍ କରୁଛନ୍ତି କ୍ରିକେଟ୍ ପ୍ରେମୀ

ଭାରତ-ପାକିସ୍ତାନ ହାଇଭୋଲଟେଜ୍ ମ୍ୟାଚ୍ ପୂର୍ବରୁ ଅହମ୍ମଦାବାଦ ହସ୍ପିଟାଲରେ ବଢ଼ିବାରେ ଲାଗିଛି ରୋଗୀଙ୍କ ସଂଖ୍ୟା। ସାଧାରଣତଃ ଅସୁସ୍ଥତା ଯୋଗୁଁ ଲୋକେ ହସ୍ପିଟାଲରେ ଭର୍ତ୍ତି ହୋଇଥାନ୍ତି।

India vs Afghanistan
ବିଶ୍ୱକପ୍‌ରେ ଭାରତର ବିରାଟ ବିଜୟ, ଆଫଗାନିସ୍ତାନକୁ ୮ ୱିକେଟରେ ହରାଇଲା ଟିମ୍‌ ଇଣ୍ଡିଆ

ରୋହିତ ଶର୍ମାଙ୍କ ଧୂଆଁଧାର ଶତକ ବଳରେ ଜିତିଲା ଟିମ୍‌ ଇଣ୍ଡିଆ । ଆଜିର ମ୍ୟାଚ୍‌ରେ ଆଫଗାନିସ୍ତାନ ପକ୍ଷରୁ ମିଳିଥିବା ୨୭୩ ରନ୍‌ର ଟାର୍ଗେଟ ୩୫ ମାତ୍ର ୩୫ ଓଭରରେ ପୂରା କରିନେଇଥିଲା ଟିମ୍ ଇଣ୍ଡିଆ।

IND vs AFG
ଭାରତ-ଆଫଗାନିସ୍ତାନ ଟକ୍କର; ସାମ୍ନାସାମ୍ନି ହେବେ କୋହଲି-ନବୀନ ଉଲ୍‌ ହକ୍‌

ଆଜିର ମ୍ୟାଚରେ ବି ଆଫଗାନିସ୍ତାନକୁ ହରାଇବା ସହ ପଏଣ୍ଟ ବଢାଇବାକୁ ଚେଷ୍ଟା କରିବ ରୋହିତ ବାହିନୀ ।

India vs Australia
ICC World Cup 2023: ବିଶ୍ୱକପ୍‌ର ପ୍ରଥମ ମ୍ୟାଚରେ ଭାରତର ଦମ୍‌ଦାର ବିଜୟ

ଏହି ସଙ୍କଟ ସ୍ଥିତିରେ ଭାରତ ପାଇଁ ସଙ୍କଟମୋଚକ ସାଜିଥିଲେ ବିରାଟ କୋହଲି ଓ କେଏଲ ରାହୁଲ । ଉଭୟଙ୍କ ମଧ୍ୟରେ ୧୬୫ ରନ୍‌ର ଜବରଦସ୍ତ ପାର୍ଟନରସିପ୍ ହୋଇଥିଲା। ଯାହାଫଳରେ ଭାରତ ଏହି ମ୍ୟାଚକୁ ଅଷ୍ଟ୍ରେଲିଆ ହାତରୁ ଛଡ଼ାଇ ଆଣିଥିଲା।

india vs Australia
ଚେନ୍ନାଇରେ ଚମକିଲେ ଭାରତୀୟ ସ୍ପିନର, ୧୯୯ ରନ୍‌ରେ ଅଲଆଉଟ୍ ହେଲା ଅଷ୍ଟ୍ରେଲିଆ

ଭାରତ ପକ୍ଷରୁ ରବିନ୍ଦ୍ର ଜାଡେଜା ୩ଟି ୱିକେଟ ନେଇଥିବାବେଳେ କୁଲଦୀପ ଯାଦବ ଓ ଯଶପ୍ରୀତ ବୁମ୍ରା ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ। ତେବେ ଏହି ମ୍ୟାଚ୍‌ରେ କଙ୍ଗାରୁ ଦଳକୁ ହରାଇ ବିଜୟ ସହ ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିବାକୁ ଚେଷ୍ଟା କରିବ ଭାରତ।

South Africa
ବିଶ୍ୱକପ୍‌ରେ ଦକ୍ଷିଣ ଆଫ୍ରିକାର ବିଶ୍ୱ ରେକର୍ଡ; ଶ୍ରୀଲଙ୍କା ଆଗରେ ୪୨୯ ରନର ବିଶାଳ ଲକ୍ଷ୍ୟ

ଭାରତରେ ଚାଲିଥିବା ଦିନିକିଆ ବିଶ୍ୱକପରେ ସାଉଥ ଆଫ୍ରିକା ବିଶ୍ୱ ରେକର୍ଡ କରିଛି ।

Shubman Gill
ଶୁବମନ ଗିଲ୍‌ଙ୍କୁ ଡେଙ୍ଗୁ! ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ ଖେଳିବା ନେଇ ସସ୍‌ପେନ୍ସ

କ୍ରିକେଟର ଶୁବମନ ଗିଲ୍‌ ଡେଙ୍ଗୁରେ ଆକ୍ରାନ୍ତ ଅଛନ୍ତି ।

Eng vs Nz
୪ ବର୍ଷ ପରେ ପ୍ରତିଶୋଧ ନେଲା ନ୍ୟୁଜିଲାଣ୍ଡ, କନୱେ ଓ ରବୀନ୍ଦ୍ରଙ୍କ ବ୍ୟାଟିଂରେ ଧରାଶାୟୀ ଇଂଲଣ୍ଡ

ଆଜି ପ୍ରଥମ ମ୍ୟାଚ୍‌ରେ ଟସ୍ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ। ପ୍ରଥମ ବ୍ୟାଟିଂ କରି ଇଂଲଣ୍ଡ ନିର୍ଦ୍ଧାରିତ ଓଭରରେ ୯ ୱିକେଟ ହରାଇ ୨୮୨ ରନ୍ କରିଥିଲା। ଇଂଲଣ୍ଡ ପକ୍ଷରୁ ଜୋ ରୁଟ୍‌ ୭୭ ରନ୍‌ କରିଥିବାବେଳେ ଅଧିନାୟକ ଜୋଶ୍ ବଟଲର ୪୩ ରନ୍ କରିଥିଲେ।

World Cup, Axar Patel, Ravichandran Ashwin
ବିଶ୍ୱକପ ସ୍କ୍ୱାଡରେ ଅଶ୍ୱିନଙ୍କ ଦମଦାର ଏଣ୍ଟ୍ରି, ଅକ୍ଷର ଆଉଟ୍

ଭାରତୀୟ ଦଳର ବିଶ୍ୱକପ ସ୍କ୍ୱାଡରେ ସ୍ଥାନ ପାଇଛନ୍ତି ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ଆହତ କାରଣରୁ ବାମହାତୀ ସ୍ପିନର ଅକ୍ଷର ପଟେଲଙ୍କ ସ୍ଥାନରେ ତାଙ୍କୁ ୧୫ ଜଣିଆ ସ୍କ୍ୱାଡରେ ଦମଦାର ଏଣ୍ଟ୍ରି ମାରିଛନ୍ତି ଅଶ୍ୱିନ।

Ravichandran Ashwin
ବିଶ୍ୱକପ୍‌ ଦଳରେ ଏଣ୍ଟ୍ରି ମାରିବେ ରବିଚନ୍ଦ୍ରନ ଅଶ୍ୱିନ୍‌ !

ଏସିଆ କପ୍‌ରେ ଅକ୍ଷର ପଟେଲ୍‌ ଆହତ ହେବାରୁ ବିଶ୍ୱକପ୍‌ରେ ତାଙ୍କ ଖେଳିବା ନେଇ ଆଶା ବଢ଼ିଛି ।

Pakistan
ବିଶ୍ୱକପ୍ ପାଇଁ ପାକିସ୍ତାନକୁ ମିଳିଲା ଭିସା, ଏହି ଦିନ ଭାରତରେ ପହଞ୍ଚିବ ପାକ୍ କ୍ରିକେଟ ଟିମ୍

ବାସ୍ତବରେ ଭିସା ପାଇବାରେ ବିଳମ୍ବ ହେତୁ ପାକିସ୍ତାନ କ୍ରିକେଟ ବୋର୍ଡ ‍ଆଇସିସି ପାଖରେ ଅଭିଯୋଗ କରିଥିଲା। ଭିସା ବିଳମ୍ବ ହେତୁ ପାକିସ୍ତାନ ଦଳର ଅଭ୍ୟାସ ଉପରେ ପ୍ରଭାବ ପଡ଼ିପାରେ ବୋଲି ଆଇସିସି ନିକଟରେ ଅଭିଯୋଗ କରିଥିଲା ପିସିବି

Pakistan Cricket Team
୪ ମାସ ହେଲା ପାକିସ୍ତାନ କ୍ରିକେଟରଙ୍କୁ ମିଳିନି ଦରମା, ବିଶ୍ୱକପ ଖେଳିବେ କେମିତି ?

କ୍ରିକେଟ ପାକିସ୍ତାନର ରିପୋର୍ଟ ଅନୁସାରେ, ଗତ ଚାରି ମାସ ମଧ୍ୟରେ ପାକିସ୍ତାନ କ୍ରିକେଟ ବୋର୍ଡ ଖେଳାଳିଙ୍କୁ ନା ମ୍ୟାଚ୍ ଫି’ ଦେଇଛି ନା ମାସିକ ଦରମା ପ୍ରଦାନ କରିଛି । ଏଭଳି ପରିସ୍ଥିତିରେ ଯୁବ ଖେଳାଳିଙ୍କ ଆଗରେ ଆର୍ଥିକ ସମସ୍ୟା ଉପୁଜିଛି ।

Team India New Jersey
ନୂଆ ଜର୍ସି ନୂଆ ଜୋସ୍‌; ବିଶ୍ୱକପ୍‌ ଜର୍ସିରେ ତ୍ରିରଙ୍ଗାର ଝଲକ

ଆଦିଦାସର ନୂଆ ଜର୍ସିରେ ଖେଳାଳିମାନଙ୍କ କାନ୍ଧରେ ଥିବା ୩ଟି ଧଳାଗାରକୁ ବଦଳାଇ ତ୍ରିରଙ୍ଗାର ରଙ୍ଗକୁ ସ୍ଥାନ ଦିଆଯାଇଛି ।

Anthem Release
ICC କ୍ରିକେଟ ବିଶ୍ୱକପ ଆନ୍ଥେମ ରିଲିଜ..ନଜର ଆସିଲେ ଅଭିନେତା ରଣବୀର ସିଂ

ICC କ୍ରିକେଟ ବିଶ୍ୱକପ ୨୦୨୩ର ଆନ୍ଥେମ ‘ଦିଲ ଜଶନ ବୋଲେ’ ରିଲିଜ ହୋଇଛି ।

Rohit Sharma
ଯେଉଁ ଟିମ୍‌ରେ ଦିନେ ମିଳିନଥିଲା ସ୍ଥାନ; ଆଜି ସେହି ଟିମ୍‌ର ସେ ଅଧିନାୟକ..

ରୋହିତ ଶର୍ମା, କ୍ରିକେଟ ଜଗତର ଏତ ଚର୍ଚ୍ଚିତ ତଥା ସଫଳ ନାମ । ଭାରତୀୟ କ୍ରିକେଟର ଅନ୍ୟତମ ମହାରଥୀ । ହେଲେ ୨୦୧୧ ବିଶ୍ୱକପ ସ୍କ୍ୱାଡରୁ ବାଦ୍ ପଡ଼ିଥିଲେ ରୋହିତ, ଏବେ ତାଙ୍କ ନେତୃତ୍ୱରେ ୨୦୨୩ ବିଶ୍ୱକପ ଟୁର୍ଣ୍ଣାମେଣ୍ଟ ଖେଳିବ ଭାରତୀୟ ଟିମ ।

Team India
ବିଶ୍ୱକପ୍‌ ପାଇଁ ଭାରତୀୟ କ୍ରିକେଟ ଦଳ ଘୋଷଣା; ବାଦ୍‌ ପଡ଼ିଲେ ଭେଟେରାନ୍‌ ସ୍ପିନର୍‌..

ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ୱ ମିଳିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପଅଧିନାୟକ ଦାୟିତ୍ୱ ଦିଆଯାଇଛି ।

Ind Vs Pak
ICC World Cup 2023: ବଦଳିପାରେ ଭାରତ-ପାକିସ୍ତାନ ମ୍ୟାଚ୍‌ ତାରିଖ

ଅକ୍ଟୋବର ୧୫ ରେ ହୋଇନପାରେ ଇଣ୍ଡିଆ-ପାକିସ୍ତାନ ୱାର୍ଲ୍ଡ କପ୍ ମ୍ୟାଚ୍‌ । ଉତ୍କଣ୍ଠାର ସହ ଅପେକ୍ଷା କରାଯାଇଥିବା ଏହି ମ୍ୟାଚ୍ ପାଇଁ ନୂଆ ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି ।